ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କ ସବୁ ପଇସା ରଖିବ କିଏ ପିଣ୍ଟୁ ନନ୍ଦ ଙ୍କ ବଡ ଭାଇ ଙ୍କ ଏକାଉଣ୍ଟ କୁ ଯାଉ ଥିଲା ସବୁ ଟଙ୍କା । ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ କୁ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା । ସେହି ଟଙ୍କା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ପିଲା ଙ୍କୁ ଦିଆଯିବ ନାଁ ଅଭିରାମ ନିଜେ ରଖିବେ । ଆଉ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ ସେ ସମସ୍ତ ଙ୍କୁ ଛାଡି ଆର ପାରି ରୁ ଚାଲି ଜାଇଛନ୍ତି ।
ତେବେ ପିଣ୍ଟୁ ନନ୍ଦ ଯେତେ ବେଳେ ଲିଭର ସିରୋସିସ୍ ରୋଗ ରେ ପୀଡିତ ହେଲେ ସେହି ସମୟ ରେ ତାଙ୍କୁ ଆବଶ୍ୟକତା ଥିଲା 50 ଲକ୍ଷ ଟଙ୍କା । କାରଣ ଦିଲ୍ଲୀରେ ତାଙ୍କର ନୂଆ ଲିଭର ଲାଗିଥାନ୍ତା । ସେହିଥି ପାଇଁ ସାରା ଓଡିଶା ଅର୍ଥ ଯୋଗାଡ କରିବାରେ ଲାଗି ପଡିଥିଲା । ସମସ୍ତେ ପିଣ୍ଟୁ ନନ୍ଦ ଙ୍କ ବଡ ଭାଇ ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ କୁ ଟଙ୍କା ଛାଡିବା ଆରମ୍ଭ କରିଥିଲେ । ଯାତ୍ରା କଳାକାର ମାନଙ୍କ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ଏବଂ ବଡ ବଡ ବିଜନେସ୍ ମ୍ୟାନ ଯାଏ ।
ସମସ୍ତେ ପିଣ୍ଟୁ ନନ୍ଦ ଙ୍କ ପାଇଁ ଅର୍ଥ ଦେବାକୁ ଲାଗି ପଡିଥିଲେ । ଅର୍ଦ୍ଧେନ୍ଦୁ ଏକା ଦେଇଥିଲେ 10 ଲକ୍ଷ ଟଙ୍କା । ଆହୁରୀ ଦେବା ପାଇଁ ବି ପ୍ରତିଶୃତି ଦେଇଥିଲେ । ଆହୁରି ଅନେକ ବଡ ବଡ ବିଜନେସ୍ ମ୍ୟାନ ମାନେ ବି ଟଙ୍କା ଦେଇଥିଲେ । ଯେଉଁ ମାନେ ସେମାନଙ୍କ ପରିଚୟ ଲୁଚେଇ ରଖିଛନ୍ତି । ତେବେ ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ ରେ ରହିଛି ପିଣ୍ଟୁ ନନ୍ଦ ଙ୍କ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା । ଯେଉଁ ଟଙ୍କା ପିଣ୍ଟୁ ନନ୍ଦ ଙ୍କ ପାଇଁ ଖର୍ଚ୍ଚ ହୋଇ ପାରିଲା ନାହିଁ ।
ଜାହା ଖର୍ଚ୍ଚ ହୋଇଥିଲେ ପିଣ୍ଟୁ ନନ୍ଦ ଅବଶ୍ୟ ସୁସ୍ଥ ହୋଇଜାଇ ଥାନ୍ତେ । କେବଳ ଟଙ୍କା ପାଇଁ ହିଁ ଆଜି ପିଣ୍ଟୁ ନନ୍ଦ ଚାଲିଗଲେ ବି ଲୋକ ମାନେ ଚର୍ଚ୍ଚା କଲେଣୀ । ଯଦି ଦେଖିବା ଦିଲ୍ଲୀ ରେ ପିଣ୍ଟୁ ନନ୍ଦ ଙ୍କ ସବୁ କଥା ବୁଝିବେ ବୋଲି ପ୍ରତିଶୃତି ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ସେ ବି ଅଭିରାମ ଙ୍କୁ ପିଣ୍ଟୁ ନନ୍ଦ ଙ୍କ ପାଇଁ ଟଙ୍କା ଦେଇ ଥିବା ନେଇ ଚର୍ଚ୍ଚା ହୋଇଥିଲା ।
ସେପଟେ ଅଭିନେତା ବବି ମିଶ୍ର ବି କହିଛନ୍ତି ଯେ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ର କାରଣ ବହୁତ ଜଲ୍ଦି ଜଣା ପଡିବ । ଏହି ଭଳି କଥା କଣ ପାଇଁ ଉଠୁଛି ସେହି କଥା ପ୍ରଶ୍ନ ଘେରରେ ରହିଛି । ଅଭିରାମ ନନ୍ଦ ଙ୍କ ଏକାଉଣ୍ଟ କୁ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା । ସେହି ଟଙ୍କା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ପିଲା ଙ୍କୁ ଦିଆଯିବ ନାଁ ଅଭିରାମ ନିଜେ ରଖିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।