ଏହି ପିଲାଟି କିଏ, ଯେ ସାହରୁଖ୍ ଖାନଙ୍କ ପାଖରେ ବସିଛି ? ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

କେକେଆର୍ ମ୍ୟାଚ୍ ସମୟରେ ସାହରୁଖ୍ ଖାନ୍ ଙ୍କ ପାଖରେ ବସିଥିବା ଏହି ପିଲାଟିର କଳା ରଙ୍ଗ ପାଇଁ ଏହାର ଥଟ୍ଟା କରୁଛନ୍ତି । କିନ୍ତୁ ସତ୍ୟ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବଲିଉଡର କିଙ୍ଗ ଖାନ୍ ଙ୍କ ପାଖରେ ବସିବା ପାଇଁ ଦୁନିଆର ପ୍ରାୟତଃ ବ୍ୟକ୍ତି ଚାହିଁ ବସିଥାନ୍ତି କିନ୍ତୁ ଏପରି ସୁଯୋଗ ସମସ୍ତଙ୍କୁ ମିଳି ନଥାଏ । ସାହରୁଖ୍ ଖାନ୍ ବର୍ତ୍ତମାନ ଆଇପିଏଲର ଦ୍ୱାଦଶ ସଂସ୍କରଣରେ ବ୍ୟସ୍ତ ଅଛନ୍ତି । ତାଙ୍କ ଦଳ କେକେଆର୍ ଭଲ ପ୍ରଦର୍ଶନ କରି ଚାଲିଛି; ଏଥିପାଇଁ ସାହରୁଖ୍ ଖାନ୍ ଙ୍କୁ ପ୍ରତି ମ୍ୟାଚରେ ଉପସ୍ଥିତ ରହିବା ପାଇଁ ପଡୁଛି । ଏହି ସମ୍ବନ୍ଧିତ ଅନେକ କିଛି ତଥ୍ୟ ସୋସିଆଲ ମିଡିଆରେ ଆପଣ ପାଇଯିବେ । ଆଜି ଆମେ ଆପଣଙ୍କୁ ସାହରୁଖ୍ ଖାନ୍ ଙ୍କ ବିଷୟରେ ନୁହେଁ ବରଂ ତାଙ୍କ ପାଖରେ ବସିଥିବା କଳା ପିଲାଟି ବିଷୟରେ କହିବୁ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସାରୁଖ ଖାନ୍ ଙ୍କ ପାଖରେ ବସିଥିବା କଳା ପିଲାଟି କିଏ ?

କିଏ ଏହି ପିଲାଟି ଯିଏ ସାହରୁଖ୍ ଖାନ୍ ଙ୍କ ପାଖରେ ବସିଛି ?

ସାହରୁଖ୍ ଖାନ୍ ଙ୍କ ପାଖରେ ବସିଥିବା ବ୍ୟକ୍ତିର ଫୋଟଟି ସୋସିଆଲ ମିଡିଆରେ ଭାଇରଲ ହେଉଛି । କୋଲକତା ଏବଂ ଚେନ୍ନାଇ ମଧ୍ୟରେ ଚାଲିଥିବା ମ୍ୟାଚ ସମୟରେ ସାହରୁଖ୍ ଖାନ୍ ଙ୍କ ସହ ଏହି ପିଲାଟି ବସିଥିଲା । ସୋସିଆଲ ମିଡିଆରେ ଏହି ଦୃଶ୍ୟଟି ଭାଇରଲ ହୋଇଥିଲା, ଏହାପରେ ଏହି ପିଲାଟି ବିଷୟରେ ସମସ୍ତେ ଜାଣିବା ପାଇଁ ଚେଷ୍ଠା କରିଥିଲେ । ଏହି ପିଲାଟି କୌଣସି ସାଧାରଣ ବ୍ୟକ୍ତି ନୁହେଁ, ଏହି ପିଲାଟି ବିଷୟରେ ଆପଣ ଜାଣିବା ପାରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପିଲାଟିର ରଙ୍ଗ କଳା ଅଟେ ସେଥିପାଇଁ ଏହି ପିଲାଟିର ଥଟ୍ଟା ସମସ୍ତେ ଉଡାଉଛନ୍ତି କିନ୍ତୁ କହିବା ପାଇଁ ଚାହୁଁଛୁ; ଏହି ପିଲାଟି କୌଣସି ସାଧାରଣ ପିଲା ନୁହେଁ । ଷ୍ଟାଡିୟମରେ ଭିଆଇପି ଷ୍ଟାଣ୍ଡରେ ସାହରୁଖ୍ ଖାନ୍ ଙ୍କ ପାଖରେ ବସିଥିବା ଏହି ପିଲାଟିର ନାମ ହେଉଛି ଏଟଳି କୁମାର ।

ଏଟଳି ତାମିଲ ଚଳଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା ଅଟନ୍ତି । ଏଟଳି କୁମାରଙ୍କ ପ୍ରକୃତ ନାମ ହେଉଛି ଅରୁଣ କୁମାର, ସେ ତାମିଲନାଡୁର ମଦୁରାଇ ସହରରେ ଜନ୍ମ ଗ୍ରହଣ କରିଛନ୍ତି । ସେ ତାମିଲ ଚଳଚିତ୍ର ଗୁଡିକରେ ନିର୍ଦ୍ଦେଶକ ଏବଂ ସ୍କ୍ରିନପ୍ଲେ ଲେଖକ ରୂପେ କାର୍ଯ୍ୟ କରନ୍ତି । ସେ ୨୦୧୩ ମସିହାରେ “ରାଜା ରାଣୀ” ଚଳଚିତ୍ରର ଡେବ୍ୟୁ କରିଥିଲେ ଏବଂ ଏହାପରେ ସେ ବହୁତ ଗୁଡିଏ ତାମିଲ ଚଳଚିତ୍ରରେ ନିର୍ଦେଶନା ଦେଇଛନ୍ତି ।

ସାରୁଖ ଖାନ୍ ଙ୍କ ପାଖରେ ବସିବା ପାଇଁ ସପ୍ନ ଥିଲା :

ଆଜିକାଲି ସାରୁଖ ଖାନ୍ ଙ୍କ ଚଳଚିତ୍ର ବିଶେଷ ଭଲ ପ୍ରଦର୍ଶନ କରିପାରୁ ନାହିଁ । ଯେତେବେଳେ ଏଟଳିଙ୍କ ସହ ସାରୁଖ ଖାନ୍ ଙ୍କ ଚିତ୍ର ଭାଇରଲ ହୋଇଥିଲା, ସେହି ସମୟରେ ଅନେକ କମେଣ୍ଟ ଆସିଥିଲା, ଆମେ କଣ ଏତେ ଖରାପ । ସାରୁଖ ଖାନ୍ ଙ୍କ ପ୍ରଶଂସକ ସାରା ଦୁନିଆରେ ଅଛନ୍ତି; ତାଙ୍କର ଅତୀତର କିଛି ଚଳଚିତ୍ର ପାଇଁ ଦର୍ଶକ ଆଜି ମଧ୍ୟ ତାଙ୍କୁ ପସନ୍ଦ କରୁଛନ୍ତି । କହିବା ପାଇଁ ଚାହୁଁଛୁ; କେକେଆର୍ ଆଇପିଏଲରେ ଭଲ ପ୍ରଦର୍ଶନ ଜାରି ରଖିଛି । ଏହା ସହ ଦଳ ଶ୍ରେଷ୍ଠ ୫ ଦଳ ମଧ୍ୟରେ ରହିଛି ।