ଧର୍ମପଦକୁ କିଏ ହ-ତ୍ୟା କଲା… ଏତେ ବର୍ଷ ପୁର୍ବେ ଖୋଲିଲା ସତ, Konark Templeର ସବୁ ରହସ୍ୟ…

Konark Temple 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ର ରାଜା ଲାଙ୍ଗୁଳା ନରସିଂହଦେବ ତେବେ ସେ ସୂର୍ଯ୍ୟଙ୍କର ପୂଜା କରିବା ପାଇଁ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ଇଚ୍ଛା କଲେ ରାଜା ଙ୍କ ଆଦେଶ ରେ ଅନେକ କାରଗର ଙ୍କୁ ନେଇ ଆସିଲେ ତେବେ 12 ଶହ ଭଲ ଭଲ କାରିଗର ଙ୍କୁ ଏହି ମନ୍ଦିର ତିଆରି କରିବାର ଆଦେଶ ଦିଆଗଲା । ସେହି ସମୟ ରେ ପଥର କୁ ଯୋଡିବା ପାଇଁ ସିମେଣ୍ଟ କୁ ବ୍ୟବହାର କରାଜାଉ ଥିଲା ସେହି ସମୟ ରେ ପଥରର କାରୁ କାର୍ଯ୍ୟ ବହୁତ ସୁନ୍ଦର ହୋଇଥିବା ବେଳେ ମନ୍ଦିରଟିକୁ ବହୁତ ସୁନ୍ଦର କରି ତୋଳା ଗଲା ଯେପରି ଏକ ରଥ ସଦୃଶ କରାଗଲା ।

ତେବେ ସେହି ମନ୍ଦିର କୁ 7 ଟି ଘୋଡା ଟାଣୁଥିଲେ କେବେ ମନ୍ଦିର ସିହାଂଶନ ରେ ରହିଲା ସୂର୍ଯ୍ୟ ଦେବ ଙ୍କ ପ୍ରତିମା ତେବେ ପୂର୍ବରୁ ସୂର୍ଯ୍ୟ ଉଦୟ ହେବା ମାତ୍ରେ ପ୍ରଥମ କିରଣ ସେହି ସିହାଂଶନ ଉପରେ ପଡୁଥିଲା ତେବେ ଏହି ମନ୍ଦର ଟି ଚନ୍ଦ୍ରଭାଗା ନଦୀକୂଳରେ ବନାଜାଇଥିଲା । ତେବେ ମନ୍ଦିର କାମ ସରୁ ସରୁ 12 ବର୍ଷ ଲାଗିଗଲା 12 ଶହ ବଢେଇ ଏହି ସମୟ ମଧ୍ୟରେ ବହୁତ ସୁନ୍ଦର ଭାବେ ଏହି ମନ୍ଦିର କୁ ତୋଳି ଗଢିଥିଲେ । ତଥାପି ମନ୍ଦିର ଟି ସଂମ୍ପର୍ଣ୍ଣ ହୋଇ ପାରୁନଥାଏ ।

Konark Temple

ତେବେ କାରିଗର ଯେତେବି ଚେଷ୍ଟା କରିଲେ କେବେବି ମନ୍ଦିରର ଦଧି ନୈଉତି ବସେଇ ପାରୁ ନଥାନ୍ତି । ଥରେ ବିଶୁ ମହାରଣାଙ୍କୁ ରାଜା ଡ଼ାକି କହିଲେ ମୁଁ ୭ ଦିନ ସମୟ ଦେଉଛି ମନ୍ଦିରର ଦାଧିନଉତି ନ ବସେଇ ପାରିଲେ 12 ଶହ ବଢ଼େଇଙ୍କ ମୁଣ୍ଡ ଛେଦନ ହେବ ବିଶୁ ମହାରଣା ସେଠାରୁ ଆସି ଅନ୍ୟ କାରିଗର ମାନଙ୍କୁ ଏକଥା ଜଣାଇ ଦେଲେ ଏହା ଶୁଣି ସମସ୍ତେ ଚିନ୍ତିତ ହୋଇଗଲେ ଘରୁ ବିଶୁ ମହାରଣା ଦେଉଳ ତୋଳି ଆସିବା ବେଳକୁ ତାଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା ତାକୁ ଧରମା ବୋଲି ଡାକୁଥିଲେ ।

ତାକୁ ଯେତେବେଳେ 12 ବର୍ଷ ହୋଇଥିଲା ସେ ତା ମାଆକୁ କହିଲା ମା ମୁଁ ବାପାଙ୍କ ପାଖକୁ ଯିବି ଧରମାକୁ ବିଶୁ ମହାରଣା ଚିହ୍ନି ପାରିବେ ନାହିଁ ବୋଲି ତାର ମାଆ ତାକୁ ତାଙ୍କ ବାଡ଼ିର ବରକୋଳି ଦେଇ ତାଙ୍କ ବାପାଙ୍କ ପାଖକୁ ପଠାଇ ଦେଲେ ଧରମା ଯାଇ କୋଣାର୍କ ମନ୍ଦିରରେ ପହଞ୍ଚିଗଲା ବିଶୁ ମହାରଣା ବାଡିର କୋଳି ଦେଖି ଚିହ୍ନି ପାରିଲେ ସେ ତାଙ୍କ ପୁଅ ଧରମାକୁ ଦେଖି ଖୁସିରେ କୁଣ୍ଢାଇ ପକାଇଲା ଧରମା ଦେଖିଲା ତାଙ୍କ ବାପା ବୋହୁତ ଚିନ୍ତିତ ଅଛନ୍ତି ଧରମା ତାଙ୍କୁ ଦୁଃଖର କାରଣ ପଚାରିଲା ବିଶୁ ମହାରଣା ସବୁ କଥା କହିଲେ ରାତି ପାହିଲେ 12 ଶହ ବଢେଇଙ୍କ ମୁଣ୍ଡ ଛେଦନ ହେବ ।

ଧରମା ଏକଥା ଶୁଣି ବୋହୁତ ମନ ଦୁଃଖ କଲା। ସେ ତା ବାପାଙ୍କୁ କହିଲା ମୁଁ ଦାଧିନଉତି ବସାଇ ଦେବି ପୁଅ କଥା ଶୁଣି ବାପା କହିଲେ ଆମେ 12 ଶହ ବଢେଇ ତ ଦାଧିନଉତି ବସାଇ ପାରିଲୁନି ତୁ ଅତି ଛୋଟ ପିଲା ତଥାପି ଯଦି ତୁ କହୁଚୁ ଦାଧିନଉତି ବସା ଏହାପରେ ଧରମା ମନ୍ଦିର ଉପରକୁ ଚଢ଼ିଲା ଦାଧିନଉତି ବସାଇ ଦେଲା ପୁଅଙ୍କ କାମ ଦେଖି ବିଶୁ ମହାରଣାଙ୍କ ଆନନ୍ଦ ବଢ଼ିଗଲା ତାକୁ କୋଳରେ ଧରି କହିଲା ତୁ ଏତେ ଛୋଟ ପିଲାଟିଏ ହୋଇ ମଧ୍ୟ ତୁ ମୋର ମାନମହତ ରଖିଦେଲୁ ।

Dharmapada

ତେବେ ଅନ୍ୟ କାରିଗର ମାନେ ଆସି ବିଶୁ ମହାରଣା ଙ୍କୁ କହିଲେ କି ରାଜା କାଲି ଜାଣିଯିବେ କି ଯେଉଁ କାର୍ଯ୍ୟକୁ 12 ଶହ ବଢେଇ କରି ପାରିଲେ ନାହିଁ ତାହାକୁ କେବଳ 12 ବର୍ଷର ବାଳକ କରି ଦେଖେଇଛି । ତେବେ ନିଶ୍ଚିତ ଏହାକୁ ଦେଖିଲେ ସେ ଆମ ମାନଙ୍କର ମୁଣ୍ଡ ଛେଦନ କରିବେ । ତେବେ ଏଠାରେ ତୁମକୁ ସ୍ଥିର କରିବାକୁ ହେବ କି ପୁଅ ମୂଲ୍ୟବାନ ନା 12 ଶହ ବଢେଇ ଙ୍କ ଜିବନ ମୂଲ୍ୟାବନ । ତେବେ ଏହି କଥା ସୁଣିବା ପରେ ଧରାମା କହିଲା ବାପା ମୋ ଜିବନ ଯାଉ ପଛେ 12 ଶହ ବଢେଇ ଙ୍କ ଜିବନ ବଞ୍ଚିଯାଉ । ଆଉ ଏହା ପରେ ଧରମା ସମୁଦ୍ର କୁ ଡେଇଁ ପଡିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ