ଅର୍ଚ୍ଚନା କଲେଜ୍ ଆସିଲେ ତାକୁ ଦେଖିବାକୁ ଲାଗିବ ଭିଡ଼ !

Archana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହନିଟ୍ରାପ କୁଇନ ଅର୍ଚ୍ଚନା ଦେବେ ପରୀକ୍ଷା । କ୍ୟାପିଟାଲ ଲୋ କଲେଜ ପକ୍ଷରୁ ପ୍ରକାଶିତ ହୋଇଛି ତାରିଖ । ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ମାମଲାରେ ଆସିଛି ରୁଚକ ମୋଡ । ଅଭିଯୁକ୍ତ ଦେବେ ଆଇନ ପରୀକ୍ଷା । ବ୍ଲାକ ମେଲିଂ ସହ ହନିଟ୍ରାପ ମନିଲଣ୍ଡରିଂ ମାମଲାରେ ଅର୍ଚ୍ଚନା ନାଗ ବର୍ତ୍ତମାନ ବିଚରାଧୀନ କଏଦି ଭାବରେ ଝାଡପଡା ଜେଲ୍ ରେ ଅଛନ୍ତି । ଆଉ ଏପଟେ କିନ୍ତୁ ଦେବେ ସେ ପରୀକ୍ଷା । ତାହା ବି ଆଇନ ର ପରୀକ୍ଷା ।

ତେବେ ପୂର୍ବରୁ ନିଜକୁ ହାିକୋର୍ଟର ଓକିଲ କହି ପିରିଚୟ ଦେଉଥିବା ବେଳେ ଅନେକଙ୍କୁ ନିଜ ମିଛ ପରିଚୟରେ ଭୟଭୀତ କରାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ । ଅର୍ଚ୍ଚନା ହେଉଛନ୍ତି କ୍ୟାପିଟାଲ ଲୋ କଲେଜ ର ପାଞ୍ଚ ବର୍ଷିଆ ଲୋ ଇନ୍ଟିଗ୍ରେନଣ୍ଟେଡ୍ ଲୋ ଛାତ୍ରୀ । ତାଙ୍କର ଏବେ ଚତୁର୍ଥ ବର୍ଷ ଚାଲିଛି । ଆଗକୁ ସପ୍ତମ ସେମିଷ୍ଟର ପରୀକ୍ଷା ଥିବାରୁ ଅର୍ଚ୍ଚନା ପରୀକ୍ଷା ଦେବା ପାଇଁ କୋର୍ଟ ନିକଟରେ ଆବେଦନ କରିଥିଲେ ।

archana nag 2

ମାନିବାକୁ ପଡିବ ଅର୍ଚ୍ଚନାଙ୍କ ବୁନ୍ଧିକୁ । ଓକିଲାତି ପାସ୍ କରି ନଥିଲେ ବି ନିଜେ ମନକୁ ମନ ନିଜ ପରିଚୟ ଦେଉଥିଲେ ହାଇକୋର୍ଟ ଓକିଲର । ତେବେ ଏହାପରେ ତାଙ୍କର ପ୍ରକୃତ କଥା ସାମ୍ନାକୁ ଆସିଥିଲା । ହେଲେ ସେ ବର୍ତ୍ତମାନ ଦେବେ ସତ ସତିକା ଓକିଲାତି ପରୀକ୍ଷା । ଯେଉଁଥିପାଇଁ କୋର୍ଟ ଗୁରୁବାର ଦିନ ମଞ୍ଜୁରି ବି ଦେଇଛନ୍ତି । ଏହାପରେ ଅର୍ଚ୍ଚନାଙ୍କ ଓକିଲ ତାଙ୍କ ପାଇଁ ଫର୍ମ ଫିଲପ କରିଛନ୍ତି ।

ତେବେ ଏସବୁ ଭିତରେ ଶନିବାର ପ୍ରକାଶ ପାଇଁଛି ଅର୍ଚ୍ଚନାଙ୍କ ପରୀକ୍ଷା ର ତାରିଖ । ଜାନୁଆରୀ ୩୧ ରୁ ଲୋ ର ସେଭେନ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କଲେଜ ନୋଟିସ ଜାରି କରିଛି । କିନ୍ତୁ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଅର୍ଚ୍ଚନା କେଉଁଠାରେ ଦେବେ ପରୀକ୍ଷା । ଝାଡପଡା ଜେଲ୍ ରେ ନାଁ କ୍ୟାପିଟାଲ ଲୋ କଲେଜ ରେ । ଅର୍ଚ୍ଚନାଙ୍କ ଓକିଲଙ୍କ କହିବା ଅନୁଯାୟୀ କୋର୍ଟ ର ନିର୍ଦ୍ଦେଶ ପରେ ହିଁ ସ୍ଥାନ ନିର୍ଧାରଣ କରାଯିବ ।

କିନ୍ତୁ ସବୁଠାରୁ ବଡ କଥା ହେଉଛି ଅର୍ଚ୍ଚନା ଗିରଫ ହେବା ପରେ ଯେତେବେଳେ ବି ଜେଲ୍ ରୁ ବାହାରିଛନ୍ତି ଲୋକ ତାଙ୍କୁ ଦେଖିବା ପାଇଁ ଭିଡ ଲଗାନ୍ତି । ଯେଉଁଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ତେବେ ଯଦି ଲୋ କଲେଜ ରେ ପରୀକ୍ଷା ପାଇଁ ଅନୁମତି ଦିଆଯାଏ ତାହାଲେ କେଉଁ ପ୍ରକାର ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ ତାହା ଉପରେ ରହିବ ସମସ୍ତଙ୍କ ନଜର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ