ପିଣ୍ଟୁଙ୍କ ପାଖକୁ ଆସିଥିବା ଟଙ୍କା କିଏ ରଖିବ ? ତାଙ୍କ ସ୍ତ୍ରୀ ନା ବଡ ଭାଇ ଅଭିରାମ ନନ୍ଦ

pintu

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କ ସବୁ ପଇସା ରଖିବ କିଏ ପିଣ୍ଟୁ ନନ୍ଦ ଙ୍କ ବଡ ଭାଇ ଙ୍କ ଏକାଉଣ୍ଟ କୁ ଯାଉ ଥିଲା ସବୁ ଟଙ୍କା । ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ କୁ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା । ସେହି ଟଙ୍କା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ପିଲା ଙ୍କୁ ଦିଆଯିବ ନାଁ ଅଭିରାମ ନିଜେ ରଖିବେ । ଆଉ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ ସେ ସମସ୍ତ ଙ୍କୁ ଛାଡି ଆର ପାରି ରୁ ଚାଲି ଜାଇଛନ୍ତି ।

ତେବେ ପିଣ୍ଟୁ ନନ୍ଦ ଯେତେ ବେଳେ ଲିଭର ସିରୋସିସ୍ ରୋଗ ରେ ପୀଡିତ ହେଲେ ସେହି ସମୟ ରେ ତାଙ୍କୁ ଆବଶ୍ୟକତା ଥିଲା 50 ଲକ୍ଷ ଟଙ୍କା । କାରଣ ଦିଲ୍ଲୀରେ ତାଙ୍କର ନୂଆ ଲିଭର ଲାଗିଥାନ୍ତା । ସେହିଥି ପାଇଁ ସାରା ଓଡିଶା ଅର୍ଥ ଯୋଗାଡ କରିବାରେ ଲାଗି ପଡିଥିଲା । ସମସ୍ତେ ପିଣ୍ଟୁ ନନ୍ଦ ଙ୍କ ବଡ ଭାଇ ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ କୁ ଟଙ୍କା ଛାଡିବା ଆରମ୍ଭ କରିଥିଲେ । ଯାତ୍ରା କଳାକାର ମାନଙ୍କ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ଏବଂ ବଡ ବଡ ବିଜନେସ୍ ମ୍ୟାନ ଯାଏ ।

Pintu Nanda

ସମସ୍ତେ ପିଣ୍ଟୁ ନନ୍ଦ ଙ୍କ ପାଇଁ ଅର୍ଥ ଦେବାକୁ ଲାଗି ପଡିଥିଲେ । ଅର୍ଦ୍ଧେନ୍ଦୁ ଏକା ଦେଇଥିଲେ 10 ଲକ୍ଷ ଟଙ୍କା । ଆହୁରୀ ଦେବା ପାଇଁ ବି ପ୍ରତିଶୃତି ଦେଇଥିଲେ । ଆହୁରି ଅନେକ ବଡ ବଡ ବିଜନେସ୍ ମ୍ୟାନ ମାନେ ବି ଟଙ୍କା ଦେଇଥିଲେ । ଯେଉଁ ମାନେ ସେମାନଙ୍କ ପରିଚୟ ଲୁଚେଇ ରଖିଛନ୍ତି । ତେବେ ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ ରେ ରହିଛି ପିଣ୍ଟୁ ନନ୍ଦ ଙ୍କ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା । ଯେଉଁ ଟଙ୍କା ପିଣ୍ଟୁ ନନ୍ଦ ଙ୍କ ପାଇଁ ଖର୍ଚ୍ଚ ହୋଇ ପାରିଲା ନାହିଁ ।

ଜାହା ଖର୍ଚ୍ଚ ହୋଇଥିଲେ ପିଣ୍ଟୁ ନନ୍ଦ ଅବଶ୍ୟ ସୁସ୍ଥ ହୋଇଜାଇ ଥାନ୍ତେ । କେବଳ ଟଙ୍କା ପାଇଁ ହିଁ ଆଜି ପିଣ୍ଟୁ ନନ୍ଦ ଚାଲିଗଲେ ବି ଲୋକ ମାନେ ଚର୍ଚ୍ଚା କଲେଣୀ । ଯଦି ଦେଖିବା ଦିଲ୍ଲୀ ରେ ପିଣ୍ଟୁ ନନ୍ଦ ଙ୍କ ସବୁ କଥା ବୁଝିବେ ବୋଲି ପ୍ରତିଶୃତି ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ସେ ବି ଅଭିରାମ ଙ୍କୁ ପିଣ୍ଟୁ ନନ୍ଦ ଙ୍କ ପାଇଁ ଟଙ୍କା ଦେଇ ଥିବା ନେଇ ଚର୍ଚ୍ଚା ହୋଇଥିଲା ।

ସେପଟେ ଅଭିନେତା ବବି ମିଶ୍ର ବି କହିଛନ୍ତି ଯେ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ର କାରଣ ବହୁତ ଜଲ୍ଦି ଜଣା ପଡିବ । ଏହି ଭଳି କଥା କଣ ପାଇଁ ଉଠୁଛି ସେହି କଥା ପ୍ରଶ୍ନ ଘେରରେ ରହିଛି । ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ କୁ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା । ସେହି ଟଙ୍କା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ପିଲା ଙ୍କୁ ଦିଆଯିବ ନାଁ ଅଭିରାମ ନିଜେ ରଖିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ