‘ଅର୍ଚ୍ଚନା ନାଗୁଣୀ ହେଲେ ମୋ ସ୍ଵାମୀ ଡବଲ ନାଗ, ରଖିଛି 12 ଟା ସ୍ତ୍ରୀ, ପ୍ରତିବର୍ଷ ସେ ଗୋଟେ ଝିଅକୁ ହୋଟେଲ ଡାକି…’ ମହିଳାଙ୍କ କଥା ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ

husband

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ନାଗ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଆଉ ଜଣେ ପୁରୁଷ ବ୍ଲାକମେଲର କାହାଣୀ ପଦାକୁ ଆସିଛି । ଉକ୍ତ ବ୍ୟକ୍ତି ଙ୍କ ପତ୍ନୀ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ସବୁ କିଛି କହିଛନ୍ତି । ଗୋଟେ ପଟେ ଅର୍ଚ୍ଚନା ନାଗ ଅନେକ ବଡ ବଡିଆ ଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ଠାରୁ ଟଙ୍କା ଲୁଟୁଥିଲେ । ଆଉ ଏହି ପରି ଅନେକ ବଡ ବଡିଆ ଚିନ୍ତାରେ ରହିଛନ୍ତି ।

ଆଉ ଏହାରି ମଧ୍ୟରେ ଏକ ପୁରୁଷ ବ୍ଲାକ ମେଲର କଥା ସାମ୍ନାକୁ ଆସିଲାଣି ଆଉ ଏଥିରେ ଯଦି କେହି ବଡ ବଡିଆ ସାମିଲ ଥିବେ ତା ହେଲେ ସେମାନଙ୍କ ଅବସ୍ଥା ଏବେ ଜଟିଳ ହୋଇ ଯାଇଥିବ । ତେବେ ଉକ୍ତ ବ୍ଲାକ ମେଲରଙ୍କ ପତ୍ନୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି କି ମୋ ସ୍ୱାମୀ ମଧ୍ୟ 5 ବର୍ଷ ହେଲାଣି ଏହି କାମ କରୁଛନ୍ତି । ମୁଁ ହେଉଛି ତାଙ୍କର ପ୍ରଥମ ପତ୍ନୀ ଏବେ ଜାହାକୁ ପୋଲିସ ଖୋଜୁଛି ସେ ହେଲେ ସରିତା ପରିଡା ତାଙ୍କର 7 ନମ୍ବର ପତ୍ନୀ ।

wife

ତେବେ ସରିତା ବର୍ତମାନ ସମୟ ରେ ଫେରାର ରହିଛନ୍ତି । ସେ ଝିଅ ମାନଙ୍କୁ ବାହା ହୋଇ ରିଲେସନ ରଖିବା ପାଇଁ କୁହନ୍ତି । ସେ ଗୁଗୁଲ ରେ ବି ବିଜ୍ଞ୍ୟାପନ ଦିଅନ୍ତି କଲ ଗାର୍ଲର ଲୋକ ଆସିବା ପରେ ପ୍ରାୟତଃ ଲୋକଙ୍କୁ ଭିଡ଼ିଓ କଲ କରି ବ୍ଲାକମେଲ କରନ୍ତି । ତେବେ ସେ ବର୍ଷ କୁ ଗୋଟିଏ ଲେଖାଏଁ ମ୍ୟରେଜ କରନ୍ତି । ମୁଁ ତାଙ୍କୁ ଛାଡିବାର ମୂଖ୍ୟ କାରଣ ହେଲା ସେ ମତେବି ଏହି ସବୁ କରିବା ପାଇଁ ପ୍ରସୟ ଦେଉଥିଲେ । ଆଉ ମୁଁ ରାଜି ନଥିଲି ।

ଏବେ ମୋର ଗୋଟେ ତିନି ବର୍ଷର ପିଲା ବି ଅଛି ଆଉ ମୁଁ ଦେଢ ବର୍ଷ ତଳେ ଥାନାରେ ଗୋଟେ କେସ ବି କରିଥିଲି । ମୋର ସ୍ୱାମୀ ଙ୍କ ବର୍ତମାନ ସୁଧା 12 ଜଣ ପତ୍ନୀ ରହିଛନ୍ତି ଯଦି ଅର୍ଚ୍ଚନା ନାଗ ର ସଂମ୍ପତୀ ଏକ କୋଟି ତେବେ ମୋ ସ୍ୱାମୀର ସଂମ୍ପତି ଏକ କୋଟି ରୁ ଅଧିକ ହେବ । ଆଉ ଅର୍ଚ୍ଚନା ଯଦି ନାଗୁଣୀ ତେବେ ମୋ ସ୍ୱାମୀ ନାଗ ଅଟନ୍ତି ବୋଲି ସେ ନିଜର ମତ ପ୍ରକାଶ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ