IAS ଇଣ୍ଟରଭ୍ୟୁରେ ପଚାରା ଯାଇଥିବା ପ୍ରଶ୍ନ – ଦୁନିଆର କେଉଁ ପ୍ରାଣୀ ଯାହାର ତିନୋଟି ହୃଦୟ ଅଛି ? ଏଠାରେ ତାର ଉତ୍ତର ଜାଣନ୍ତୁ ।

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ସମ୍ମୁଖରେ IAS ଇଣ୍ଟରଭ୍ୟୁ ସହ ସମ୍ପୃକ୍ତ କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନକୁ ଆପଣଙ୍କ ସାମ୍ନାରେ ଉପସ୍ଥାପିତ କରିବୁ; ଯାହାର ଉତ୍ତର ଜାଣିବା ଆପଣଙ୍କୁ ନିହାତି ଆବଶ୍ୟକ ଅଟେ । ଏହା ଦ୍ଵାରା ଆପଣଙ୍କ ସାଧାରଣ ଜ୍ଞାନ ବଢିପାରେ ଏବଂ ଏହି ପ୍ରଶ୍ନ ଆପଣଙ୍କ ଜୀବନରେ କେବେ ନା କେବେ କାମରେ ମଧ୍ୟ ଆସିବ । ଆପଣ ନିଶ୍ଚୟ ଜାଣିଥିବେ ଯେ, IAS ଏବଂ IPSର ଇଣ୍ଟରଭ୍ୟୁ ସବୁଠାରୁ କଠିନ ପରୀକ୍ଷା ଅଟେ । ଚୟନକର୍ତ୍ତା ଦ୍ଵାରା ଏମିତି କିଛି ଚତୁରତାପୂର୍ଣ୍ଣ ପ୍ରଶ୍ନ ପଚାରା ଯାଇଥାଏ ଯେ, ଯାହାର ଉତ୍ତର ସମସ୍ତ ବ୍ୟକ୍ତି ଦେଇପାରନ୍ତି ନାହିଁ । ଆଜି ଆପଣଙ୍କ ସମ୍ମୁଖରେ କିଛି ଏମିତି ଚତୁରତାପୂର୍ଣ୍ଣ ପ୍ରଶ୍ନକୁ ଉପସ୍ଥାନ କରିବାକୁ ଯାଉଛୁ । ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଏବଂ ଉତ୍ତର ମଧ୍ୟ :
ଏହି ପ୍ରଶ୍ନ ବିଷୟରେ ଆସନ୍ତୁ ଜାଣିବା –
ପ୍ରଶ୍ନ ୧:- କେଉଁ ହରମୋନ ଶରୀରର ବିକାଶ କରିଥାଏ ?
ଥାୟରୋସ୍କିନ ହରମୋନ ଶରୀରର ବିକାଶ କରିଥାଏ ।
୨:- ଭାରତର ସବୁଠାରୁ ବଡ ବ୍ୟବସାୟିକ ବ୍ୟାଙ୍କର ନାମ କଣ ?
ଭାରତର ସବୁଠାରୁ ବଡ ବ୍ୟବସାୟିକ ବ୍ୟାଙ୍କର ନାମ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଟେ ।
୩:- ଭାରତର ନାଗରିକଙ୍କୁ କେତୋଟି ପ୍ରକାରର ନାଗରିକତା ପ୍ରାପ୍ତ ହେଉଛି ?
ଭାରତର ନାଗରିକଙ୍କୁ ଗୋଟିଏ ପ୍ରକାରର ନାଗରିକତା ପ୍ରାପ୍ତ ହେଉଛି ।
୪:- ମୁକ୍ତେଶ୍ଵର ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ଅଟେ ?
ମୁକ୍ତେଶ୍ଵର ମନ୍ଦିର ଭୁବନେଶ୍ୱରରେ ଅବସ୍ଥିତ ଅଟେ ।
୫:- ଅମ୍ଳଜାନର ଆବିଷ୍କାର କିଏ କରିଥିଲେ ?
ଅମ୍ଳଜାନର ଆବିଷ୍କାର ବୈଜ୍ଞାନିକ ଜୋସେଫ ପ୍ରିଷ୍ଟଲେ କରିଥିଲେ ।
୬:- ନମ୍ବର ଆବିଷ୍କାର କିଏ କରିଥିଲେ ?
ନମ୍ବର ଆବିଷ୍କାର ‘ପାଇଥାଗୋରସ’ କରିଥିଲେ ।
୭:- ଦୁନିଆର ଏପରି କେଉଁ ପ୍ରାଣୀ ଅଛି ଯାହାର ତିନୋଟି ହୃଦୟ ଅଛି ?
‘ଅକ୍ଟୋପସ’ର ତିନୋଟି ହୃଦୟ ଅଛି ।
୮:- ଟର୍ଚ୍ଚ ପରି ଆଲୁଅ ପ୍ରଦାନ କରି ପାଣିରେ ରହୁଥିବା ମାଛର ନାମ କଣ ?
ଏହାର ଉତ୍ତର ଆପଣ ତଳେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ ।
ସୂଚନା:- ଯଦି ଆମ ଦ୍ଵାରା ଦିଆଯାଇଥିବା ସୂଚନା ଆପଣଙ୍କୁ ଭଲ ଲାଗେ, ତେବେ ତଳେ ଥିବା କମେଣ୍ଟ ବକ୍ସରେ ନିଶ୍ଚୟ କମେଣ୍ଟ କରିବେ ଏବଂ ଆପଣ ଏହି ପୋଷ୍ଟକୁ ଆପଣଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁ-ମିତ୍ରଙ୍କ ସହ ନିଶ୍ଚୟ ସେୟାର କରନ୍ତୁ । ଆମେ ଆଗକୁ ମଧ୍ୟ ଏହିପ୍ରକାରର ଜ୍ଞାନ ସମ୍ବନ୍ଧିତ ଲେଖା ଆଣିବୁ । ଧନ୍ୟବାଦ ।