ହ୍ୱାଟସାପ କରିଦେଲା ବଡ ଘଷଣା – ଚଲଉଥିଲେ ଏବେହିଁ ପଢି ନିଅନ୍ତୁ

WhatsApp 1

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ବନ୍ଧୁଗଣ ବଡ ଘୋଷଣା ଜାରି କଲା ହ୍ୱାଟସାପ । ଆପ୍ ଜାରି କଲା ଜବରଦସ୍ତ ଫିଚର । ଏଣିକି ଗ୍ରୁପ୍ ମଧ୍ୟରେ ହୋଇ ପାରିବ ଗ୍ରୁପ । ସମୟ ସହ ପରିବର୍ତ୍ତନ ହେଉଛି ଟେକନଲୋଜି । ଦିନକୁ ଦିନ ନୂଆ ନୂଆ ଫିଚର ଆଣୁଛି ଲୋକ ପ୍ରିୟ ସୋସିଆଲ ମିଡିଆ ଆପ୍ ହ୍ୱାଟସାପ ।

ଏବେ ଫେସବୁକ ପ୍ରତିଷ୍ଠତା ମାର୍କ ଜୁକେରବର୍ଗ ହ୍ୱାଟସାପ ର ଏକ ନୂଆ ଫିଚର ଘୋଷଣା କରିଛନ୍ତି । ହ୍ୱାଟସାପ ଏହାର ନୂଆ କମ୍ୟୁନିଟ ଫିଚର ରୋଲଆଉଟ କରିଛି ଏହି ଫିଚର ଆଜି ଠାରୁ ରୋଲଆଉଟ କରାଯାଇଛି । ଅବସ୍ୟ ସମସ୍ତ ଙ୍କୁ ଏହି ଫିଚର ମିଳିବାକୁ କିଛି ସମୟ ଲାଗିବ । ହ୍ୱାଟସାପ କମ୍ୟୁନିଟ ଫିଚର ବିଷୟ ରେ କମ୍ପାନି ଚଳିତ ବର୍ଷ ଆରମ୍ଭ ରେ ସୂଚନା ଦେଇଥିଲା । ଏହି ଫିଚର ସାହାର୍ଯ୍ୟ ରେ ୟୁଜର୍ସ ଗ୍ରୁପ ରେ ଯୋଡି ହୋଇ ପାରିବେ ।

WhatsApp

କହି ପାରିବା ଏହା ଗ୍ରୁପ ମଧ୍ୟରେ ଗ୍ରୁପ ଅର୍ଥାତ ଆପଣ କିଛି ନିର୍ଦ୍ଧିଷ୍ଠ ଗ୍ରୁପ କୁ ନେଇ ଏକ ଗ୍ରୁପ କରି ପାରିବେ ଏବଂ ସେମାନଙ୍କୁ ମେସେଜ୍ ପଠାଇ ପାରିବେ । ୟୁଜର୍ସ ଏହି ଫିଚର କୁ ବ୍ୟବହାର କରିବା ପାଇଁ ଆଣ୍ଡରୟେଡ ମୋବାଇଲ ରେ ଚାର୍ଟ ସେକସ୍ନ ଉପରେ ଏବଂ ଆୟୁଏସ ରେ ଚାଟ୍ ସେକସ୍ନ ତଳେ କମ୍ୟୁନିଟ ଟ୍ୟାବ ପାଇ ପାରିବେ । ଏଠାରେ ଆପଣ ଗ୍ରୁପ ଆଡ୍ କରି ପାରିବେ କମ୍ୟୁନିଟ ୟୁଜ୍ରସ ସହଜରେ ଗ୍ରୁପ ମଧ୍ୟ ରେ ବି ସୁଇଚ୍ କରି ପାରିବେ ।

ଆଡମିନ୍ ଜରୁରି ସୂଚନା କମ୍ୟୁନିଟ ର ସବୁ ମେମ୍ବର୍ସ ଙ୍କୁ ପଠାଇ ପାରିବେ । ଏହି ଫିଚର ଦ୍ୱାରା ୟୁଜର୍ସ ଙ୍କୁ ଭିନ୍ନ ଭିନ୍ନ ଗ୍ରୁପ ପାଇଁ ଆବଶ୍ୟକତା ପଡିବନି କିମ୍ବା ଗୋଟିଏ ମେସେଜ କୁ ଭିନ୍ନ ଭିନ୍ନ ଗ୍ରୁପ ରେ ପାଠଇବାକୁ ପଡିବ ନାହିଁ । ତେବେ କମ୍ୟୁନିଟ ବ୍ୟତୀତ କମ୍ପାନୀ 3 ଅନ୍ୟାନ୍ୟ ଫିଚର ମଧ୍ୟ ଆଣିଛି । ଏବେ ୟୁଜର୍ସ 32 ଜଣଙ୍କ ସହ ଭିଡିଓ କଲ ରେ ସାମିଲ ହୋଇ ପାରିବେ ଏହା ବ୍ୟତିତ ଏଣିକି ଗ୍ରୁପ ରେ 1024 ମେମ୍ବର ରହି ପାରିବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *