ନବ ଦାସଙ୍କୁ କାହିଁକି ହ-ତ୍ୟା କରିଥିଲା ଗୋପାଳ ? କ୍ରାଇମବ୍ରାଞ୍ଚ ଆଗରେ ସତ ଓଗାଳିଛି ଗୋପାଳ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ କାହିଁକି ହ-ତ୍ୟା କରିଛି ସବୁ ସବୁ ଗୋଟି ଗୋଟି କରି କହିଛି ଗୋପାଳ । କ୍ରାଇମବ୍ରାଞ୍ଚଙ୍କ ହାତରେ ଲାଗିଛି ନବ ଦାସଙ୍କ ହ-ତ୍ୟାର କାରଣ । ନବ ଦାସଙ୍କ ହ-ତ୍ୟା ମାମଲାର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯେଉଁଥିରେ ନବ ଦାସଙ୍କୁ ଗୋପାଳ କାହିଁକି ହ-ତ୍ୟା କଲା ତାହା ଜଣା ପଡିଛି । କ୍ରାଇମବ୍ରାଞ୍ଚ ଆଗରେ ସବୁ ଗୋଟି ଗୋଟି କରି କହିଛି ଗୋପାଳ । ଏନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଛି ସୂଚନା ।

ଗୋପାଳକୁ ନେଇ ଅନେକ ପରୀକ୍ଷା କରାଯାଇଥିଲା । ଲାଇଡିଟେକ୍ସନ ଠାରୁ ଆରମ୍ଭ କରି ହୋଇଥିଲା ନାର୍କୋ ଟେଷ୍ଟ । ଯେଉଁଥିରେ ଗୋପାଳକୁ ନେଇ ପଚରା ଯାଇଥିଲା ବିଭିନ୍ନ ଦିଗରୁ ପ୍ରଶ୍ନ । ଜେରା ପରେ ଜେରା କରାଯାଇଥିଲା ଗୋପାଳର । ଯାହାପରେ ସବୁ ସତକଥା ସାମ୍ନାକୁ ଆସିଛି । ଏମିତି ସବୁ କଥା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଯାହାକୁ ଲୋକ ଲୋଚନକୁ କେମିତି ଆଣିବ ତାଙ୍କୁ ନେଇ ଏବେ ଚିନ୍ତାରେ ପଡିଛି କ୍ରାଇମବ୍ରାଞ୍ଚ ।

gopal 1

ଏହି ସତ ଆସିଲା ପରେ ଓଡିଶା ରାଜନୀତି ମଧ୍ୟ ଦୋହଲି ଯାଇପାରେ । କାରଣ ସୂତ୍ରରୁ ଯାହା ଜଣା ପଡିଛି ଯେ ଏହି ହ-ତ୍ୟା ପଛରେ ବଡ ବଡ ରାଜନେତା ମଧ୍ୟ ସାମିଲ୍ ରହିଛନ୍ତି । ଯେଉଁମାନେ ଆଗକୁ ଥାନାକୁ ଟଣା ହୋଇ ପାରନ୍ତି । ତେବେ ଗୋପାଳର ସାଇକୋ ଆନାଲିଟି ଟେଷ୍ଟକୁ ଅପେକ୍ଷା କରିଛି କ୍ରାଇମବ୍ରାଞ୍ଚ । ଏହି ସବୁ ରିପୋର୍ଟ ଉପରେ ନିର୍ଭର କରେ ଗୋପାଳ ଦେଇଥିବା ସବୁ ତଥ୍ୟ ।

ତେବେ ଗୋପାଳ ଯଦି ସାଇକୋ ବୋଲି ରିପୋର୍ଟରେ ପ୍ରକାଶ ପାଏ ତେବେ ଗୋପାଳ ଦେଇଥିବା ସବୁ ତଥ୍ୟ ନଷ୍ଟ ହୋଇଯିବ । ଚଳିତ ସପ୍ତାହ କିମ୍ବା ଆସନ୍ତା ସପ୍ତାହ ମଧ୍ୟରେ ଏହା କୋର୍ଟରେ ଦାଖଲ ହୋଇପାରେ । ଏହାପରେ ରିପୋର୍ଟ ଗୁଡିକର ନକଲ ପାଇବାକୁ କୋର୍ଟରେ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ ବୋଲି ସୂତ୍ରରୁ ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ