ଭାରତର ରାଷ୍ଟ୍ରପତିଙ୍କୁ ଦରମା କିଏ ଦେଇଥାଏ ? 90 ପ୍ରତିଶତ ଲୋକଙ୍କୁ ଜଣାନାହିଁ ଏହି ପ୍ରଶ୍ନର ଉତ୍ତର

Spread the love

ଭାରତର ରାଷ୍ଟ୍ରପତିଙ୍କୁ ଦରମା କିଏ ଦେଇଥାଏ ? 90 ପ୍ରତିଶତ ଲୋକଙ୍କୁ ଜଣାନାହିଁ ଏହି ପ୍ରଶ୍ନର ଉତ୍ତର

ଆଜିକାଲି ପ୍ରତିଦ୍ୱନ୍ଦିତାର ଯୁଗ ହୋଇଗଲାଣି । ଆପଣ ଚାକିରୀ ପାଇଁ ଯିବେ ତେବେ ସେଠାରେ (GK) ସାଧାରଣ ଜ୍ଞାନ ସହ ଜଡିତ ପ୍ରଶ୍ନ ପଚାରିବେ । ଯଦି ଆପଣ ଉତ୍ତର ଦେଇପାରନ୍ତି ତେବେ ଠିକ୍ ଅଛି ନଚେତ ଚାକିରୀ ମିଳିବନି । ସେଥିପାଇଁ ଆପଣଙ୍କ ପାଇଁ (GK) ସାଧାରଣ ଜ୍ଞାନ ସହ ଜଡିତ କିଛି ପ୍ରଶ୍ନ ନେଇ ଆସିଛୁ:-

1.ବର୍ତ୍ତମାନ ପାଟଣା ଉଚ୍ଚନ୍ୟାୟଳୟର ମୁଖ୍ୟ ନ୍ୟାୟୋଧିଶ କିଏ ?

ଉତ୍ତର – ଅମରେଶ୍ଵର ପ୍ରତାପ ସାହି

2.ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ଜଳପାନ ପ୍ରଚାର ମଣ୍ଡଳ କେଉଁ କାର୍ଯ୍ୟକ୍ରମର ନୂତନ ନାମ ଅଟେ ।

ଉତ୍ତର – ରାଷ୍ଟ୍ରୀୟ ଜଳପାନ ମିସନ

3.ଭାରତର ମୁଖ୍ୟ ନିର୍ବାଚନ କମିଶନର ବର୍ତ୍ତମାନ କିଏ ଅଛନ୍ତି ?

ଉତ୍ତର – ସୁନିଲ ଆରୋଡା

4.ଆର୍ଯ୍ୟ ଶବ୍ଦର ସର୍ଵ ପ୍ରଥମେ ଉଲ୍ଲେଖ କେଉଁ ଗ୍ରନ୍ଥରେ ହୋଇଥିଲା ?

ଉତ୍ତର – ରୁଗବେଦ ଗ୍ରନ୍ଥ

5.ଭଗବାନ ଗୌତମ ବୁଦ୍ଧଙ୍କ 70 ଫୁଟ ଉଚ୍ଚା ମୂର୍ତ୍ତିର ପ୍ରତିଷ୍ଠା କେଉଁଠାରେ ହୋଇଛି ?

ଉତ୍ତର – ବିହାର

6.ମାନବ ଶରୀରରେ କେତେ ପ୍ରକାରର ରକ୍ତ ଦେଖିବାକୁ ମିଳିଥାଏ ?

ଉତ୍ତର – ୪ ପ୍ରକାର

7.ରାଷ୍ଟ୍ରପତିଙ୍କୁ ଦରମା କିଏ ଦେଇଥାଏ ?

ଉତ୍ତର – ରାଷ୍ଟ୍ରପତିଙ୍କ ଦରମା ସଞ୍ଚିତ ପାଣ୍ଠିରୁ ପ୍ରାପ୍ତ ହୋଇଥାଏ ।

8. ଜାତି ବ୍ୟବସ୍ଥା ବ୍ୟକ୍ତିଙ୍କୁ କେତେବେଳେ ଏକ ସାମାଜିକ ସ୍ଥିତି ପ୍ରଦାନ କରିଥାଏ ?

ଉତ୍ତର – ଜନ୍ମରୁ

9.”ବହୁ ପତ୍ନୀ ବିବାହ” ର ପ୍ରମୁଖ କାରଣ କଣ ?

ଉତ୍ତର – ଅଧିକ ସ୍ତ୍ରୀ କମ୍ ପୁରୁଷ

10. ଭାରତରେ 2001 ଜଣଗଣନାର ଅନୁସାରେ ମହିଳାଙ୍କ ସ୍ୱାକ୍ଷରତାର ଦର କେତେ ପ୍ରତିଶତ ରହିଥିଲା ?

ଉତ୍ତର – ୫୪.୧୬

11. ଯୌତୁକ ଅଧିନିୟମ କେଉଁ ବର୍ଷ ଠାରୁ ନିର୍ଣ୍ଣୟ ହୋଇଥିଲା ?

ଉତ୍ତର – ୧୯୬୧

12. ମାତୃବଂଶୀ ସମାଜ କେଉଁ ଜାତିରେ ଦେଖିବାକୁ ମିଳିଥାଏ ?

ଉତ୍ତର – ଗରୋ ଓ ଖାସୀ

13. ଟାଇମକୁ ଓଡ଼ିଆରେ କଣ କୁହାଯାଏ ?

ଉତ୍ତର – ଘଡି ବା ଘଣ୍ଟା

14. ରାଷ୍ଟ୍ରପତିଙ୍କୁ ଶପଥ ଦେବା ପାଇଁ କିଏ କହିଥାଏ ?

ବନ୍ଧୁଗଣ ଏହି ପ୍ରଶ୍ନର ଉତ୍ତର ଆପଣମାନଙ୍କୁ ଦେବାକୁ ପଡିବ ।