ଯେବେ ମଦ ପିଇ ଆସୁଥିଲେ ଅତିଥି ,ବାଥରୁମକୁ ଟାଣିନେଉଥିଲେ ଅର୍ଚ୍ଚନା ..ଆଉ ତା ପରେ

Archana 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଥାରେ ସିନ୍ଦୁର ହାତରେ ଶଂଖ୍ୟା ଗଳାରେ ମଙ୍ଗଳସୂତ୍ର ହେଲେ ଆଖିରେ କେବଳ କା-ମୁକ ଚିନ୍ତା ଆଉ ପୁଳା ପୁଳା ଟଙ୍କା ତେବେ ଅର୍ଚ୍ଚନା ବଡ ବଡିଆ ଙ୍କ ସହିତ ସଂମ୍ପର୍କ ରେ ଆସିବା ପରେ ସେମାନଙ୍କୁ ନିଜ ରାଜପ୍ରସାଦ ଘରକୁ ଡାକୁଥିଲେ । ରାଜପ୍ରସାଦ ଭଳି ଏହି ଘର ମଧ୍ୟରେ ରହିଥିଲା ଚାକଚକ୍ୟ ହୋଇ ବେଡରୁମ୍ । ଆଉ ଯେତେ ବେଳେ ଅତିଥି ମାନେ ମଦ ପିଇ ଆସୁଥିଲେ ସେମାନଙ୍କୁ ଅର୍ଚ୍ଚନା ଦେଉଥିଲେ କିଛି ଅଲଗା ପ୍ରକାରର ଆନନ୍ଦ ।

କୁଆଡେ ଅର୍ଚ୍ଚନା ଅତିଥି ଙ୍କୁ ବାଥରୁମ୍ ଭିତର କୁ ଟାଣି ନେଉଥିଲେ । ଆଉ ସାୱାର ଟ୍ୟାପ୍ ଖୋଲି ଦେଉଥିଲେ । ଆଉ କୁଆଡେ ସେହି ବ୍ୟକ୍ତି ସହ ଅର୍ଚ୍ଚନା ମିଶି ଭିଜୁଥିଲେ । ଆଉ ଧିରେ ଧିରେ ଅତିଥି ଙ୍କର ନିଶା ଛାଡିବା ପରେ ତାଙ୍କୁ ବେଡ ରୁମ୍ ଙ୍କୁ ଟାଣି ଆଣୁଥିଲେ ଅର୍ଚ୍ଚନା ଆଉ ବେଡରୁମ୍ ରେ ରଖୁଥିଲେ ଶା-ରୀ-ରିକ ସଂ-ମ୍ପ-ର୍କ ଆଉ ସେହି ବେଡରୁମ୍ ରେ ଲାଗିଥାଏ ଅନେକ ସାରା ସିସିଟିଭି କ୍ୟାମେରା ଆଉ ଗେଷ୍ଟ ଭୁଲ ରେ ଜାଣି ପାରନ୍ତି ନାହିଁ ଯେ ଏହି ବେଡରୁମ୍ ରେ ଲାଗିଛି ସିସିଟିଭି କ୍ୟମେରା ।

archan

ଆଉ ଶା-ରୀ-ରିକ ସଂ-ମ୍ପ-ର୍କ ର ଗୋଟିଏ ଗୋଟିଏ ଦୃଶ୍ୟ କୁ ସେପଟେ କୟେଦ କରେ ସିସିଟିଭି କ୍ୟମେରା ଆଉ ପରବର୍ତି ସମୟ ରେ ସେହି ଭିଡ଼ିଓ କୁ ଭାଇରଲ କରିଦେବାର ଭୟ ଦେଖେଇ ସିଧା କରୁଥିଲେ ବ୍ଲାକ୍ ମେଲ । ଯେଉଁଥିରେ ସାମିଲ ହୋଇଥିଲେ ସ୍ୱାମୀ । ସ୍ୱାମୀ ସୋପର୍ଟ କରିବା ସହିତ ସ୍ୱାମୀ ବି ଜାଣିଥିଲେ ସବୁ କାଇଦା ବିଷୟ ରେ । ସ୍ୱାମୀ ସ୍ତ୍ରୀ ମିଶି ବ୍ଲାକ ମେଲ କରୁଥିଲେ । ଆଉ ସେହି ଟଙ୍କାରେ କିଭଳି ଗଢି ଉଠିଥିଲା ଏତେ ବଡ ଅର୍ଚ୍ଚନା ଙ୍କ ସାମ୍ରାଜ୍ୟ । ତାହା ଆପଣ ମାନେ ଦେଖି ପାରୁଥିବେ ।

ତେବେ ଗେଷ୍ଟ ମାନେ ଯେତେ ବେଳେ ରୁମ୍ କୁ ଆସିଥିଲେ ସ୍ୱାମୀ ସବୁ ଜାଣିଥିଲେ ହେଲେ ସ୍ତ୍ରୀ କୁ ସେଠାରେ ଛାଡି ଦେଇ ଆଉ ଗୋଟେ ରୁମ୍ କୁ କୁଆଡେ ଚାଲିଜାଇଥିଲେ । ଆଉ ଟଙ୍କାର ଏମିତି ଖେଳ ଦେଖି ସ୍ୱାମୀ ବି ଲୋଭେଇ ଜାଇଥିଲେ । ଆଉ ପରେ ସେ ଏହି ଭଳି କାମରେ ସଂମ୍ପର୍ଣ୍ଣ ରାଜି ହୋଇଜାଇ ଥିଲେ । ଆଉ ପରେ ଦୁହେଁ ମିଶି କରି କମାଉଥିଲେ କୋଟି କୋଟି ଟଙ୍କା ।

Archana Nag

ତେବେ ଅନେକ ସମୟ ରେ ଜଣା ପଡିଛି ଗେଷ୍ଟ ମାନେ ଘରକୁ ଆସୁଥିଲେ ତେବେ ସେହି ସମୟ ରେ ନିଶାଶକ୍ତ ଅବସ୍ଥା ରେ ଆସୁଥିଲେ । ଆଉ ତାଙ୍କୁ ନିୟନ୍ତ୍ରଣ କରୁଥିଲେ ଅର୍ଚ୍ଚନା । ଆଉ ନିୟନ୍ତ୍ରଣ କରିବା ପରେ ସିଧା ରଖୁଥିଲେ ଶା-ରୀ-ରିକ ସଂ-ମ୍ପ-ର୍କ ଏବଂ ପରେ ଏହି ପରି ବ୍ଲାକମେଲ କରୁଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *