ଗର୍ଭାବସ୍ଥା ସମୟରେ ହିଁ ଜଣାନ୍ତୁ ପୁଅ ହେବ ନ ଝିଅ ହେବ ?

Spread the love

ଗର୍ଭାବସ୍ଥା ସମୟରେ ଜାଣିପାରିବେ ଆପଣଙ୍କର ଗର୍ଭରେ ବଢୁଥିବା ଛୁଆଟି ଝିଅ ନା ପୁଅ ! କେମିତି ଜାଣିବେ, ଆସନ୍ତୁ ଜାଣିବା …. ଗର୍ଭାବସ୍ଥା ଖୁସି ଖବର ପାଇବା ମାତ୍ରେ ମା’ ନିଜ ଛୁଆର ଲାଳନ ପାଳନ କିପର ଠିକ ଭାବରେ କରିବ ସେଥିପାଇଁ ସେ ନିଜେ ଆଗୁଆ ପ୍ରସ୍ତୁତ ହୋଇ ରହିଥାଏ ! ଏବଂ ସେ ଭଗବାନଙ୍କ ପାଖରେ ପ୍ରାର୍ଥନା କରେ କି ମୋର ଗୋଟିଏ ଭଲ ଏବଂ ସୁନ୍ଦର ପୁଅ କିମ୍ବା ଝିଅ ହେଉ ! କିନ୍ତୁ ପରିବାର ସବୁ ସଦସ୍ୟ ଜାଣିବାକୁ ଇଛୁକ ହୋଇରୁହନ୍ତି ଯେ,  ଆମ ପରିବାରକୁ କେଉଁ ନୂଆ ସଦସ୍ୟଟି  ଆସିବ ସେ ପୁଅ ହେବ ନା ଝିଅ ! ମାତ୍ର ଡାକ୍ତରମାନେ କେବେ ବି କୁହନ୍ତି ନାହିଁ କାରଣ ଏହା ଏକ ଅପରାଧ ଅଟେ ! ମାତ୍ର ଆମେ ଆପଣଙ୍କୁ ଏମିତି 4 ଲକ୍ଷଣ କହିବୁ ଯାହା ଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କର ପୁଅ ହେବ କିମ୍ବା ଝିଅ ! ଆସନ୍ତୁ ଜାଣିବା…

ପ୍ରଥମ କରି ଗର୍ଭାବସ୍ଥା ସମୟରେ ପୁଅ ଯଦି ମା’ଆର ଗର୍ଭରେ ରହିଥାଏ,  ତା’ହାଲେ ଗର୍ଭାବସ୍ଥା ମହିଳାକୁ ଅତ୍ୟଧିକ ବାନ୍ତି ହେବାକୁ ଲାଗେ । ସେ ଦିନରେ ବହୁତ ସମୟ ବାନ୍ତି କରିବାକୁ ଲାଗେ ମାତ୍ର ଗର୍ଭରେ ଝିଅଟି ଯଦି ରହିଥାଏ ତା’ହାଲେ କମ୍ ବାନ୍ତି ହେବାର ଲକ୍ଷଣ ଦେଖିବାକୁ ମିଳେ ।

ଦ୍ଵିତୀୟ ଲକ୍ଷଣଟି  ହେଉଛି,  ଗର୍ଭରେ ଯଦି ପୁଅ ରହିଥାଏ ତା’ହାଲେ ପେଟ ବାହାରକୁ ଫୁଲି କରି ରହିଥାଏ ଏବଂ କିନ୍ତୁ ଝିଅଟି ଯଦି ଗର୍ଭରେ ବଢୁଥାଏ ତାହାଲେ ପେଟ ଅତ୍ୟଧିକ  ଫୁଲି ନଥାଏ ।

ତୃତୀୟ ଲକ୍ଷଣଟି ହେଉଛି, ଯଦି ମା କୋଳରେ ପୁଅଟି ରହିଥାଏ ତା’ହାଲେ ଗର୍ଭାବସ୍ଥା ସମୟରେ ମା’ର ଓଜନ କମି ଯାଇଥାଏ, ଦେହରେ ଚର୍ବି ଅଂଶର ପରିମାଣ  ମଧ୍ୟ କମିଯାଇ  ଥାଏ ଏବଂ ଝିଅଟିର ଜନ୍ମ ସମୟରେ ମା’ର ଓଜନ ବଢି ଥାଏ ତା’ସଙ୍ଗେ ସଙ୍ଗେ ଚର୍ବି ଅଂଶର ପରିମାଣ  ବହୁ ପରିମାଣରେ ବୃଦ୍ଧି ଘଟିଥାଏ ।

ଚର୍ତୁଥ ଲକ୍ଷଣଟି ହେଉଛି, ଗର୍ଭାବସ୍ଥା ସମୟରେ ମା’ଆ ବହୁତ ପରିମାରଣ ଖଟା ଖାଇବାକୁ ପସନ୍ଦ କରିଥାଏ, ଯଦି ପୁଅଟିଏ ମା’ର କୋଳରେ ବଢୁଥାଏ କିନ୍ତୁ ମାଆ କୋଳରେ  ଝିଅଟିଏ ବଢୁଥିଲେ, ତାହାଲେ ମାଆ ମିଠା ଖାଇବାକୁ ବହୁତ ପସନ୍ଦ କରେ ।