କାହିଁକି କପିଲ ସୋ ରେ କାନ୍ଦିଲେ ବାବୁସାନ । ଜାଣନ୍ତୁ ପୁରା କାହାଣୀ

kapil

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କପିଲ ଶର୍ମା ଶୋ ରେ ପହଁଚିଲେ ଓଲିଉଡ ର ସୁପର ଷ୍ଟାର ବାବୁସାନ ମହାନ୍ତି । ତା ପରେ ସେଠାରେ ଜାହା ହେଲା ଦେଖିଲେ ଆପଣ ମାନେ ଭାବବିହୋଳ ହୋଇଯିବେ । ତେବେ ବନ୍ଧୁଗଣ ସାରା ଦେଶ ଏବେ ଦେଖିବ ଓଡିଆ ଫିଲ୍ମ ଦମନ । ତେବେ କପିଲ ଶର୍ମା ଶୋ ରେ ପହଁଚିଲେ ଏକ ସତ ଘଟଣା ଉପରେ ଆଧାରିତ ।

ଜଣେ ଡାକ୍ତର ଙ୍କ ସୁନ୍ଦର ସମୟ ଏବଂ ନିଶ୍ୱାର୍ଥ ପର ସେବା ଉପରେ ଆଧାରିତ ଦମନ ସିନେମା ର ସଂମ୍ପର୍ଣ୍ଣ ଟିମ୍ । ଏବଂ ଆପଣ ମାନେ ସମସ୍ତେ ଜାଣିଥିବେ ଦମନ ହେଲା ପ୍ରଥମ ସିନେମା ଜାହା ହିନ୍ଧି ରେ ରିଲିଜ ହେବାକୁ ଯାଉଛି । ଆସନ୍ତା ସପ୍ତାହ ରେ ଆପଣ ମାନେ ଏହି ଦମନ ସିନେମା ର ଟ୍ରୋଲର ଦେଖିବା ପାଇଁ ପାଇବେ ।

daman

ହେଲେ ଏପଟେ ଜାହା ବଡ ସୂଚନା ରହିଛି ଦମନ ଫିଲ୍ମ ର ମେମ୍ବର ମାନେ କପିଲ ଶର୍ମାଶୋ ରେ ଯୋଗ ଦେଇଛନ୍ତି । ସୋସିଆଲ ମିଡିଆ ରେ ଯେଉଁ ଖବର ଚର୍ଚ୍ଚା ର ବିଷୟ ପାଲଟିଛି । ଦମନ ଫିଲ୍ମ କୁ ନେଇ ଏହି ସିନେମା ଓଡିଶା ରେ ନୁହେଁ ବରଂ ସାରା ଭାରତ ରେ ବହୁତ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ହିନ୍ଦି ରେ ରିଲିଜ ପୂର୍ବରୁ ହିନ୍ଦି ରିଭ୍ୟୁ ଚେନ୍ନାଲ ଗୁଡିକ ଦମନ ଫିଲ୍ମ କୁ ନେଇ ଦର୍ଶକ ମାନଙ୍କ ପାଖରେ ବହୁତ ଚର୍ଚ୍ଚା କରି ସାରିଲେଣି ।

ଦମନ ଫିଲ୍ମ କୁ ମଧ୍ୟ ସାରା ଦେଶରେ ବହୁତ ଭଲ ପାଇବା ମିଳିଛି । ସେହି ପରି ପ୍ରତିକ୍ଷା ଏକ ଓଡିଆ ଚଳଚିତ୍ର ଜାହା ପୁଣି ଥରେ ହିନ୍ଧୀ ରେ ରିଲିଜ ହେବାକୁ ଯାଉଛି । ଏପଟେ ବଡ ଖବର ଜାଗା ଆସିଛି ଦମନ ଫିଲ୍ମ ର ହିନ୍ଧି ଡୋଭିଂ ବାବୁସାନ ମହାନ୍ତି କରିବେ ନାହିଁ । ବାବୁସାନ ଙ୍କ ବଦଳରେ ଜଣେ ହିନ୍ଧୀ ଭୟେସ ଅଫର ଆର୍ଟିଷ୍ଟ ହିନ୍ଧୀ ରେ ଦମନ ଫିଲ୍ମ କୁ ଡୋଭିଂ କରିବେ । ଆଉ ଏବେ ଚର୍ଚ୍ଚା ହେଉଛି କି କପିଲ ଶର୍ମା ସୋ ରେ ପହଁଚିଲେ ଦମନ ଫିଲ୍ମ ର ସବୁ ସଦସ୍ୟ । ହେଲେ ଏହାକୁ ନେଇ କୈଣସି ସୂଚନା ଦିଆଜାଇ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ