ଶ୍ରୀ ଗଣେଶ ଙ୍କ ଫୋଟ ଘରର କେଉଁ ସ୍ଥାନରେ ରଖିଲେ ଧନ ବଢିଥାଏ |

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଯେପରିକି ଆପଣ ମାନେ ଜାମିଛନ୍ତି କି ମଣିଷ ଜୀବନ ଅଛି ମାନେ ସୁଖ , ଦୁଃଖ ସଦା ସର୍ବଦା ଲାଗି ରହିଥାଏ , ଏହା ସହିତ ଏମାନ ଙ୍କ ଗୃହ ରେ କିଛି ବାସ୍ତୁ ଦୋଷ ରହିଥିବା ଯୋଗୁଁ ସବୁବେଳେ ଗୃହ ରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ , ଯାହା ଫଳ ରେ ଏମାନେ କିଛି କରିବାକୁ ଚାହୁଁଥିଲେ ମଧ୍ୟ କରିପାରି ନଥାଉ , ଏମିତି କି କିଛି ନା କିଛି ଅଶୁଭ ଗୃହ ରେ ଘଟୁଥାଏ , ଏହାର ଏକ କାରଣ ବାସ୍ତୁ ଦୋଷ ମଧ୍ୟ ହୋଇପାରେ କିନ୍ତୁ ଏଥିରେ ଡରିବାର କିଛି ନାହିଁ ଆମେ ମାନେ ଚାହିଁଲେ ସବୁ ପ୍ରକାର ର ବାସ୍ତୁ ଦୋଷ କୁ ଦୂର କରି ପାରିବା ।

ଯାହାକୁ ଶାସ୍ତ୍ର ମାନଙ୍କ ରେ କୁହାଯାଇଛି ଏହି ବାସ୍ତୁ ଶାସ୍ତ୍ର ଅନୁସାରେ ତାହାର କିଛି କର୍ମ ରହିଛି , ସେହି କର୍ମ ଯଦି ଆମେ ସୁଚାର ରୂପରେ କରି ପାରିବା ତାହାଲେ ଗୃହ ରେ ବାସ୍ତୁ ଦୋଷ ଦୂର ହେବା ସହ ସକରାତ୍ମକ ଉର୍ଜା ସୃଷ୍ଟି ହେବ ଯାହା ଫଳରେ ସବୁ କିଛି ମଙ୍ଗଳ ହେବ , ଏମିତି ରେ ଆପଣ ଯେଉଁ କାମ କରିବା ପାଇଁ ଇଚ୍ଛା ପ୍ରକାସ କରିବେ ସେହି କାମ ହେବାକୁ ଲାଗିବ ।

ଏହା ସହ ଧନ ର ମଧ୍ୟ ଆଗମନ ହେବ , ତ ଏହି ସବୁ କାମ କଣ , କେଉଁ ଉପାୟ ରେ ଆପଣ ଙ୍କୁ କରୁବାକୁ ପଡିବ , କେଉଁ ଫୋଟ ଘରେ ଲଗାଇବା ଦ୍ୱାରା ଘର ର ସମସ୍ତ ବାସ୍ତୁ ଦୋଷ ଦୂର ହେବ , ଏଥିରେ ଆପଣ ଜାଣି ପାରିବେ ।

Ganesha

ତେବେ ପ୍ରଥମ ରେ ରହିଛି ଗଣେଷ ଭଗବାନ ଙ୍କ ଫୋଟ , ଦେଖନ୍ତୁ ଆପଣ ଙ୍କ ଗୃହ ର ମୁଖ୍ୟ ଦ୍ୱାର ର ଉପରକୁ ଲଗାନ୍ତୁ , ଘରୁ ବାହାର କରିବା ସମୟ ରେ ସେହି ଗଣେଷ ଫୋଟ କୁ ଦର୍ଶନ କରି ଯାଆନ୍ତୁ , ଏପରି କରିବା ଦ୍ୱାରା ଆପଣ ଙ୍କ ର ସମସ୍ତ କାର୍ଯ୍ୟ ସଫଳ ହେବ , ଏବଂ ଘରକୁ ଆସୁଥିବା ଲୋକ ମାନଙ୍କ ର ନଜର ମଧ୍ୟ ଏହି ଫୋଟ ଉପରେ ପଡିଲେ ଘରକୁ କୈଣସି ପ୍ରକାର ର ନକରାତ୍ମକ ଶକ୍ତି ର ପ୍ରଭାବ ପଡିବ ନାହିଁ ।

ତେବେ ଘର ର ପଛ ଦ୍ୱାର ରେ ଆପଣ ଏକ ପଞ୍ଚମୁଖୀ ହନୁମାନ ଙ୍କ ର ଫୋଟ ଲଗାନ୍ତୁ ଏହା କରିବା ଦ୍ୱାରା ଆପଣ ଙ୍କ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ , ଏହି ବ୍ୟତୀତ ଆପଣ , ଆପଣ ଙ୍କ ର ଘର ର ମଝି ସ୍ଥାନ ରେ ବା ହଲ ରେ ମାଛ ଖେଳୁଥିବା ର ଫୋଟ ଲଗାଇ ପାରିବେ କିମ୍ବା ଘରେ ମାଛ କୁ ଏକ ପାତ୍ର ରେ ଆଣି ରଖି ପାରିବେ ଏହି କରିବା ଦ୍ୱାରା ଆପଣ ଙ୍କ ଘରେ କୈଣସି ପ୍ରକାର ର ନକରାତ୍ମକ ଦୃଷ୍ଟି ଆସି ନଥାଏ ଏବଂ ଆପଣ ଙ୍କ ଘରେ ଧନ ର ଅଭାବ ମଧ୍ୟ ଦେଖା ଦେଇ ନଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *