ପର ପୁରୁଷ କିମ୍ବା ପର ସ୍ତ୍ରୀ ସହିତ ସ-ମ୍ବ-ନ୍ଧ ବନାଇଲେ କଣ ଅସୁବିଧା ହେବ | ଆଜିର ଅନୁଚିନ୍ତା

jitu das 1

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ବିଷୟ ରେ କହିବୁ ଯାହାକୁ ଆପଣ ମାନେ ମାନିଲେ ଏହା ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ , ତେବେ ଶନିବାର ଦିନ ଅଦା କିମ୍ବା ଘିଅ ଖାଇକରୀ ଯିବାଦ୍ୱାରା ଶୁଭ ହୋଇଥାଏ ଏବଂ ରବିବାର ଦିନ ପାନପତ୍ର ରଖି ଯିବାଦ୍ୱାରା କାର୍ଯ୍ୟରେ ସଫଳତାର ସମ୍ଭାବନା ବୃଦ୍ଧି ହୋଇଥାଏ , ଶୁକ୍ରବାର ଦିନ ଦହି ଖାଇକି ଯିବାଦ୍ୱାରା ଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ ,

ଗୁରୁବାର ଦିନ ଶୁଭକାର୍ଯ୍ୟରେ ଯିବା ସମୟରେ କିଛି ସୋରିଷ ଦାନା ପାଟିରେ ପକାଇ ଯିବାଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ତାସହିତ କାର୍ଯ୍ୟ ସଫଳ ହୋଇଥାଏ , ବୁଧବାର ଦିନ ଧନିଆପତ୍ର ଖାଇକରି ଶୁଭ କାର୍ଯ୍ୟରେ ଯିବାଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତ ହୋଇଥାଏ , ମଙ୍ଗଳବାର ଦିନ କୈଣସି କାର୍ଯ୍ୟରେ ଯାଇଥାନ୍ତି ତେବେ କିଛି ଗୁଡ କିମ୍ବା ମିଠାଦ୍ରବ୍ୟ ଖାଇକରି ଯିବାଦ୍ୱାରା ଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ମିଳିଥାଏ ,

jitu das

ସୋମବାର ଦିନ ଯଦି କୈଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯିବାରଥାଏ ତେବେ ଆଇନାରେ ନିଜର ମୁହଁ ଦେଖିକରି ଯିବାଦ୍ୱାରା ଶୁଭ ହୋଇଥାଏ ଏବଂ କାର୍ଯ୍ୟ ସଫଳ ହୋଇଥାଏ , ଯଦି କୈଣସି ମାନସିକ ସମସ୍ୟା କିମ୍ବା କଳହ ଉତ୍ୟାଦିର ସମ୍ମୁଖୀନ ହୋଇଥାନ୍ତି ତେବେ ପାଞ୍ଚୋଟି ଶୁକ୍ରବାର ରେ ମାତା କାଳୀଙ୍କ ମନ୍ଦିର ଯାଇ କରିଥିବା ଭୁଲ ର କ୍ଷମା ପ୍ରାର୍ଥନା କରିବା ଦ୍ୱାରା ସମସ୍ୟା ଦୂରୀଭୂତ ହୋଇଥାଏ ,

ସୂର୍ଯ୍ୟ ଉଦୟହେବା ପୂର୍ବରୁ କେବେବି ମନେରେ କୈଣସି ଖରାପ ଭାବନା କିମ୍ବା ବିଚାର ଆଣିବା ଉଚିତ ନୁହେଁ ଏହାଦ୍ୱାରା ସେହି ଭାବନା ଜୀବନରେ ଘଟିଥିବା ସମ୍ଭାବନା ଅଧିକ ହୋଇଥାଏ , ଗୁରୁବାର ଦିନ ମନ୍ଦିରରେ ଠାକୁରଙ୍କୁ ଦର୍ଶନକଲେ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସମସ୍ତ ଦେବତା ପ୍ରସନ୍ନ ହୋଇଥାନ୍ତୁ ତା ସହିତ ବିଭିନ୍ନ ପ୍ରକାର ର ସଂଙ୍କଟ ଦୂର ହୋଇଥାଏ ,

ନାରଦ ପୁରାଣ ଅନୁସାରେ ପର ପୁରଷ କିମ୍ବା ପର ସ୍ତ୍ରୀ ସହିତ ସ-ମ୍ବ-ନ୍ଧ ସ୍ଥାପନ କରିବା ଉଚିତ ନିହେଁ ଏହାଦ୍ୱାରା ଇହଲୋକ ଏବଂ ପରଲୋକ ଉଭୟରେ କଷ୍ଟ ଯନ୍ତ୍ରଣା ଭୋଗିବାକୁ ପଡିଥାଏ , ବସିଥିବା ଆସନ କିମ୍ବା ଚଟାଇରୁ ଆସୁଥିବା ପାଣି ଦେହରେ ଲାଗିଲେ ଶରୀର ଅଶଦ୍ଧ ହୋଇଥାଏ ତେଣୁ ସ୍ନାନ କରିବା ଦ୍ୱାରା ମଙ୍ଗଳ ହୋଇଥାଏ , ଘର ଝୀଡୁ ମାରିବା ସମୟରେ ସାବଧାନତାର ସହିତ ମାରିବା ଉଚିତ ଯେପରି ଝାଡୁରୁ କୈଣସି ଧୂଳି କିମ୍ବା ପାଣି ଦେହରେ ନ ପଡେ ଏହା ଶୁଭଫଳକୁ ହରଣକରି ନେଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *