ମୁଁହ ଖୋଲିଲେ ବବି ମିଶ୍ର କହିଲେ ପିଣ୍ଟୁର ମୃ-ତ୍ୟୁ ପାଇଁ ଦାୟୀ କିଏ |

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି ବବି ମିଶ୍ର । ଆମ ସମସ୍ତଙ୍କର ପ୍ରିୟ କଳାକାର ଓଲିଉଡର ଅଲ ରାଉଣ୍ଡର ଆକ୍ଟର ପିଣ୍ଟୁ ନନ୍ଦ ଏ ଦୁନିଆରେ ଆଉ ନାହାଁନ୍ତି । ତାଙ୍କର କେମିତି ଦେହାନ୍ତ ହେଲା, ତାଙ୍କର ଦେହ ଖରାପ ସମୟରେ କ’ଣ ସବୁ ଘଟିଥିଲା , କେଉଁ କେଉଁ ମାନେ କେତେ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଥିଲେ ପିଣ୍ଟୁଙ୍କୁ, କ’ଣ କହିଥିଲେ ପିଣ୍ଟୁ ନନ୍ଦ ହୁଏତ ବଞ୍ଚିପାରିଥାନ୍ତେ । ଏନେଇ ସମସ୍ତ କଥା କହିଛନ୍ତି ବବି ମିଶ୍ର । ପିଣ୍ଟୁ ଭାଇଙ୍କ ମୃ-ତ୍ୟୁ ପାଇଁ ଦାୟୀ କିଏ ତା ମଧ୍ୟ କହିଛନ୍ତି ।

ତେବେ ବନ୍ଧୁଗଣ କାହିଁକି ବାର ଦ୍ୱାର ସୁଣ୍ଡି ପିଣ୍ଡା କରାଗଲା ପିଣ୍ଟୁ ଭାଇଙ୍କୁ । ଯଦି ହାଇଦ୍ରାବାଦ ନବାର ଥିଲା ତେବେ ଆରମ୍ଭରୁ କାହିଁକି ନିଆଗଲା ନାହିଁ । ଭୁବନେଶ୍ୱର ତାପରେ ଦିଲ୍ଲୀ ଆଉ ତାପରେ ହାଇଦ୍ରାବାଦ କ’ଣ ଗୋଟେ କଳାକାରକୁ ନେଇ ନାଟକ ଚାଲିଥିଲା । ଏସବୁର ସତ ସାମ୍ନାକୁ ଆସିବ । କାରଣ ଯନ୍ତ୍ରଣାରେ କୁହୁଳୁଥିବା ବବି ମିଶ୍ର ସତ କହିବେ । ଦୁନିଆ ଜାଣିବେ ସତ କ’ଣ କହିବେ ବବି ମିଶ୍ର ।

Pintu Nanda

ପିଣ୍ଟୁଙ୍କ ଦେହ ଖରାପ ପାଖରୁ ପାଖାପାଖି ରହିଥିଲେ ବବି ମିଶ୍ର । ବବି ମିଶ୍ର ଅତି ନିକଟରୁ ଦେଖିଛନ୍ତି ପିଣ୍ଟୁ ନନ୍ଦଙ୍କ ସହ କ’ଣ ଘଟିଛି । କିଏ ଆସିଛି କିଏ ଯାଇଛି କିଏ କେତେ କଷ୍ଟ ପାଇଛନ୍ତି ପିଣ୍ଟୁଙ୍କ ପାଇଁ ଆଉ ଏସବୁ ର ଗୋଟି ଗୋଟି ହିସାବ ଦେବେ ବବି ମିଶ୍ର । ସେହି ଦିନକୁ ସମସ୍ତେ ଅପେକ୍ଷା କରିଛନ୍ତି ଯେଉଁ ଦିନ ବବି ମିଶ୍ର ମୁହଁ ଖୋଲିବେ । ୨୧ନମ୍ବର ପିଣ୍ଡିରେ ପିଣ୍ଟୁ ନନ୍ଦଙ୍କ ଅନ୍ତୀମ ସତ୍କାର ଚାଲିଥିଲା । ସେତେବେଳେ ମୁହଁ ଖୋଲିଲେ ବବି ମିଶ୍ର ।

କହୁ କହୁ କହିଦେଲେ ଆପଣମାନେ କିଛିଦିନ ପରେ ସତ ଜାଣିବେ । ଆଉ ଏମିତି କିଛି କଥା ବବି ମିଶ୍ର କହି ସାରିବା ପରେ ସାରା ଓଡିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପିଣ୍ଟୁଙ୍କ ଅକାଳ ବିୟୋଗରେ କେଉଁମାନେ ଦାୟୀ ଏସବୁ କଥା ଜାଣିବା ପାଇଁ ବବି ମିଶ୍ରଙ୍କ ଉପରେ ରହିଛି ସମସ୍ତଙ୍କ ନଜର । କେବେ ବବି ମିଶ୍ର ସାମ୍ନାକୁ ଆସିବେ ଆଉ ସବୁ ସତକଥା କହିବେ ଯାହାକୁ ଶୁଣିବା ପାଇଁ ଚାହିଁ ବସିଛନ୍ତି ପିଣ୍ଟୁ ନନ୍ଦଙ୍କୁ ଭଲପାଉଥିବା ଲକ୍ଷ ଲକ୍ଷ ଦର୍ଶକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *