
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହଁ ଇଏ ହେଉଛି ସେହି ଅର୍ଚ୍ଚନା ଜାହାକୁ ସମସ୍ତେ ନାଗୁଣୀ ବୋଲି କହୁଛନ୍ତି । ଜାହାକୁ କେହି ବ୍ଲାକମେଲର ବୋଲି କହୁଛନ୍ତି । ସତରେ ସେ ବ୍ଲାକ ମେଲର ହେଲା କେମିତି ସତରେ ସେ କଣ ପାଇଁ ପାଲଟିଲା ନାଗୁଣୀ ଏବେ କିଛି ନୂଆ ନୂଆ କଥା ସାମ୍ନାକୁ ଆସୁଛି । ବନ୍ଧୁଗଣ ଦିନେ ବିଜ୍ଞାନ ରେ ଭଲ ପଢୁଥିବା ଛାତ୍ରୀ ଜଣଙ୍କ ହଠାତ କଣ ଏମିତି ହୋଇ ପାରେ । ଦର୍ଶକ ବନ୍ଧୁ ସବୁ ବେଳେ ଶାନ୍ତ ସରଳ ଏବଂ ସ୍ୱଭାବର ମେଧାବୀ ଛାତ୍ରୀ ଟା କଣ ଏମିତି ବଦଳି ଜାଇ ପାରେ ।
କାହିଁକି କେଉଁ ପରିସ୍ଥିତି ରେ ଅର୍ଚ୍ଚନା ଏମିତି ହେଲା କିଏ ତାକୁ ମାୟାବିନି ସଜାଇ ଦେଲା କାହା ପାଇଁ ସେ ଏହି ଭଳି ରାସ୍ତା କୁ ବାଛି ନେଲା ଯାହାକୁ ସହଜ ରେ ବିଶ୍ୱାସ କରି ପାରୁନାହାଁନ୍ତି ଅର୍ଚ୍ଚନା ଙ୍କୁ ପାଠ ପଢାଉଥିବା ଅଧ୍ୟାପକ ମାନେ । ହଁ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏମିତି କିଛି ତଥ୍ୟ ଦେବୁ ଜାହାକୁ ସୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଉଠିବେ । କିଏ କିଏ କହୁଥିଲେ ଅର୍ଚ୍ଚନା ମେଟ୍ରିକ ଫ୍ୟାଲ ହେଲେ ପ୍ରକୃତ ରେ ଅର୍ଚ୍ଚନା ଯୁକ୍ତ ଦୁଇ ବିଜ୍ଞାନ ର ଛାତ୍ରୀ ଥିଲେ ।
ବାଲେଶ୍ୱର ଜିଲ୍ଲା ଭୋଗରାଈ ବଲ୍କ ଅନ୍ତର୍ଗତ ସେ ଯୁକ୍ତ ଦୁଇ ବିଜ୍ଞ୍ୟାନ ଉତିର୍ଣ୍ଣ କରିଥିଲେ । କଲେଜ ରେ ପାଠ ପଢୁଥିବା ସମୟ ରେ ଅତ୍ୟନ୍ତ ଶାନ୍ତ ଏବଂ ସରଳ ଭାବର ଛାତ୍ରୀଥିଲେ । ଏହି ଅଳ୍ପ ଦିନ ମଧ୍ୟରେ ସେ କେମିତି ଉଗ୍ର ହେଲେ ସମସ୍ତ ଙ୍କୁ ଚକିତ କରିଛି । ତେବେ ଅର୍ଚ୍ଚନା ନାଗ ବିବାହ କରିବା ପରେ ଜଗବନ୍ଧୁ ଙ୍କ ସହିତ ଜଲେଶ୍ୱର ବ୍ଲକ୍ ଅନ୍ତର୍ଗତ ବାଉଁଶୁଳୀ ଗ୍ରାମରେ ଶଶୁର ଘରେ ରହୁଥିଲେ । 2014 ମସିହା ରେ କମର୍ଦ୍ଧା ଥାନା ଅନ୍ତର୍ଗତ କଚୁଆରୀ ବୈକୁଣ୍ଠ ନାଥ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ରେ +2 ରେ ଭର୍ତ୍ତି ହୋଇଥିଲେ ।
ତେବେ ଏହି ନେଇ ଅର୍ଚ୍ଚନା ସେହି କଲେଜ ରେ ପଢୁଥିବା ନେଇ ଅର୍ଚ୍ଚନା କହିଛନ୍ତି । ଏହି ପରି ଏକ ଘଟଣା ସୁଣିବା ପରେ କଲେଜ ଅଦକ୍ଷ୍ୟ ମୋଟେବି ବିଶ୍ୱାସ କରି ନଥିଲେ । ଆଉ ପରେ ଆଡମିଶନ ରେଜିଷ୍ଟର ଖୋଲି ଦେଖିବା ପରେ ତାଙ୍କର ସନ୍ଧେହ ଦୂର ହୋଇଥିଲା ହେଲେ ସେ ନିଜକୁ ବି ବିଶ୍ୱାସ କରି ପାରୁନାହାଁନ୍ତି । ଯେ ଏତେ ସରଳ ସ୍ୱଭାବ ର ଛାତ୍ରୀ ହୋଇ ମଧ୍ୟ ଏତେ ଉଗ୍ର କେମିତି ହେଲା ଏମିତି ବି ସେ ଅନେକ ଗୁଡିଏ ପ୍ରଶ୍ନ ନିଜ ମନକୁ ପଚାରୁଛନ୍ତି ।
କ୍ଲାସରେ ସାଙ୍ଗ ଝିଅ ମାନଙ୍କ ସହିତ ଭଲ ବ୍ୟବହାର ବି କରୁଥିଲା ହେଲେ ଆଜି ମୋଟେ ବି ବିଶ୍ୱାସ ହେଉ ନାହିଁ ଅର୍ଚ୍ଚନା ଏମିତି ଉଗ୍ର ଆଚରଣ କରିବ । ସେହି ଝିଅ ଅର୍ଚ୍ଚନା ଏମିତି ବଦଳିଯିବ କେହିିବି ବିଶ୍ୱାସ କରି ପାରୁନାହାଁନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।