ଗୋବିନ୍ଦ କେଉଁଠୁ ଆଣିଥିଲା ମାଂସକଟା କାଠଗଣ୍ଡି ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋବିନ୍ଦ ସାହୁ ପ୍ୟାକେଟ ରୁ ବାହାରି ଥିବା ଚିଠି ଜାହାକି ବର୍ତମାନ ସମୟ ରେ ପୋଲିସ ପାଖରେ କଣ ଉଲ୍ଲେଖ ରଖି ଥିଲା ମୃ-ତ୍ୟୁ ପୂର୍ବରୁ । ଏମିତି କି କେଉଁ ମାନଶୀକ ଅବସ୍ଥରା ଗୋବିନ୍ଦ ସାହୁ ଆ-ତ୍ମ-ହ-ତ୍ୟା କରିଛି । କେବଳ ଜାଣିବାକୁ ବାକି ରହିଲା ଗୋବିନ୍ଦ ସାହୁ କରିଥିବା ଆତ୍ମ-ହ-ତ୍ୟା ଆତ୍ମ-ହ-ତ୍ୟା ନାଁ ଭାବିଚିନ୍ତି କରାଜାଇ ଥିବା ପ୍ଲାନ । ଏହି ନେଇ ଏବେ ଆଲୋଚନା ବହୁତ ବଢିବାରେ ଲାଗିଛି ।

ଆଉ ଜାହା ସନ୍ଧେହ ସୃଷ୍ଟି କରୁଛି ଗୋବିନ୍ଦ ସାହୁ ର ଆତ୍ମ-ହ-ତ୍ୟା କୁ ନେଇ ଗୋବିନ୍ଦ ସାହୁ ମୃ-ତ୍ୟୁ ଘଟଣା ରେ ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ୍ ଟିମ୍ କଣ୍ଟା ବାଞ୍ଝି ଉପକାରାଗାର ପରିସର ରୁ 16 ଟି ସିସିଟିଭି ଫୁଟେଜ୍ ଜବଦ କରିଛି । ହେଲେ କେଉଁଥିରେ ବି ଗୋବିନ୍ଦ ସାହୁ ଆତ୍ମ-ହ-ତ୍ୟା କରିଥିବାର ଦୃଶ୍ୟ ନାହିଁ । ଗୋବିନ୍ଦ ରହୁଥିବା ୱାର୍ଡ ରେ ଏକାଧିକ କାଗଜ ପତ୍ର ବି ଜବଦ ହୋଇଛି । ଆଉ ଜାହା ଭିତରେ କିଛି ହାତ ଲେଖା କାଗଜ ରହିଛି ।

Govinda

ଆଉ ସେହିଥିରେ ଗୋବିନ୍ଦ କଣ ଲେଖିଛନ୍ତି ସେହି ସବୁ ବିଷୟ ରେ ଗୋବିନ୍ଦ ମୁହଁ ହିଁ ଖୋଲୁ ନାହାଁନ୍ତି । କ୍ରାଇମ ବ୍ରାଞ୍ଚ୍ ଟିମ୍ ଗୋବିନ୍ଦ ରହୁଥିବା ୱାର୍ଡ ନଂ 1 ରେ ଟିକି ନିକି ଯାଞ୍ଚ କରିଥିଲା । ଗୋବିନ୍ଦ ଆତ୍ମ-ହ-ତ୍ୟା କରିବା ପରେ ଜେଲ କତୃପକ୍ଷ ୱାର୍ଡ କୁ ସିଲ ବି କଲେ । କ୍ରାଇମବ୍ରାଞ୍ଚ ଟିମ୍ ଏହି ୱାର୍ଡ କୁ ଖୋଲିବା ସହିତ ଏକାଧିକ କାଗଜ ପତ୍ର ଜବଦ କରିଲେ । ଏହା ସହିତ ଜେଲ ପରିସର ରୁ 16 ଟି ସିସିଟିଭି ଫୁଟେଜ୍ ଜବଦ କରିଛି ପୋଲିସ ।

ଜବଦ ସିସିଟିଭି କ୍ୟାମେରା ରେ ମଙ୍ଗଳବାର ଗୋବିନ୍ଦ ୱାର୍ଡରୁ ଆତ୍ମ-ହ-ତ୍ୟା କରିବାକୁ ଜାଇଥିବା ଅଞ୍ଚଳ କୁ ଯିବା ସମୟ ର ଦୃଶ୍ୟ ବି ରହିଥିବା କୁହାଯାଉଛି । ତେବେ ଜେଲର ଲେଣ୍ଡଫଲ କୁ ବି କ୍ରାଇମବ୍ରାଞ୍ଚ ତଦନ୍ତ ପରିଶର ଭୁକ୍ତ କରିଛି ପୋଲିସ । ଏହିଥିରେ ଗୋବିନ୍ଦ ଘଟଣା ଘଟିବା ପୂର୍ବରୁ କାହା ସହିତ କଥା ହୋଇଥିଲା କି ନାହିଁ ଯଦି କଥା ହୋଇଥିଲା ତେବେ କଣ କଥା ହୋଇଥିଲା । ଏହିନେଇ BSNL ଅପରେଟର ସହିତ ଯୋଗାଯୋଗ କରୁଛି କ୍ରାଇମ ବ୍ରାଞ୍ଚ ।

ତେବେ ଅନ୍ୟ ପଟେ ଜେଲ କର୍ମଚାରୀ ଙ୍କୁ ସାକ୍ଷୀ ହିସାବରେ ମଧ୍ୟ ଦର୍ଶାଇଛି । ଜେଲର ଅନ୍ତବାସୀ ଏବଂ ଏହି ସାକ୍ଷୀ ଙ୍କୁ କ୍ରାଇମ ବ୍ରାଞ୍ଚ୍ ପଚରା ଉଚୁରା କରୁଥିବାର ଜଣା ପଡିଛି । କଣ୍ଟା ବାଞ୍ଝି ଉପକାରାଗାର ଝରକା ରୁ ପ୍ରଷ୍ଟ ଜଣା ପଡୁଛି ଯେ ଗୋବିନ୍ଦ ଆତ୍ମ-ହ-ତ୍ୟା କରୁଛି ବୋଲି । ହେଲେ ସେହି ସ୍ଥାନରେ ସିସିଟିଭି କଣ ପାଇଁ ନାହିଁ । ଆଉ ମାଂସ କଟା କାଠ ଗଣ୍ଡି କୁ ସେ ଷ୍ଟୁଲ ରୂପେ ବ୍ୟବହାର କରି ସେ ଡେଇଁଥିବା କୁହାଯାଉଛି । ତେବେ ଏମିତି ବେଳେ ଆଗାମୀ ସମୟ ରେ ଏହାକୁ ନେଇ କେଉଁ ପ୍ରକାରର ତଦନ୍ତ ହେଉଛି ଦେଖିବାର ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ