କିଏ ସେହି ଗହଣା ବ୍ୟବସାୟୀ?

Archana 1

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କିଏ ସେହି ଗହଣା ବ୍ୟବସାୟୀ ଯିଏ କି ଅର୍ଚ୍ଚନା ଙ୍କ କଥାରେ ଉଠ ବସ ହେଉଥିଲେ । ବଦନାମ ଭୟରେ ଅର୍ଚ୍ଚନା ଙ୍କୁ ତିନି କୋଟି ଫୋପାଡି ଦେଇଥିଲେ । ଆକର୍ଷଣିୟ ଡିଜାଇନ ର ଗହଣା ଉପହାର ଦେଇଥିଲେ । ବର୍ତମାନ ସମୟ ରେ ରାଜଧାନୀ ର ଜଣେ ସୁନା ବ୍ୟବସାୟୀ ଙ୍କୁ ନେଇ ଚର୍ଚ୍ଚା ଟିକେ ଭଲ କରି ଦେଖନ୍ତୁ ଏହି ଫୋଟକୁ ଉଭୟ ଅର୍ଚ୍ଚନା ଚାନ୍ଦ ଙ୍କୁ ସ୍ୱାମୀ ଜଗବନ୍ଧୁ ଚାନ୍ଦ କିପରି ଚମକୁଛନ୍ତି । ଯେମିତି ଚାଲିଛି ଜୁୟେଲେରି ସୋପ ।

ବ୍କାକମେଲ କୁଇନ ଅର୍ଚ୍ଚନା ଙ୍କର ଥିଲା ସୁନା ପ୍ରତି ଅହେତୁକ ଦୂର୍ବଳତା ସୈକୁନିଆ ନାଁ କୁ କୋପୁଲ କୁଆଡେ ନିଜ ଟଙ୍କାରେ ସୁନା କିଣି ପିନ୍ଧନ୍ତି ନାହିଁ ବୋଲି ଚର୍ଚ୍ଚା ହୁଏ । ରାଜଧାନୀ ରେ ଜଣେ ବଡ ଗହଣା ବ୍ୟବସାୟୀ ଙ୍କ ଗହଣା ସୋ ରୁମ୍ କୁ ଜାଇ ନିଜ ମନ ପସନ୍ଦର ଜୁୟେଲେରୀ ଆଣିଥାନ୍ତି । କେବଳ ଅର୍ଚ୍ଚନା କାହିଁକି ଜଗବନ୍ଧୁ ବି ସମଭାଗୀ ଦେଖନ୍ତୁ କେମିତି ହାର ଏବଂ ମାଳ ପିନ୍ଧିବାର ସୈକ୍ ଉଭୟ ଙ୍କୁ ଘାରିଥିଲା ।

archana

ହନି ଟ୍ରାପ୍ ରେ ଜଣେ ରହସ୍ୟମୟ ବ୍ୟବସାୟୀ କୁ ଅର୍ଚ୍ଚନା ଫସେଇବା ପରେ ମାମଲା ଥାନାକୁ ଜାଇ ଥିଲା ଶେଷରେ ରଫା ଦଫା ପାଇଁ କଶରତ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି । ଆଉ ତିନି କୋଟି ଟଙ୍କା ବ୍ୟବସାୟୀ ଙ୍କ ଠାରୁ ହାତେଇଥିଲେ ମାୟାବିନି । ତେବେ ସିଧା ସଳଖ କ୍ୟାସ ଆଣିଥିଲେ ନାଁ ଜୁୟେଲ୍ୟାରୀ ସୋପ ଜାଇ ନିଜ ମନ ପସନ୍ଦର ନେକେଲେସ କିଣିଥିଲେ ତାହା ଯଦିଓ ସ୍ପଷ୍ଟ ହୋଇ ନାହିଁ ସେତେ ବେଳେ କିନ୍ତୁ ଏହାକୁ ନେଇ ବହୁତ ଆଲୋଚନା ହେଉଥିଲା ।

କେବଳ ସୁନା ବ୍ୟବସାୟୀ ନୁହଁନ୍ତି ହନି ଟ୍ରାପ୍ରେ ଫସେଇ ଜଣେ ହୋଟେଲ ବ୍ୟବସାୟୀ ଙ୍କ ଠାରୁ କୋଟି କୋଟି ଟଙ୍କା ନେଇଛନ୍ତି । ସଂମ୍ପୃକ୍ତ ବ୍ୟବସାୟୀ ତାଙ୍କ ଘରେ ବିଦେଶୀ ଆବଭାବପତ୍ର ଖଞୀ ଦେଇଥିବା ବେଳେ ତାଙ୍କୁ ମୁମ୍ବାଇ ନେଇ ଅତ୍ୟାଧୁନିକ ଲେଜର ଚିକିତ୍ସା ଦ୍ୱାରା ତାଙ୍କ ଶରୀର କୁ ଅଧିକ ଆକର୍ଷଣିୟ କରେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ