ଅର୍ଚ୍ଚନାଙ୍କ ହନିଟ୍ରାପ ମାମ-ଲାରେ ମାଷ୍ଟର ମାଇଣ୍ଡ କିଏ ? ସବୁ କହିଲେ ଅର୍ଚ୍ଚନା ଜାଣନ୍ତୁ ।

Archana n

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋର୍ଟ ରେ ହାଜର ପରେ ଅର୍ଚ୍ଚନା ନାଗଙ୍କ ବଡ ବୟାନ । ଗଣ ମାଧ୍ୟମ ସାମ୍ନାରେ ଅର୍ଚ୍ଚନା ନାଗ ଙ୍କ ପ୍ରତିକ୍ରିୟା । ତଦନ୍ତ ହେଲେ ସତ ବାହାରିବ । ଶୋ କୋଲ୍ଡ୍ ଭିକଟିମ୍ କେଉଁଠି ଲୁଛିଛନ୍ତି । ଗଣ ମାଧ୍ୟମକୁ ପ୍ରଶ୍ନ କଲେ ଅର୍ଚ୍ଚନା ନାଗ । ଆଖି ପାଟି ବନ୍ଦ କରି ମାତେ କୋର୍ଟ କୁ ଅଣା ଯାଇଛି । ହଁ ଆଜ୍ଞା କୋର୍ଟକୁ ଅର୍ଚ୍ଚନାଙ୍କୁ ଆଣିବା ପରେ ଗଣ ମାଧ୍ୟମ ସାମ୍ନାରେ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା ନାଗ ।

ତେବେ ଗତ କାଲି ସିଧା ସଳଖ ଭାବରେ ଝାଡପଡ଼ା ଜେଲ୍ ରୁ ଆସି ଏଡିଜିଏମ କୋର୍ଟରେ ପହଁଚି ଥିଲେ ଅର୍ଚ୍ଚନା ନାଗ । କାରଣ 5 ତାରିଖ ଦିନ ଧାର୍ଯ୍ୟ କରା ଯାଇଥିଲା ଯେ 5 ତାରିଖ ସେ ସିଧା ପହିଁଚିବେ କୋର୍ଟ ରେ । ଆଉ ଇଡି ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ । ଯେହେତୁ ସମୟ ମିଳି ନଥିଲା ଅର୍ଚ୍ଚନା ନାଗ ପୁଣି ଥରେ କୋର୍ଟରୁ ସିଧା ସଳଖ ବାହାରିଥିଲେ ଝାଡପଡ଼ା ଜେଲକୁ ହିଁ ଯାଇଛନ୍ତି । ଆଉ ତା ମଧ୍ୟରେ ସେ ଗଣ ମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

Archana a

ସେ କହିଛନ୍ତି ଯେ ଶ୍ରଦ୍ଧାଞ୍ଜଳିକୁ ଜାଣିଛନ୍ତି କିନ୍ତୁ ଖାଲି ଶ୍ରଦ୍ଧାଞ୍ଜଳି ଙ୍କ ଦୋଷ ଚଳିବ ନାହିଁ । ଏହି ରାକେଟରେ ଆଉ ଯେଉଁ ମାନେ ଯୋଡି ହୋଇ ରହିଛନ୍ତି ସେମାନଙ୍କୁ କଣ ପାଇଁ ଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ନାଗ । ଅର୍ଚ୍ଚନା କହିଛନ୍ତ ଯେ ତଦନ୍ତ କରା ଗଲେ ପ୍ରକୃତ ସତ ଜଣା ପଡିବ । ଅର୍ଚ୍ଚନା କହିଛନ୍ତି କି ମୋ ଆଖି ପାଟି ବନ୍ଧା ଯାଇ ମୋତେ ନିଆ ଯାଇଥିଲା କୋର୍ଟ ଭିତରକୁ । ତାଙ୍କୁ କୋର୍ଟ ନିଆ ଯାଉଛି ବୋଲି ତାଙ୍କୁ ଜଣା ମଧ୍ୟ ପଡିନଥିଲା ।

ଏକଥା ମଧ୍ୟ ସେ କହିଛନ୍ତି କି ସୋ କଲଡ ଭିକ୍ଟମ ମାନେ କାହିଁକି ସାମ୍ନାକୁ ଆସୁ ନାହାଁନ୍ତି । ଯଦି ମୁଁ ତାଙ୍କ ପ୍ରତି ଅନ୍ୟାୟ କରିଛି । ସେ ଏପରି କହିଛନ୍ତି ଯେ ଆପଣମାନେ ଏମିତି କଣ ପାଇଁ କରୁଛନ୍ତି ବୋଲି ଗଣ ମାଧ୍ୟମକୁ ମଧ୍ୟ ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ନାଗ । ପୂର୍ବପରି ଏଥର ମଧ୍ୟ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି ଅର୍ଚ୍ଚନା । ଏହି ପରି ଅନେକ କଥା କହିଛନ୍ତି ଅର୍ଚ୍ଚନା ନାଗ । ତେବେ ସେ ଏପରି କମ ପାଇଁ କହିଛନ୍ତି ତାହା ଆଗାମୀ ସମୟ ରେ ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ