ମୋବାଇଲ ଉପଭୋକ୍ତାଙ୍କୁ ବଡ ଝଟକା : ବନ୍ଦ ହୋଇଯିବ Whatapp, Faceboookର video ଆଉ audio କୋଲିଙ୍ଗ

Spread the love

ସାମ୍ପ୍ରତିକ ପରିସ୍ଥିତିରେ ମୋବାଇଲ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି । ସକାଳୁ ଉଠିବା ମାତ୍ର ସୋସିଆଲ ମିଡିଆ ଯେପରିକି Whatsapp, Facebook, Skype, Twitter ଏହିସବୁ applicationରୁ ବିଭିନ୍ନ ଖବର ଜାଣିବା ପ୍ରାୟ ସମସ୍ତଙ୍କ ଅଭ୍ୟାସ ହୋଇଗଲାଣି ।

ଆଜି ଅନୁଚ୍ଛେଦରେ ମୋବାଇଲ ସହ ଜଡିତ ମୋଦି ସରକାରଙ୍କ ଘୋଷଣା ବିଷୟରେ କହିବୁ ଯାହା ଜାନୁଆରୀ ପହିଲି ଠାରୁ ଲାଗୁ ହେବ ସମଗ୍ର ଭାରତରେ । ତେବେ ଆସନ୍ତୁ ଜାଣିବା :ଶତକଡା 99 ଭାଗ ଲୋକ ମୋବାଇଲ ବ୍ୟବହାର କରନ୍ତି । କିନ୍ତୁ ପ୍ରାୟତଃ pre-paid ଗ୍ରାହକ ଅଧିକ । ଏବଂ ଘରେ ବ୍ୟବହାର କରାଯାଉଥିବା ମୋବିଲେ ହେଉ ବା ଟେଲିଫୋନ ହେଉ ତାହା ସାଧାରଣତଃ post-paid ହୋଇଥାଏ । post-ପାଇଡ଼ ଗ୍ରାହକମାନଙ୍କୁ ପ୍ରତି ମାସରେ କାଗଜ ବିଲ (Paper Bill) ଆସିଥାଏ । କିନ୍ତୁ ଜାନୁଆରୀ ପାହିଲା ଠାରୁ ଆଉ Paper-Bill ପାଇବେ ନାହିଁ । Paper Bill ବଦଳରେ ଇଲେକ୍ଟ୍ରୋନିକ ବିଲ ଗ୍ରାହକଙ୍କୁ ପଠାଯିବ । ମୋଦି ସରକାର କହିବା କଥା ଯେ, ପପେର ବିଲ ପଠାଇବା ଦ୍ୱାରା ଅଯଥାରେ ପର୍ଯ୍ୟବରଣ ଉପରେ ପ୍ରଭାବ ପଢୁଅଛି ।

ଏହା ସଙ୍ଗେ ସଙ୍ଗେ Whatsaap, Facebook, Skype ପରି କେତେକ application କୁ ନେଇ tie ମଧ୍ୟ କିଛି ବହୁତ ବଡ଼ ପଦକ୍ଷେପ ନେଇଛି । ଏହି ଆପ୍ଲିକେସନ ଦ୍ୱାରା ବିଡ଼ିଓ କୋଲିଂଗ, ଅଡିଓ କୋଲିଂଗର ସୁବିଧା ରହିଥିବା ଫଳରେ Jio, BSNL, Idea, Vodafone ପରି କମ୍ପାନୀମାନେ ବହୁତ କ୍ଷତି ସହିବାକୁ ପଢୁଛି । ତେଣୁ ଏହି କମ୍ପାନୀଗୁଡିକ କହିବା କଥା ଯେ, Whatsaap, Facebook, Skype ପରି ଆପ୍ଲିକେସନରେ ବିଡ଼ିଓ କୋଲିଂଗ ଓ ଅଡିଓ କୋଲିଂଗର ସୁବିଧା ବନ୍ଦ କରାଯାଉ । ଯାହାଫଳରେ ସରକାର ଜାନୁଆରୀ 1 ତାରିଖ ଠାରୁ Whatsaap, Facebook, Skype ପରି application ଗୁଡିକରେ ଉପରେ ବଡ଼ ନିୟମ ଘୋଷଣା କରିବେ । ଭବିଷ୍ୟତରେ ଏହି ଆପ୍ଲିକେସନ ଗୁଡିକରେ ବିଡ଼ିଓ କୋଲିଂଗ ଓ ଅଡିଓ କୋଲିଂଗର ସୁବିଧା ଆଉ ମିଳି ପାରିବ ନାହିଁ ।

ଏହା ସଙ୍ଗେ ସଙ୍ଗେ 1 ଜାନୁଆରୀ 2019ରେ ଆଉ ଏକ ନିୟମ ମଧ୍ୟ ଲାଗୁ ହେବାକୁ ଯାଉଛି । ଯେଉଁ ବ୍ୟକ୍ତି ମାନେ ଗାଡି ଚଳାଇବା ସମୟରେ ଫୋନରେ କଥା ହେଉଛନ୍ତି ବା ଇଆର ଫୋନ ଯୋଗେ କଥା ହୋଇ ଗାଡି ଚଳନ୍ତି, ସେହି ବ୍ୟକ୍ତିଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯିବ ।