ଆମେ ଛାତ ଉପର କଲା ବେଳେ ବାପା ଦେଖିଦେଲେ, ଏବେ ସେ ମତେ ଗାଳି କଲେ, ମୋ ଭୁଲ କଣ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଠାରେ ଏମିତି ଘଟଣା ବିଷୟ ରେ କହିବା ପାଇଁ ଯାହାକୁ ସୁଣି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏକ ପ୍ରେମିକା ତାର ପ୍ରେମିକ ନାମରେ ଅଭିଯୋଗ କରିଛନ୍ତି । ଯୁବତୀ ଜଣଙ୍କ କହିଛନ୍ତି ଯେ ଯେତେ ବେଳେ ତାଙ୍କ ଘର ଛାତ ଉପରେ ତାଙ୍କ ପ୍ରେମିକ ଙ୍କ ସହିତ ଅ-ନ୍ତରଙ୍ଗ ମୂହୁର୍ତ୍ୱ ବିତାଉଥଲେ ସେହି ସମୟ ରେ ତାଙ୍କ ବାପା ତାଙ୍କୁ ଅସଂଜତ ଭାବେ ଦେଖି ଦେଇଥିଲେ ।

ଏହା ପରେ ପ୍ରେମିକ ଜଣଙ୍କ ସେଠାରୁ ଖସି ପଳେଇଯିବା ବେଳେ ବାପାଙ୍କ ରାଗର ଶୀକାର ହୋଇଥିଲେ ଯୁବତୀ ଜଣଙ୍କ । ସେହିଥି ପାଇଁ ଯୁବତୀ ଜଣଙ୍କୁ ବାପା ଘରୁ ଗଳା ଧକ୍କା ଦେଇ ବାହାର କରିଥିଲେ । ହେଲେ ଏହା ପରେ ଯେତେ ବେଳେ ପ୍ରେମିକା ଜଣଙ୍କ ପ୍ରେମିକ ଙ୍କ ଘରକୁ ଜାଇଥିଲେ ସେତେ ବେଳେ ପ୍ରେମିକ ଜଣଙ୍କ ତାଙ୍କୁ ଚିହ୍ନି ନାହାଁନ୍ତି ବୋଲି ଘର ଭିତର ପଟୁ ତାଲା ଦେଇଦେଇଥିଲେ ।

pramika

ସେହିଥି ପାଇଁ ପ୍ରେମିକା ଜଣଙ୍କ କାହା କଥାକୁ ଖାତିର ନକରି ଦୁଆର ମୁହଁରେ ବସି ରହିଛନ୍ତି । ଧୋକା ବାଜ ପ୍ରେମିକ ବର୍ତମାନ ଯୁବତୀ ଜଣକୁ ଡରି କେଉଁଠାରେ ଲୁଚି ରହିଛନ୍ତି । ତାର ସୂଚନା ମଧ୍ୟ ମିଳୁନାହିଁ । ଯୁବତୀ ଜଣକ ବର୍ତମାନ ଖରା,ବର୍ଷା,ଶୀତ ସହି ପ୍ରେମିକ ଜଣଙ୍କ ଘର ସାମ୍ନାରେ ବସି ରହିଛନ୍ତି । ତାଙ୍କୁ ନ୍ୟାୟ ପାଇଁ ଚାହିଁ ବସିଛନ୍ତି । ଓ ତାଙ୍କ ପ୍ରେମିକ ର ଫେରିବା ବାଟ କୁ ଚାହିଁ ରହିଛନ୍ତି ।

ଯୁବତୀ ଜଣକ ଏହା ମଧ୍ୟ କହିଛନ୍ତି ତାଙ୍କ ପ୍ରେମିକ ଯୁଆଡେ ଯାଉ ନା କାହିଁକି ସେ କିନ୍ତୁ ତାଙ୍କର ନ୍ୟାୟ ପାଇଁ ଅପେକ୍ଷା କରିବେ । ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ନିକିରାଇ ଥାନା ନିକିରାଇ ଦଳିତ ସାହି ର ରଶ୍ମିତା ମଲ୍ଲିକ ଙ୍କ ଘଟଣା ।

Rashmita

ସେ ବର୍ତମାନ ନିଜ ନ୍ୟାୟ ପାଇଁ ଲଢେଇ କରୁଛନ୍ତି । ଓ ନ୍ୟାୟ ପାଇବେ ବୋଲି ଆଶା ମଧ୍ୟ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଯୁବତୀ ନ୍ୟାୟ ମିଳୁଛି କେବେ । ଏହି ଘଟଣା କୁ ନେଇ ଆପଣ ମାନେ କଣ ମତାମତ ରଖିବେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ