ସ୍ତ୍ରୀ ତୃପ୍ତି ଖୋଲିଦେଲେ ସବୁ ଗୁମର କହିଲେ ଏମିତି କଥା ।

trupti

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଜଗତ ର ହିରୋ ଭାବରେ ଭୂମିକା କରୁଥିବା ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ , ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କଥା କହିବାକୁ ଯାଉଛୁ , ଯାହା ଆପଣ ଜାଣିବା ପରେ ବାବୁସାନ ମହାନ୍ତୁ ଯିଏକି ଜଣେ ଓଲିଉଡ ଜଗତ ର ହିରୋ ଭାବରେ ଭୂମିକା କରୁଥିବା ସୁପରଷ୍ଟାର ଏପରି କିଛି କାମ ପାଇଁ ଆପଣ ତାଙ୍କୁ ନିନ୍ଦା କରିବେ ।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଜଗତ ର କୁନି କଳାକାର ଭାବରେ ଅଭନୟ ରୁ ଆରମ୍ଭ କରି ଆଜି ଯାଏ ଅଭିନୟ କରି ଆସୁଥିବା ହିରୋଇନ ଯିଏକି ପ୍ରକୃତି ମିଶ୍ର , ତେବେ ବନ୍ଧୁଗଣ ସେହି ପ୍ରକୃତି ମିଶ୍ର ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ , ତେବେ ବନ୍ଧୁଗଣ ଘଟଣା ଟି ହେଉଛି ଆପଣ ମାନେ ସମସ୍ତେ ଜାଣିଥିବେ କି ଏବେ ଏବେ ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କ ର ଏକ ଓଡିଆ ଚଳଚିତ୍ର ରିଲିଜ ହେବାକୁ ଯାଉଛି , ତେବେ ସେଥିରେ ସେମାନ ଦୁଇ ଜଣ ମୁଖ୍ୟ ଭୂମିକା ରେ ଅଭନୟ କରିଥିବାର ଦେଖିବାକୁ ମିଳିଛି ।

Prakruti

ତେବେ ସେହୁ ଫିଲ୍ମ ସୁଟିଂ ସମୟ ରେ ବାବୁସାନ ଏବଂ ପାକୃତି ମିଶ୍ର ଙ୍କ ର କିଛି ସମ୍ପର୍କ ନୂଆ କରି ଗଢି ଉଠିଥାଲା , ତେବେ ଏହି ସମ୍ପର୍କ ରେ ସମ୍ବନ୍ଧ ରେ ବାବୁସାନ ଙ୍କ ର ପତ୍ନୀ ତୃପ୍ତି ଜାଣିବା ପରେ ଆଜି ବାବୁସାନ ଏବଂ ପ୍ରକୃତି ମିଶ୍ର ଗାଡି ରେ ଯାଉଥିବା ସମୟ ରେ ତାଙ୍କ ଗାଡି ଅଟକାଇ ପ୍ରକୃତି ମିଶ୍ର ଙ୍କୁ ରାସ୍ତା ଉପରେ ମାଡ ମାରିଛନ୍ତି ,

ତେବେ ବନ୍ଧୁଗଣ ଆପଣ ମାନେ କଣ ଭାବୁଛନ୍ତି , ବାବୁସାନ ଙ୍କ ପତ୍ନୀ ଯେଉଁ କାମ କରିଛନ୍ତି ତାହା ଠିକ କରିଛନ୍ତି ନା ଭୂଲ କରିଛନ୍ତି । ଏବଂ ପ୍ରକୃତି ମିଶ୍ର ଙ୍କ ର ଏପରି କାମ ଯୋଗୁଁ ତାଙ୍କ ପ୍ରତି ହୋଇଥିବା ଏମିତି ଅପମାନ ଠିକ କି ଭୁଲ ତାହା ଆପଣ ମାନେ ଥରେ ବିଚାର କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ