ବିବାହ ସମୟ ରେ କନ୍ଯାର ଋତୁଶ୍ରାବ ହେଲେ କଣ କରିବା ଉଚିତ ? ଏହା ସହିତ ପଢନ୍ତୁ ଆଜିର 20 Anuchinta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 1. ବିବାହ ହେଉଛି ଆଠ ପ୍ରକାର ର ଯେମିତି କି ବ୍ରହ୍ମ , ଦୈଵ ,ଆର୍ଷ , ପ୍ରଜାପତ୍ୟ , ଆସୁର , ଗାନ୍ଧର୍ବ୍ୟ , ରାକ୍ଷସ ଓ ପିଶାଚ ।
2.ବହ୍ମ , ଦୈଵ , ଆର୍ଷ , ପ୍ରଜାପତ୍ୟ ଏହି ଚାରି ପ୍ରକାର ବିବାହ ଶାସ୍ତ୍ର ସମ୍ମତ ହୋଇଥାଏ ।
3.ବର ଠାରୁ ଧନ ନେଇ ତାକୁ କନ୍ୟା ବିବାହ ଦେଲେ ତାହାକୁ ଆସୁର ବିବାହ କୁହାଯାଇଥାଏ ।
4.ନିଜ ଇଚ୍ଛାରେ ବର କନ୍ୟା ବିବାହ କଲେ ତାକୁ ଗାନ୍ଧର୍ବ୍ୟ ବିବାହ କୁହାଯାଏ ।

5. ବଡ଼ ଭାଇ ବିବାହ ନ ହୋଇଥିଲେ ସାନ ଭାଇ ବିବାହ କଲେ ପତିତ ହୋଇଥାଏ ।
6. ବର ର କୁଳ , ସ୍ଵଭାଵ , ବୟସ , ରୂପ , ବିଦ୍ୟା , ଧନ ଓ ପିତ୍ରାଦି ର ସହାୟତା ଗୁଣ ପରୀକ୍ଷା କରି କନ୍ୟା ଦାନ କରିବା ଉଚିତ ।
7. ବିବାହ ସମୟ ରେ ଯଦି ବର କିମ୍ବା କନ୍ୟା ର ମାତା ରଜସ୍ୱଳା ହୁଏ ତେବେ ସେ ସମୟ ରେ ବିବାହ କର୍ମ ହୁଏ ନାହିଁ ଶୁଦ୍ଧି ପରେ ହୋଇଥାଏ ।
8. କନ୍ୟା ଦାନ , ଦୀପ ଦାନ , ଅନ୍ନ ଦାନ , ଆଶ୍ରୟ ଦାନ ଓ ଅଭୟ ଦାନ ରାତ୍ର କାଳ ରେ କରାଗଲେ ଅଶୁଭ ହୋଇ ନ ଥାଏ ।

married

9. ବିବାହ ଆରମ୍ଭ ପୂର୍ବରୁ ଅଶୌଚ ଘଟିଲେ କର୍ମ ବନ୍ଦ ହେବା ଉଚିତ ।
10. ମାମୁ ର ଝିଅ , ମାତୃ କୂଳରେ ଜାତ ହୋଇଥିବା କନ୍ୟା ଓ ସମାନ ପ୍ରବର ରେ ଜନ୍ମିତ କନ୍ୟା ସହିତ ବିବାହ ନିଷିଦ୍ଧ ଅଟେ ।
11. ବିବାହ ସମୟ ରେ କନ୍ୟା ଋତୁମତି ହେଲେ ତାକୁ ସ୍ନାନ କରାଇ ସଂସ୍କାର କରି ବିବାହ କରାଇବା ଉଚିତ ।
12. ମାମୁ ର ଝିଅ , ମାତୃ କୂଳରେ ଜାତ ହୋଇଥିବା କନ୍ୟା ଓ ସମାନ ପ୍ରବର ରେ ଜନ୍ମିତ କନ୍ୟା ସହିତ ବିବାହ ନିଷିଦ୍ଧ ଅଟେ ।

13.ଭିନ୍ନ ଭିନ୍ନ ମାତା ଠାରୁ ଜାତ ହୋଇଥିବା ସନ୍ତାନ ଏକ ଦିନ ରେ ଓ ଏକ ମଣ୍ଡପ ରେ ବିବାହ କରି ପାରିବେ ।
14 କନ୍ୟା ର ପିତା ଠାରୁ କନ୍ୟା କୁ ଛଡାଇ ଆଣି ବିବାହ କଲେ ତାକୁ ରାକ୍ଷସ ବିବାହ କୁହାଯାଏ ।
15.କପଟ କରି କନ୍ୟା କୁ ଭୁଲାଇ ବିବାହ କଲେ ତାକୁ ପିଶାଚ ବିବାହ କୁହାଯାଏ ।
16.ବର କୁ ନିଜ ଘରକୁ ନିମନ୍ତ୍ରଣ କରି ଆଣି ଯଥା ଶକ୍ତି କନ୍ୟା କୁ ଅଳଙ୍କୃତ କରି ବିବାହ ଦେଲେ ତାଙ୍କ ଠାରୁ ଉତ୍ପନ୍ନ ପୁତ୍ର ଉଭୟ କୁଳ ର ଏକୋଇଶ ପୁରୁଷ ଉଦ୍ଧାର କରେ ।

married

17.ବାତୁଳ , ପତିତ , କୁଷ୍ଠ ରୋଗୀ , ନପୁଂସକ , ନିଜ ଗୋତ୍ର ରେ ଜାତ , ଅନ୍ଧ ବଧିର ଓ ଅପସ୍କାର ରୋଗୀ କୁ କନ୍ୟା ଦେବା ଅନୁଚିତ ହୋଇଥାଏ ।
18.ବର ର କୁଳ , ସ୍ଵଭାଵ , ବୟସ , ରୂପ , ବିଦ୍ୟା , ଧନ ଓ ପିତ୍ରାଦି ର ସହାୟତା ଗୁଣ ପରୀକ୍ଷା କରି କନ୍ୟା ଦାନ କରିବା ଉଚିତ ।
19. ଏକା ବର୍ଷ ରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ ବିବାହ କରିବା ଅନୁଚିତ , ଛଅ ମାସ ମଧ୍ୟରେ ବିବାହ କରିବା ଦ୍ୱାରା କନ୍ୟା ତିନି ବର୍ଷ ରେ ବିଧବା ହୋଇଥାଏ ।
20. ଭିନ୍ନ ଭିନ୍ନ ମାତା ଠାରୁ ଜାତ ହୋଇଥିବା ସନ୍ତାନ ଏକ ଦିନ ରେ ଓ ଏକ ମଣ୍ଡପ ରେ ବିବାହ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ