ଅର୍ଚ୍ଚନା ୭ ମାସର ଗର୍ଭବତୀ ଥିବା ବେଳେ ପ୍ରମୋଦ ଡାକୁଥିଲା ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ

Pramod

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ପେଟରେ ଥିଲା ପିଲା ସେତେ ବେଳେ ପ୍ରମୋଦ ଭିତର କୁ ଡାକୁଥିଲା । ଅର୍ଚ୍ଚନା ଯେତେ ବେଳେ ସାତମାସର ଗର୍ଘବତୀ ଥିଲା ଠିକ୍ ସେତିକି ବେଳେ ପ୍ରୋଜଜକ ପ୍ରୋମଦ ସ୍ୱାୟିଁ ତାଙ୍କ ସହିତ ଶା-ରି-ରୀକ ସଂ-ମ୍ପ-ର୍କ ରଖିବାକୁ ବାଧ୍ୟ କରୁଥିଲା । ଆଉ ଯାହାକୁ ନେଇ ଅଭିଯୋଗ କରିଥିଲେ ସୁନ୍ଦରୀ ଅର୍ଚ୍ଚନା ହଁ ବନ୍ଧୁଗଣ ମହିଳା ଥାନା ପୋଲିସ 81/2017 ମାମଲା ରୁଜୁ କରି ଏହି ଭଳି ଏକ ଘଟଣା ର ତଦନ୍ତ ଆରମ୍ଭ କରିଥିଲା ।

ଆଉ ଏହା ପରେ ଅର୍ଚ୍ଚନା କିନ୍ତୁ ତଦନ୍ତ ରେ ପୋଲିସ କୁ ସହଯୋଗ କରି ନଥିଲା । ଏଠି କହି ରଖିବା ପାଇଁ ଚାହିଁବୁ କି ପ୍ରୋମଦ ସ୍ୱାୟିଁ କୁ ଯେତେ ବେଳେ ଇଡି କାର୍ଯ୍ୟାଳୟ ରେ 11 ଘଣ୍ଟା ଧରି ଜେରା କରାଜାଇଛି । ଠିକ୍ ସେତିକି ବେଳେ 2017 ମସିହା ର ସତ ସାମ୍ନାକୁ ଆସିଛି । ଯେତେ ବେଳେ ପ୍ରମୋଦ ସ୍ୱାୟଁ ଇଡି ଅଫିସ ମଧ୍ୟକୁ ପସୁଥିଲେ ଠିକ୍ ସେତିକି ବେଳେ କହୁଥିଲେ ଦେଖ ମୁଁ ବିନା ମାସ୍କରେ ଆସିଛି ମୁଁ ତୁମର ସବୁ ପ୍ରଶ୍ନର ଉତ୍ତର ଦେବି ।

Pramod

ହେଲେ ସେ ଜାଣିନଥିଲେ କି ଇଡି ବାବୁ ପୁଣିଥରେ ସେହି 2017 ମସିହା ମାମଲାକୁ ଉଠେଇବେ ବୋଲି । ଆଉ ଯେତେ ବେଳେ 2017 ମାମଲା କୁ ଇଡି ବାବୁ ସାମ୍ନକୁ ଆଣିବା ପରେ କୁଆଡେ ଥଅ ଥଅ ମ ମ ହୋଇଜାଇଥିଲେ ପ୍ରମୋଦ ସ୍ୱାୟିଁ ।

ଆଉ ଏବେ ଇଡି ଜାଣିବାକୁ ପାଇଛି କି ଅର୍ଚ୍ଚନା ଏତଲା ଦେଲା ପରେ ପ୍ରୋମଦ ସ୍ୱୟିଁ ତାଙ୍କୁ 10 ଲକ୍ଷ ଟଙ୍କା ଦେଇଥିଲେ । ଆଉ ସେହି ଟଙ୍କା କଣ ପାଇଁ ଦେଇଥିଲେ ସେହି ସବୁ ଜାଣିବା ପାଇଁ କିଛି ଦିନ ତଳେ ପ୍ରୋମଦ ଙ୍କୁ ନୋଟିସ କରିଥିଲା ଇଡି । ଆଉ ଜାହାକୁ ନେଇ ଇଡି କାର୍ଯ୍ୟାଳୟ ରେ ପହଁଚିଥିଲେ ପ୍ରମୋଦ ସ୍ୱାୟିଁ ।

ଏଠି କହି ରଖିବାକୁ ଚାହିଁବୁ କି ପ୍ରୋମଦ ଅର୍ଚ୍ଚନା ଙ୍କୁ ସିନେମା ରେ ସୁଯୋଗ ଦେବାକୁ କହି ଅର୍ଚ୍ଚନା ସହିତ ଖରାପ ସଂ-ମ୍ପ-ର୍କ ରଖିଥିଲେ । ଆଉ ସୁଟିଂ ବାହାନା ରେ ଅର୍ଚ୍ଚନା ର କିଛି ଅ-ଶ୍ଲୀ-ଳ ଫୋଟ ବି ଉଠେଇ ଥିଲେ । ଜାହାକୁ ନେଇ ଥାନାରେ ଏତଲା ଦେଇଥିଲେ ଅର୍ଚ୍ଚନା ।

Archana a

ଆଉ ପ୍ରୋଜଜୋକ ପ୍ରମୋଦ ସ୍ୱାୟିଁ କି କୁଆଡେ ଥଅ ଥଅ ମ ମ ହୋଇଜାଇଥିଲେ ପ୍ରମୋଦ ସ୍ୱାୟିଁ । ଆଉ ପୁଣିଥରେ ସୁଣିବା ପାଇଁ ମିଳୁଛି ଯେ ପୁଣିଥରେ ଇଡି ପ୍ରୋମଦ ସ୍ୱାୟଁ କୁ ଜେରା କରି ପାରେ ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ