ପୁରୁଷ ମାନେ କଣ ପାଇଁ ବିବାହିତ ନାରୀଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି l

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ବିବାହିତ ନାରୀ ପ୍ରତି ଜଣେ ପୁରୁଷ ଆକର୍ଷିତ ହେବା ଆଜିର ଦିନରେ କିଛି ନୂଆ କଥା ନୁହେଁ l ବିବାହ ଉପରେ କିଛି ମହିଳା ନିଜ ସ୍ୱାମୀଙ୍କ ବ୍ୟତିତ ଅନ୍ୟ ପୁରୁଷଙ୍କ ସହିତ ସଂ-ମ୍ପ-ର୍କ ରଖିଥାନ୍ତି l ନାରୀ ବିବାହିତା ଜାଣିବା ପରେ ବି କିପରି ସେମାନଙ୍କ ସହିତ ସଂ-ମ୍ପ-ର୍କ ରଖେ l ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ପୁରୁଷମାନେ ସବୁ ଜାଣି ମଧ୍ୟ କଣ ପାଇଁ ବାଧ୍ୟ ହୋଇଯାନ୍ତି l

ତେବେ ଆସନ୍ତୁ ଜାଣିନେବା ପ୍ରଥମେ ଜାଣିବା ଅବିବାହିତ ନାରୀ ମାନଙ୍କୁ ଠାରୁ ବିବାହିତ ନାରୀମାନେ ଅଧିକ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି l ସେହିଥି ପାଇଁ ପୁରୁଷ ମାନଙ୍କୁ ଅଧିକ ଦାୟୁତ୍ୱ ନେବାକୁ ପଡିଥାଏ l ସେଥିପାଇଁ ବିବାହିତ ନାରୀମାନେ ପୁରୁଷ ମାନଙ୍କୁ ଅଧିକ ପସନ୍ଦ ଆସିଥାନ୍ତି ।

bhabi

ଦୁଇରେ ହେଉଛି ନିଜର ଦୃଢ ଆତ୍ମବିଶ୍ୱାସ ଯୋଗୁଁ ମଧ୍ୟ ବିବାହିତ ନାରୀମାନେ ପୁରୁଷ ମାନଙ୍କର ଠାରୁ ଜିତି ପାରିଥାନ୍ତି । ସେହି ପରି ତିନି ରେ ହେଉଛି ଯେଉଁମାନେ ଅଧିକ କ୍ୟାରିଂ ହୋଇଥାନ୍ତି l ସେହି ପୁରୁଷମାନେ ସବୁବେଳେ କ୍ୟାରିଂ ପାର୍ଟନର ଚାହୁଁଥିବାରୁ ସେମାନେ ବିବାହିତ ନାରୀମାନଙ୍କୁ ପସନ୍ଦ କରନ୍ତି l

ଚାରିରେ ହେଉଛି ନିଜ ଚେହେରାର ଉର୍ଜ୍ଵଳ ପାଇଁ ମଧ୍ୟ ଏହା ହୋଇଥାଏ ଯେ ବିବାହାପରେ ନାରୀ ମାନଙ୍କ ଚେହେରା ଆଗ ଅପେକ୍ଷା ଅଧିକ ଗ୍ଲୋ କରେ l ଏହା ଏକ ପୁରୁଷକୁ ଆକର୍ଷିତ ମଧ୍ୟ କରେ l ବିବାହିତ ନାରୀମାନେ ସାଧାରଣତଃ ମିଠା କଥା କୁହନ୍ତି ଏହି ମିଠା କଥା ପୁରୁଷ ମାନେ ବିବାହିତ ନାରୀ ମାନଙ୍କ ପ୍ରତି ବହୁତ ଆକୃଷ୍ଟ ହୋଇଥାନ୍ତି । ଏହି ସବୁ କାରଣ ଯୋଗୁଁ ପୁରୁଷ ମାନେ ବିବାହିତା ନାରୀ ମାନଙ୍କୁ ମଧ୍ୟ ପସନ୍ଦ କରିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *