କୋର୍ଟ ଫଇସଲା ନଦେଉଣୁ, ଡିଭୋର୍ସ ପାର୍ଟି ଦେବାକୁ ଏତେ ଉଚ୍ଛନ୍ନ କାହିଁକି ? ଅନୁଭବଙ୍କୁ ଅଖାଡୁଆ ସୋଦିଲେ ଏହି ଲୋକ

Anubhav 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମ୍ୟାରେଡ ବ୍ୟାଚଲର ଅନୁଭବ ମହାନ୍ତି ଦେବେ ଡିଭୋର୍ସ ପାର୍ଟି । ଆଉ ତାହା ବି ଆନାଉନ୍ସ କରିଛନ୍ତି ସଞ୍ଜୟ ନାୟକଙ୍କ ର ୨୬ ମ୍ୟାରେଜ୍ ଆନିଭରସରିରେ । ଜଣକର ମ୍ୟାରେଜ୍ ଆନିଭରସରିରେ ଆଉ ଜଣେ କରୁଛି ଡିଭୋର୍ସ ପାର୍ଟି ର ଆନାଉନ୍ସ । ଅନୁଭବ ମହାନ୍ତି କହୁଛନ୍ତି ସେ ଗୋଟିଏ ମ୍ୟାରେଜ୍ ପାର୍ଟି ଦେବେ । ଆଉ ସିଏବି ପୁରା ଧୁମଧାମରେ । କାରଣ ସେ ବର୍ତ୍ତମାନ ଜଣେ ମ୍ୟାରେଡ ବ୍ୟାଚଲର । କାହିଁକି ନା ସେ ପୁଣିଥରେ ବ୍ୟାଚଲର ହୋଇଯାଇଛନ୍ତି ।

ଆଉଥରେ କ’ଣ ଅନୁଭବ ମହାନ୍ତି ବିବାହ କରିବାକୁ ଉତ୍ସାହିତ ହୋଇଗଲେଣି । ଆଉ ଯାହା ଫଳରେ କି ଏଭଳି ଡିଭୋର୍ସ ପାର୍ଟି ର ଆଯୋଜନ କରି ଦେଇଛନ୍ତି । ଆଉ ତା ବି ତାଙ୍କର ଡିଭୋର୍ସ ଯେଉଁ ପର୍ଯ୍ୟନ୍ତ ଯାହା ସମାପ୍ତ ହୋଇନି । ଅର୍ଥାତ୍ ଏହି ମ୍ୟାଟର ଟି ଏ ପର୍ଯ୍ୟନ୍ତ ସମାଧାନ ହୋଇନି । ତେବେ ଏହାର କୌଣସି ନିଷ୍କର୍ଷ ବାହାରି ନଥିବା ବେଳେ ଏମିତି ତରବରିଆ ଭାବେ ଅନୁଭବ ମହାନ୍ତି କାହିଁକି ନିଜ ଡିଭୋର୍ସ ପାର୍ଟି ର ଆନାଉନ୍ସ କରି ଦେଇଛନ୍ତି । କ’ଣ ଭିତରି କିଛି ଇଣ୍ଟେଲ ଖବର ପାଇଁଛନ୍ତି କି? କି ଅତି ଶିଘ୍ର ତାଙ୍କର ଡିଭୋର୍ସ କମପିଲ୍ଟ ହୋଇଯିବ ।

anubhav 1

ଏପଟେ କିନ୍ତୁ ତାଙ୍କର ଏକ୍ସସାଇଟମେଣ୍ଟ ଦେଖି ଲାଗୁଛି ଯେ ସେ ଆଉ ସମ୍ଭାଳି ପାରୁ ନାହାଁନ୍ତି । ତେବେ ଅନୁଭବ କ’ଣ ବାସ୍ତବିକ ସେତିକି ଖୁସି ଅଛନ୍ତି ନାଁ ଖୁସି ହେବାର ଅଭିନୟ କରୁଛନ୍ତି । ରାତି ଅନିଦ୍ରା ହୋଇ ଯେଉଁଭଳି ଭାବରେ ସେ ତାଙ୍କର ପ୍ରତିଟି କଥାକୁ ଗଣ ମାଧ୍ୟମରେ ରଖିଥିଲେ କୋର୍ଟ ଅଡର ପରେ ଏନେଇ ଆଉ କୌଣସି ଜାଗାରେ ମୁହଁ ଖୋଲିବେନି ବୋଲି କହିଥିଲେ । ସେ ଜାଗାରେ ପୁଣିଥରେ ଖୁଲମ ଖୋଲା ଭାବେ ସେ କହିଛନ୍ତି ଡିଭୋର୍ସ ପାର୍ଟିର କଥା ।

ତେବେ ଜଣେ ସାଂସଦକୁ ଏହା କେତେ ଶୁଭା ଦେଉଛି । ସାଧାରଣ ଲୋକଙ୍କ ଲୋକ ପ୍ରତିନିଧି ହିସାବରେ ଲୋକଙ୍କୁ ଯଦି ଏହି ଶିକ୍ଷା ଦେବେ ତେବେ କ’ଣ ଆଗାମୀ ସମୟରେ ଛାଡପତ୍ର ର ମାମଲା ବଢି ବଢି ଚାଲିଲା । ସେଥିପାଇଁ ଏହାକୁ ନିଜର ଆନସକସେସଫୁଲ ମ୍ୟାରେଡ ସହିତ ତୁଳନା କରିବାକୁ ଅନୁଭବ ।

ଅନୁଭବକୁ ଯେଉଁମାନେ ପ୍ରଶଂସା କରନ୍ତି ସେମାନେ କ’ଣ ଏହା ଶିକ୍ଷା ନେବେ । ଯେ ଯଦି ତୁମେ ବିବାହରେ ବିଫଳତା ତେବେ ତାଙ୍କୁ ସଫଳତା ସହିତ ପାର୍ଟି ଦେଇ ବିଛେଦ କର ଆଉ ତାପରେ ଏଭଳି ଚରିତ୍ର ଉପସ୍ଥାପନ କର । ଯାହା କି ଯମା ବି ଗୋଟିଏ ସମାଜରେ ଗ୍ରହଣୀୟ ନୁହେଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ