ଗର୍ଭବତୀ ମହିଳାଙ୍କ ଏହି ଫୋଟୋକୁ ଯେତେବେଳେ କରାଗଲା Zoom ! ଏହା ଦେଖି ପତିଙ୍କ ଉଡି ଯାଇଥିଲା ହସ୍ ।

Spread the love

ସୋସିଆଲ ମିଡ଼ିଆ ଆଜିର ସମୟରେ ବହୁତ ବଡ଼ ଶକ୍ତି ଭାବେ ଉଦ୍ଭାବିତ ହୋଇଛି । ଯେଉଁଥିରେ ଦେଶ ଦୁନିଆ ସହିତ ଯୋଡି ହୋଇଥିବା ଖବର ବ୍ୟତୀତ ଅନେକ ଅଜବ ଗଜବ ଖବର ମଧ୍ୟ ମିଳିଥାଏ । ଅଧିକାଂଶ ଲୋକମାନେ ନିଜର ଫୋଟୋ ମଧ୍ୟ ସେୟାର କରିଥାନ୍ତି । ଅନେକ ଥର ଆପଣ ମଧ୍ୟ ଦେଖିଥିବେ କି ସୋସିଆଲ ମିଡିଆରେ ଏମିତି ଫୋଟୋ ରହିଥାଏ, ଯାହା ପାଖରୁ ଦେଖିବାକୁ ସାଧାରଣ ଲାଗିଥାଏ କିନ୍ତୁ ଯଦି ତାହାକୁ Zoom କରି ଦେଖନ୍ତି, ତେବେ ସେଥିରୁ ଅନ୍ୟ କିଛି ମଧ୍ୟ ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ଲୋକଙ୍କ ହସ୍ ଉଡି ଯାଇଥାଏ ।

ଅନେକ ଥର ଆପଣଙ୍କ ସାମ୍ନା ମଧ୍ୟ ସୋସିଆଲ ମିଡ଼ିଆର ଏମିତି ଏକ ଫୋଟୋ ଦେଖିଥିବେ, ଯେଉଁଥିରେ ଫୋଟୋ ଉଠାଉଥିବା ଲୋକ ଠିଆ ହୋଇଥାନ୍ତି କିନ୍ତୁ ଯେତେବେଳେ ସେହି ଫୋଟୋକୁ Zoom କରି ଦିଆଯାଏ, ତେବେ ତାଙ୍କ ପଛରେ କିଛି ଆତ୍ମା ବେଳେ ବେଳେ ଅଲଗା ପ୍ରକାରର ଛାୟା ବିସ୍ତାର କରି ରହିଥାନ୍ତି ଯାହା ପରେ ଜଣାପଡିଥାଏ । ଆଜି ଆମେ ଏହିପରି ଏକ ଗର୍ଭବତି ମହିଳାଙ୍କ ଫୋଟୋ ଦେଖାଇବାକୁ ଯାଉଛୁ; ଯିଏକି ସମୁଦ୍ର ପାଖରେ ରହି ଫୋଟୋ ଉଠାଉଛନ୍ତି । ଯାହାପରେ ସେହି ଫୋଟୋରେ କିଛି ଏମିତି ଆସିଯାଏ, ତାହାକୁ ZOOM କରି ଦେଖିବା ପରେ ଜଣାପଡୁଛି । ଆସନ୍ତୁ ଆପଣଙ୍କୁ ଦେଖାଉଛୁ, ସେହି ଫୋଟୋ ଯାହା କି ଜୁମ କରି ଦେଖିବା ପରେ ଆପଣ ମଧ୍ୟ କହିବେ ସତରେ କେତେ ସୁନ୍ଦର ଫୋଟୋ ଆସିଛି ।

ଫୋଟୋରେ ଆପଣ ଦେଖିଥିବେ କି ଜଣେ ଗର୍ଭବତୀ ମହିଳା ସମୁଦ୍ର ପାଖରେ ରହି ଫୋଟୋ ଉଠାଉଛନ୍ତି । ଏହାପରେ ଯେତେବେଳେ ସେହି ମହିଳା ଏବଂ ତାଙ୍କ ପତି ସେହି ଫୋଟୋକୁ Zoom କରିଲେ ସେ ମଧ୍ୟ ଚମକି ଗଲେ । ଜଣାଇ ଦେଉଛୁ କି ଏହି ଫୋଟୋରେ ଆପଣ ପଛକୁ ଦେଖି ପାରିବେ, ଯେମିତି ଏହି ଫୋଟୋ କ୍ଲିକ୍ ହୋଇଥିଲା ଠିକ୍ ସେତେବେଳେ ଏହାର ପଛରେ ଥିବା ସମୁଦ୍ରରେ ଏକ ସାର୍କ ମାଛ ଉପରକୁ ଡେଇଁବାର ନଜରକୁ ଆସୁଛି ।

ଏହି ଫୋଟୋ ଯେତେବେଳେ ସେମାନେ Zoom କରିଲେ ତୋ ତାଙ୍କୁ ଏହି ଫୋଟୋ ବହୁତ ପସନ୍ଦ ଆସିଥିଲା କାହିଁକି ନା ଫଟୋର ପଛରେ ସାର୍କ ଆସି ସେହି ଫୋଟୋର ସୁନ୍ଦରତାକୁ ବୃଦ୍ଧି କରିଦେଇଥିଲା । ଏହି ଫୋଟୋ ଆପଣ ମଧ୍ୟ ଦେଖି ଭାବୁଥିବେ ଯେ କ୍ଲିକ୍ କରିବାର କଣ ଟାଇମିଙ୍ଗ ଥିଲା ।