ମହିଳାମାନଙ୍କୁ ମସାଣି ଯିବା କାହିଁକି ମନା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ମାନଙ୍କୁ ମସାଣୀ ଯିବା କଣ ପାଇଁ ମନା ମହିଳା ମାନେ କଣ ପାଇଁ ମସାଣୀ ଜାଆନ୍ତି ନାହିଁ । କାହିଁକି ନାଁ ମହିଳା ମାନଙ୍କୁ ମସାଣୀ ଯିବାକୁ ବାରଣ କରାଜାଇଥାଏ । ମହିଳା ମସାଣୀ କୁ ନଯିବାର କାରଣ କଣ । ଏହି ସବୁର ଉତ୍ତର ଆମେ ମାନେ ଜାଣିବା । ହିନ୍ଧୁ ଧର୍ମ ର ମାନ୍ୟତା ଅନୁସାରେ ଶବ ଦାହ ବେଳେ ବହୁତ ପ୍ରକାରର ମାନ୍ୟତା ରହିଛି । ସେହିଥି ମଧ୍ୟରୁ ମହିଳା ମାନଙ୍କୁ ମସାଣୀ ଯିବା ମନା ।

ଏହାକୁ ଅନ୍ୟ ଏକ ମାନ୍ୟତା ଭାବେ ଗ୍ରହଣ କରାଯାଏ । ତେବେ ଆପଣ ମାନେ ଜାଣନ୍ତି କି କଣ ପାଇଁ ମହିଳା ମାନଙ୍କୁ ସାସାଣି ଯିବା ପାଇଁ ମନା ? ତେବେ ଆସନ୍ତୁ ଜାଣିବା ଯେତେ ବେଳେ ଶବ ଦାହ ହୋଇଥାଏ ସେତେ ବେଳେ ଆପଣ ମାନେ ନଜର ଦେଇଥିବେ ସେହି ସମୟ ରେ ମସାଣୀ କୁ କେବଳ ପୁରୁଷ ମାନେ ଜାଆନ୍ତି । ଯଦି କେହି ନାରୀ କିମ୍ବା କୁଆଁରୀ କନ୍ୟା ମସାଣୀ କୁ ଯିବା ପାଇଁ ବାହାରେ ତେବେ ଜେଜେ ମାଆ , ଜେଜେ ବାପା କିମ୍ବା ଅତି ବୟସ୍କ ଲୋକ ମାନେ ମନା କରିବାର ଆପଣ ମାନେ ଦେଖିଥିବେ ।

ହେଲେ ଆଜିର ସମୟ ରେ ମହିଳା ମାନେ ମସାଣୀ କୁ ଯାଉଛନ୍ତି ଏବଂ ମୁଖାଗ୍ନୀ ବି ଦେଉଛନ୍ତି । ତେବେ ହିନ୍ଧୁ ଧର୍ମ ରେ ମହିଳା ମାନଙ୍କୁ ମସାଣୀ ନଯିବାର କେତେ ଗୁଡିଏ କାରଣ ରହିଛି । ମହିଳା ମାନଙ୍କ ହୃଦୟ ପୁରୁଷ ମାନଙ୍କ ହୃଦୟ ଠାରୁ ବହୁତ କୋମଳ ଅଟେ । ସେ ଶବ ଦାହ ସମୟ ରେ ନିଜକୁ ସମ୍ଭାଳି ନପାରି କାନ୍ଦନ୍ତି । ସେ କାନ୍ଧିଲେ ଆତ୍ମା କୁ ଶାନ୍ତି ମିଳେ ନାହିଁ ସେହିଥି ପାଇଁ ମହିଳା ଙ୍କୁ ମସାଣୀ ନିଅନ୍ତି ନାହିଁ ।

women 1

ଶବ ପୋଡିବା ସମୟରେ ବାଡିରେ ଶବର ମତିସ୍କ କୁ ତିନି ଥର ବାଡିରେ ଠୋକାଯାଏ । ଶବକୁ ଜାଳିବା ବେଳେ ଏହା ବହୁତ ଜୋରରେ ଫାଟି ଶବ୍ଧ କରିଥାଏ । ଏହି ଶବକୁ ଛୋଟ ଛୁଆ ବା ମହିଳା ଦେଖିଲେ ମାନଶୀକ ସ୍ଥରରେ ସେମାନେ ଭାଙ୍ଗି ପଡନ୍ତି ଏବଂ ଡରି ମଧ୍ୟ ଜାଆନ୍ତି । ସେହିଥି ପାଇଁ ମହିଳାଙ୍କୁ ଏହି କ୍ରିୟା କର୍ମ ଠାରୁ ଦୂରରେ ରଖାଯାଏ ।

ଶବ ଘରୁ ଚାଲିଗଲା ପରେ ହିନ୍ଧୁ ଶାସ୍ତ୍ର ଅନୁସାରେ ଆମେ ମାନେ ଘର ଅଗଣା ରେ ଗୋବର ପାଣି ପକେଇ ପୋଛି ଥାଉ ଏହାକୁ ଗୋଟିଏ ମହିଳା ଅତି ସହଜରେ କରିଥାଏ । ଏହି କାରଣ ପାଇଁ ବି ମହିଳା ମାନେ ମସାଣୀ କୁ ଜାଆନ୍ତି ନାହିଁ । ଆଉ ମହିଳା ମାନଙ୍କ ଶରୀର ରେ ଭୂତ ପ୍ରେତ ଅଧିକ ପରିମାଣ ରେ ଆକୃଷ୍ଟ ହୁଅନ୍ତି ବିଶେଷ କରି କୁଆଁରୀ କନ୍ୟା ମାନଙ୍କ ଉପରେ ଆତ୍ମା ମାନଙ୍କ କୁ ପ୍ରଭାବ ଅଧିକ ପରିମାଣ ରେ ରହିଥାଏ ସେହିଥି ପାଇଁ ମହିଳା ମାନଙ୍କୁ ମସାଣୀ କୁ ଯିବା ପାଇଁ ମନା କରାଯାଏ ।

ଶବ ଦାହ ପାଇଁ ଯେଉଁ ମାନେ ଜାଆନ୍ତି ସେମାନଙ୍କୁ ସବୁ ଦଶ କ୍ରିୟା ଦିନକୁ ଲଣ୍ଡା ହେବାକୁ ପଡେ । ତେବେ ଲଣ୍ଡା ହେବା ପୁରୁଷ ମାନଙ୍କ ପାଇଁ ସ୍ୱଭା ଦେଇଥାଏ । ହେଲେ ନାରୀ ମାନଙ୍କୁ ଲଣ୍ଡା ହେବା ଶାସ୍ତ୍ର ବାହାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ