କିଏ ହେବ ଦୀପିକାଙ୍କ ସାହାରା ? ଶେଷରେ ଏକା ହୋଇଗଲେ ଦିପିକା

dipika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିପିକା ଙ୍କୁ ନେଇ ନୂଆ ନୂଆ ଡ୍ରାମା ସାମ୍ନା କୁ ଆସୁଛି । ତେବେ କେତେ ବେଳେ ଶାଶୁ ଶଶୁର ଙ୍କ ସହିତ ଝଗ଼ଡା ତ ଆଉ କେତେ ବେଳେ ହାତାହାତି ଏତେ ସବୁ କଥା ହେଲିଣି ହେଲେ ଦେଖାନାହିଁ ପ୍ରମିଳା ତ୍ରୀପାଠୀ ଙ୍କର । ଦିପିକା ଙ୍କୁ ଝିଅ ଭାବି ସାହାଯ୍ୟ କରୁଥିବା ପ୍ରମିଳା ଏବେ ଗଲେ କୁଆଡେ । ପଛରେ ରହି ମନ୍ତ୍ରଣା ଦେଉଛନ୍ତି ନା ଘଟଣା ରୁ ଦୂରେଇବାକୁ ଚାହିଁଛନ୍ତି । ପ୍ରମିଳା ଜାଣି ଗଲେଣି କି ଦିପିକା ଙ୍କ କେଷ ସମାଧାନ କରିବା ସେମାନଙ୍କ ପାଇଁ କାଠିକର ପାଠ ବୋଲି ।

ପୋଲିସ କି ପ୍ରଶାସନ ଏହି କଥାରେ କେହିବି ମୁଣ୍ଡ ପୁରାଉନାହାଁନ୍ତି । ଦିନ ପରେ ଦିନ ଗଡୁଛି ହେଲେ ଘଟଣା ସମାଧାନ ହେଉନାହିଁ । ଓଲଟା ନୂଆ ନୂଆ କଥା ସୁଣିବାକୁ ମିଳୁଛି । କେବଳ ତାରିଖ ପରେ ତାରିଖ ଗଡୁଛି । ହେଲେ ସମାଧାନ ର ରାସ୍ତା ଦେଖାଯାଉ ନାହିଁ । ଦିନେଶ ବହୁତ ଆରାମ ରେ ଭୁବନେଶ୍ୱରରେ ବୁଲୁଛି । ତାଙ୍କର ପରିବାର ଲୋକ ବି ଜାଣିଛନ୍ତି । ଏମିତି ବସି ବସି ଦିନ ଗଡିବ ହେଲେ ଦିପିକା କିଛି କରି ପାରିବ ନାହିଁ ।

dipika 1

ଅନ୍ୟ ପଟେ ଅନେକ କଥା କହିଛନ୍ତି ଦିନେଶ ଙ୍କ ପରିବାର ଭଲ କରିବାକୁ ଆସି ନିଜର ସମ୍ମାନ ହରେଇଛନ୍ତି ପ୍ରମିଳା । ଯେତେ ବେଳେ ଦିପିକା ଙ୍କ ଉପରେ ଏତେ କଥା ଘଟୁଛି ସେତେ ବେଳେ ପ୍ରମିଳା କୁଆଡେ ଗଲେ ବୋଲି ଆଲୋଚନା କରୁଛନ୍ତି ସାଧାରଣ ଲୋକେ । ତେବେ ସେପଟେ ଆମରଣ ଅନସନ କରିବେ ବୋଲି ଯେପର୍ଯ୍ୟନ୍ତ ଏହାର କୈଣସି ସମାଧାନ ହୋଇ ନାହିଁ ନିଶ୍ଚିତ ଅନଶନ କରିବେ ବୋଲି ଚେତାବନି ଦେଇଛନ୍ତି ଦିପିକା ।

ଦିନେଶ ଘଟଣଟଣା ସ୍ଥଳରେ ପହଁଚିବା ପରେ ସବୁ ସମାଧାନ ହେବ ବୋଲି କହିଛନ୍ତି ଦିପିକା । ତେବେ ଦିନେଶ ମାଆ ଙ୍କ ବୟାନ ଅନୁସାରେ ଦିନେଶ ଏବେବି ଭୁବନେଶ୍ୱରରେ ରହିଛନ୍ତି । ଏହି ଘଟଣା ରେ ଦିପିକା ତାକୁ ଫସେଇଛି ବୋଲି ଦିନେଶ ଙ୍କ ମାଆ କହିଛନ୍ତି । ଗତ କାଲିର ଘଟଣା ପରେ ସାଧାରଣ ଲୋକେ ପ୍ରମିଆ ଙ୍କ ଉପସ୍ଥିତି ରହିବାର କଥା ଆଲୋଚନା କରିଥିଲେ । ତେବେ ପ୍ରଶ୍ନ ଉଠୁଛି କୁଆଡେ ଗଲେ ପ୍ରମିଆ । ଦେଖିବାର ରହିଲା ଆଗାମୀ ସମୟ ରେ ଏହାକୁ ନେଇ କଣ କହୁଛନ୍ତି ପ୍ରମିଆ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ