ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ Guli Mada କରିଥିବା ASI କିଏ? | କିଏ ଏହି ASI ଗୋପାଳ ଦାସ !!

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ନବ ଦାସ ଙ୍କୁ ଗୁଳି କରି ଏବେ ସାରା ଓଡିଶା ରେ ଚର୍ଚ୍ଚା ରେ ରହିଥିବା ଗୋପାଳ ଦାସ କିଏ ? ଏହି ନେଇ ଆସନ୍ତୁ ଜାଣି ନେବା ସଂମ୍ପର୍ଣ୍ଣ ଖବରଟି । ତେବେ ବନ୍ଧୁଗଣ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଆଜି ବ୍ରଜରାଜ ନଗର ରେ ଗୁଳି ମାଡ ହୋଇଛି । ଜଣେ ପୋଲିସ କର୍ମଚାରୀ ଙ୍କ ଗୁଳି ମାଡ ହେଲା ପରେ ଗୁରୁତ୍ୱର ଅବସ୍ଥାରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ଅଣା ଜାଇଥିଲା ।

ତେବେ ନବଦାସ ଙ୍କୁ ଗ୍ରୀନ କରିଡୋର ରେ ନିଆଜାଇ ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଜାଇଛି । ତେବେ ଗତ କାଲି ତାଙ୍କୁର ବହୁତ ଚିକିତ୍ସା ପରେ ବି ତାଙ୍କର ପରଲୋକ ଘଟିଛି । ତେବେ ଗୁଳିମାଡ କରିଥିବା ଏଏସ ଆଇ ଗୋପାଳ ଦାସ କିଏ । ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ପୋଲିସ ଏଏସ ଆଇ ଝା଼ଡସୁଗୁଡା ର ବ୍ରଜରାଜ ନଗର ସ୍ଥିତ ଗାନ୍ଧିଛକ ଫାଣ୍ଡି ରେ ଇନଚାର୍ଜ ଥିଲେ । ସେ ବ୍ରଜରାଜ ନଗର ରେ ରହୁଥିବା ବେଳେ ଗଞାମ ଜିଲ୍ଲା ବ୍ରହ୍ମପୁର ବୈଦପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶ୍ଲୀପାଞ୍ଚଳ ରେ ଗୋପାଳ ଦାସ ଙ୍କ ପରିବାର ରହୁଛନ୍ତି ।

Naba Das

ଗଞାମ ଜିଲ୍ଲା ଜଳେଶ୍ୱର ଖଣ୍ଡି ରେ ସେ ଜନ୍ମ ହୋଇଥିଲେ ବୋଲି ସୂଚନା ରହିଛି । ତେବେ ଚାକିରୀ ଜିବନ ଆରମ୍ଭ କରିବା ସମୟ ରେ କନେଷ୍ଟ ବଲ ଥିଲେ । ବିଗତ କିଛି ବର୍ଷ ପୂର୍ବରୁ ସେ କୋନେଷ୍ଟବଲ ପତନ୍ନୋତି ପାଇଁ ଏଏସ ଆଇ ପଦରେ ରହିଥିଲେ । ଅନ୍ୟପଟେ ଝାଡସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ସେ ମୁତୟନ ମଧ୍ୟ ହୋଇଥିଲେ । ତେବେ ଗୋପାଳ ଦାସ ଙ୍କ ପତ୍ନୀ ଜୟନ୍ତି ଦାସ କହିଛନ୍ତି । ମନ୍ତ୍ରୀ ଙ୍କ ଗୁଳିମାଡ ସଂମ୍ପର୍କ ରେ ସେ କିଛିବି ଜାଣିନାହାଁନ୍ତି ।

ଝିଅଙ୍କ ସହିତ ସେ ଆଜି ଭିଡିଓ କୋଲିଂ ରେ କଥା ହୋଇଥିଲେ । ଅଜଣା କାମ ଅଛି କହି ସେ କଲ କାଟିଦେଇଥିଲେ । ତେଣୁ ମୁଁ ତାଙ୍କ ସହିତ ମୋବାଇଲ ଫୋନ ରେ କଥା ହୋଇ ପାରି ନାହିଁ । 4 ରୁ 5 ମାସ ଆଗୁରୁ ସେ ଘରକୁ ଆସିଥିଲେ । ସେ ମାନଶୀକ ରୋଗର ଶୀକାର ଥିଲେ । ମନ୍ତ୍ରୀ ଙ୍କ ସହିତ ଶତୃତା ନେଇ ମୁଁ କିଛି ଜାଣି ନଥିଲି । ଏବେ ମୋ ପିଲା ମାନେ ଚିନ୍ତାରେ ରହିଛନ୍ତି । ଘଟଣା ର ତଦନ୍ତ ହେବା ଦରକାର ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ।

po

ତେବେ ମାସକ ତଳେ ମନ୍ତ୍ରୀ ନବ ଦାସ ଗାଳି ଦେଇଥିଲେ ବୋଲି କୁହାଯାଉଛି । ତେବେ ଯଦି ଏହି ଘଟଣା ସତ ହୋଇଥିବ । ତେବେ ଏହି ଘଟଣା ରେ ଗୋପାଳ ଦାସ ପ୍ରତିକ୍ରିୟା ଶୀଳ ହୋଇ ଏହି ଘଟଣା ଘଟେଇ ଥାଇ ପାରନ୍ତି ବୋଲି ମଧ୍ୟ ଅନୁମାନ କରାଜାଉଛି । ତେବେ ଏବେ ଯାଏ ଏହି ସଂଙ୍କ୍ରାନ୍ତ ରେ କୈଣସି ଠୋସ ପ୍ରମାଣ ମିଳି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ