କାମଶାସ୍ତ୍ର ଅନୁସାରେ କେଉଁ ଦିନ ନାରୀ ସହ ସହବାସ କଲେ କଣ ଫଳ ଲାଭ ହୋଇଥାଏ ?

Spread the love

ଆଜି ଆମେ ଜାଣିବା କମଶାସ୍ତ୍ର ଅନୁସାରେ କେଉଁ ଦିନ ନାରୀମାନଙ୍କ ସହ ସହବାସ କରିବା ଉଚିତ ଓ କେଉଁ ଦିନଟି ଉଚିତ ନୁହଁ । ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଅନେକ ପ୍ରକାରର ଶାସ୍ତ୍ର ଆମମାନଙ୍କୁ କିଛି ନା କିଛି ତଥ୍ୟ ପ୍ରଦାନ କରିଥାଏ । ଯାହା ଦ୍ୱାରା ଆମେ ଦୈନନ୍ଦିନ ଜୀବନରେ ତାହା କାର୍ଯ୍ୟରେ ଲଗାଇଥାଉ । ତେବେ ଆମେ ଭବିଷ୍ୟତରେ ସୁଖମୟ ହେବା ସହ ଆମେ ଖୁସିରେ ଜୀବନ ବିତାଇପାରିବା । କାମଶାସ୍ତ୍ର ଅନୁସାରେ, ନାରୀ ମାନଙ୍କର ମାସିକ ଧର୍ମ ହେବାର ତିନି ଚାରିଦିନ ପର୍ଯ୍ୟନ୍ତ ସେମାନଙ୍କ ସହବାସ କରିବା ଉଚିତ ହୋଇନଥାଏ, ନଚେତ ଏହାର ଖରାପ ଗୁଣ ଆମ ଉପରେ ପଡିଥାଏ । ତା’ହେଲେ ଆସନ୍ତୁ ଜାଣିବା କାମଶାସ୍ତ୍ର ଅନୁସାରେ କେଉଁ ଦିନଟି ସହବାସ କରିବାର ଉଚିତ ଦିନ ଓ କେଉଁ ଦିନ ଦିନଟି ଉଚିତ ହୋଇନଥାଏ ?

ନାରୀମାନଙ୍କର ମାସିକ ଧର୍ମର ପ୍ରଥମ ଦିନରେ ସହବାସ କରିବା ଦ୍ୱାରା ରୋଗ ଭଲ ହୁଏ । ମାସିକ ଧର୍ମର ଦ୍ୱିତୀୟ ଦିନରେ ସହବାସ କରିବା ଦ୍ୱାରା ମୃତ୍ୟୁ ସନ୍ତାନ ଲାଭ ହୋଇଥାଏ । ମାସିକ ଧର୍ମର ତୃତୀୟ ଦିନରେ ସହବାସ କରିବା ଦ୍ୱାରା ମୃତ୍ୟୁ ସନ୍ତାନ ଲାଭ ହୋଇଥାଏ । ମାସିକ ଧର୍ମର ଚତୁର୍ଥ ଦିନରେ ସହବାସ କରିବା ଦ୍ୱାରା ଦରିଦ୍ର ସନ୍ତାନ ଲାଭ ହୋଇଥାଏ ।

ପଞ୍ଚମ ଦିନରେ ସହବାସ କରିବା ଦ୍ୱାରା ସୌଭାଗ୍ୟବତୀ କନ୍ୟା ଲାଭ ହୋଇଥାଏ । ଷଷ୍ଠ ଦିନରେ ସହବାସ କରିବା ଦ୍ୱାରା ନିଜ ଭଳି ପୁତ୍ର ଲାଭ ହୋଇଥାଏ । ସପ୍ତମ ଦିନରେ ସହବାସ କରିବା ଦ୍ୱାରା ସୁନ୍ଦରୀ ଓ ଗୁଣବତୀ କନ୍ୟା ଲାଭ ହୋଇଥାଏ । ଅଷ୍ଟମ ଦିନରେ ସହବାସ କରିବା ଦ୍ୱାରା ଧନବାନ ପୁତ୍ର ଲାଭ ହୋଇଥାଏ । ନବମ ଦିନରେ ସହବାସ କରିବା ଦ୍ୱାରା ଭାଗ୍ୟବତୀ କନ୍ୟା ଲାଭ ହୋଇଥାଏ ।

ଦଶମ ଦିନରେ ସହବାସ କରିବା ଦ୍ୱାରା କର୍ମଶୀଳ ପୁତ୍ର ଲାଭ ହୋଇଥାଏ । ଏକାଦଶ ଦିନରେ ସହବାସ କରିବା ଦ୍ୱାରା ଅଧର୍ମୀ କନ୍ୟା ଲାଭ ହୋଇଥାଏ । ଦ୍ୱାଦଶ ଦିନରେ ସହବାସ କରିବା ଦ୍ୱାରା ଗୌରବ ପୂର୍ଣ୍ଣ ପୁତ୍ର ଲାଭ ହୋଇଥାଏ । ତ୍ରୟୋଦଶ ଦିନରେ ସହବାସ କରିବା ଦ୍ୱାରା ମହାପାପୀ କନ୍ୟା ଲାଭ ହୋଇଥାଏ । ଚତୁର୍ଦ୍ଦଶ ଦିନରେ ସହବାସ କରିବା ଦ୍ୱାରା ସୁଶୀଳ ପୁତ୍ର ଲାଭ ହୋଇଥାଏ ।

ପଞ୍ଚଦଶ ଦିନରେ ସହବାସ କରିବା ଦ୍ୱାରା ସତୀ କନ୍ୟା ଲାଭ ହୋଇଥାଏ ଏବଂ ମାସିକ ଧର୍ମର ଷୋଳସ ଦିନରେ ସହବାସ କରିବା ଦ୍ୱାରା ଅତ୍ୟନ୍ତ ବୁଦ୍ଧିମାନ ଓ ଜ୍ଞାନୀ ପୁତ୍ର ଲାଭ ହୋଇଥାଏ । ଏହା ପରେ ଅବଶିଷ୍ଟ ଅର୍ଥାତ ସତଦଶ ଠାରୁ ଅଷ୍ଟବିଂଶ ପର୍ଯ୍ୟନ୍ତ ଦିନରେ ସହବାସ କରିବା ଦ୍ୱାରା କୌଣସି ସନ୍ତାନ ପ୍ରାପ୍ତି ହୋଇନଥାଏ । ୨୮ ଦିନ ପରେ ନାରୀର ପୁନଶ୍ଚ ମାସିକ କ୍ରିୟା ଆରମ୍ଭ ହୋଇଥାଏ ।

ତେବେ ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।