ଖଗା ବା ଖଗେଶ୍ୱରକୁ ଖୋଲାମେଲା ଛାଡିଛି କିଏ ।

Khaga

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ଆସନ୍ତୁ ଜାଣି ନେବା ସମ୍ପୁର୍ଣ୍ଣ ଖବର ବିଷୟ ରେ , ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରେ ଏବେ ନିଆଁ ପରି ଭାଇରାଲ ହେଉଥିବା ଅର୍ଚ୍ଚନା ଙ୍କ ବିଷୟ ରେ ତ ଆପଣ ମାନେ ସମସ୍ତେ ଜାଣିଥିବେ । ତେବେ ଏବେ ପୁଣି ଅର୍ଚ୍ଚନା ଙ୍କ ର ସାଥୀ ଯିଏକି ଖଗା ବା ଖଗେଶ୍ୱରକୁ ନେଇ ଏବେ ପୁଣି ଆଉ ଥରେ ସୋସିଆଲ ମିଡିଆ ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ସୋସିଆଲ ମିଡିଆ ରେ ଏବେ ଚର୍ଚ୍ଚା ହେଉଛି କି ଖଗା ଏବେ ଖୋଲା ମେଲା ବୁଲୁଛି ଆଉ ଅର୍ଚ୍ଚନା ବିରୋଦ୍ଧ ରେ ଯିଏ ଅଭିଯୋଗ କରୁଛି ତାକୁ କୁଆଡେ ଧମକାଉଛି କିନ୍ତୁ ପୋଲିସ ତାଙ୍କୁ ଗିରଫ ନ କରି ସେ ଫେରାର ଥିବା କଥା କହୁଛି । ଅର୍ଚ୍ଚନା ଙ୍କ ବିରଦ୍ଧୋ ରେ ହନି ଟ୍ରାପ , ବ୍ଲାକ ମେଲ ଓ ହ-ତ୍ୟା ଧମକ ଭଳି ସଙ୍ଗିନ ଅଭିଯୋଗ ରେ ଗତ 6 ତାରିଖ ରେ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା କିନ୍ତୁ ତା ପୁର୍ବ ରୁ ଖଗା ବା ଖଗେଶ୍ୱରକୁ ପଚରା ଉଚରା କରି ଛାଡି ଦେଇଥିଲା ପୋଲିସ ।

archan

ଆଉ 6 ତାରିଖ ଦିନ ଯେଉଁ ଦିନ ଅର୍ଚ୍ଚନା ଙ୍କୁ ପୋଲିସ ଗିରଫ କଲା ସେଦିନ ବି ଜଗବନ୍ଧୁ ଅର୍ଥାତ୍ ଅର୍ଚ୍ଚନା ଙ୍କ ର ସ୍ୱାମୀ ସତ୍ୱବିହାର ସ୍ଥିତ ଘରେ ଥିଲା ପୋଲିସ ମଧ୍ୟ ତାକୁ ଗିରଫ କରିଲା ନାହିଁ । ଆଉ ଆଜି ଯେତେବେଳେ ଖଗା ଜଗା ର କଥା ଉଠୁଛି ସେତେବେଳେ ପୋଲିସ କହୁଛି କି ଜଗା ମେଡିକାଲ ରେ ରହିଛି ଏବଂ ଖଗା କୁଆଡେ ଫେରାର ହୋଇଯାଇଛି ।

ଖଗା ଫେରାର ହୋଇଛି ନା ଖଗା ଏବେ ଖୋଲା ମେଲା ରେ ବୁଲୁଛି । ତେବେ ଏମିତି ଅନେକ ଗୁଡିଏ ପ୍ରଶ୍ନ ଏବେ ଜନ ସାଧାରଣ ଜନତା ମାନଙ୍କ ମନ ରେ ଜାତ ହୋଇଛି । ନା ଖଗା ଖୋଲା ମେଲା ବୁଲି ଖୋଲା ଚ୍ୟାଲେଞ ଦେଉଛି ଯିଏ ଅର୍ଚ୍ଚନା ବିରୋଦ୍ଧ ରେ ଅଭିଯୋଗ କରିବ ତାକୁ ସେ ଦେଖିନେବ ।

bainar

ତେବେ ଏହି ସବୁ ମଧ୍ୟ ରେ ଅ-ଶ୍ଲି-ଳ ଭିଡିଓ ଉତ୍ତୋଳନ କରି ବ୍ଲାକ ମେଲିଙ୍ଗ କରିଥିବା ଅଭିଯୋଗ ରେ ଗିରଫ ହୋଇଥିବା ଅର୍ଚ୍ଚନା ଙ୍କ ର ଜାମିନ ଆବେଦନ ଖାରଜ ହୋଇଛି । ତେବେ ଅର୍ଚ୍ଚନା ସ୍ୱାସ୍ଥ୍ୟ ଗତ ସମସ୍ୟା ଦର୍ଶାଇ ସେ ଭୂବନେଶ୍ୱର ଏସଡିଜିଏମ କୋର୍ଟ ରେ ଜାମିନ ଆବେଦନ କରିଥିଲେ , ତେବେ ଜାମିନ ପାଇବା ପାଇଁ ସେ ଉପର କୋର୍ଟ କୁ ଯିବେ ବୋଲି ଜଣା ପଡିଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ