ପୁରୁଷ ଓ ମହିଳାମାନେ ବାଥରୁମରେ ଲଙ୍ଗଳା ହୋଇ ଗାଧେଇଲେ କ’ଣ ସଂକେତ ମିଳିଥାଏ – Ajira Anuchinta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟ ରେ ମଣିଷ କୁ ଭିନ୍ନ ଏବଂ ନିଆରା ରୂପରେ ଗଢିଛନ୍ତି । ଆଉ ଏପରି ଆପଣ ମାନେ ଯଦି ସମାଜର ନୀତି ନିୟମ କୁ ଦେଖିବେ ତେବେ ମଣିଷ ହେଲା ଏକ ମାତ୍ର ପ୍ରାଣୀ ଯିଏକି ସମସ୍ତ ନୀତି ନିୟମ ଦ୍ୱାରା ହିଁ ସେ ବନ୍ଧା ହୋଇଥାଏ । ଆମ ସଂସ୍କୃତି ଅନୁସାରେ ଆମକୁ ଏହି ସମାଜ ରେ ବାସ କରିବା ପାଇଁ ଆମକୁ କେତେକ ନୀତି ଦିନିଆ ପ୍ରଥା ସବୁକୁ ଆମକୁ ମାନିବାକୁ ହୋଇଥାଏ । ଆଉ ଏହାକୁ ଆମେ ମାନେ ନମାନିବା କାରଣ ଆମକୁ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡେ ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏପରି କିଛି ନିୟମ ବିଷୟ ରେ କହିବା ପାଇଁ ଯାଉଛୁ ଜାହା ଆପଣ ମାନଙ୍କୁ ଜିବନ ରେ ସୁଖଶାନ୍ତି ଦେବାରେ ସାହାଯ୍ୟ କରିବ । ବହୁତ ସମୟ ରେ ଆପଣ ମାନେ ଦେଖିଥିବେ କି ବହୁତ ବ୍ୟକ୍ତି ମାନେ ଟିକେ ଖୁସୀରେ ରହିବା ଲାଗି । କିମ୍ବା ନିଜର ଆର୍ଥିକ ସ୍ଥିିତିରେ ସୁଧାର ଆଣିବା ଲାଗି ବହୁତ ଚେଷ୍ଟା କରନ୍ତି । ହେଲେ ତାଙ୍କୁ କେବେବି ସଫଳତା ମିଳେ ନାହିଁ । ଏହାର କାରଣ ହେଲା ଆପଣ ମାନେ ସମାଜରେ କେତେକ ରୀତିନିତି କୁ ଜାଣିନାହାଁନ୍ତି ବା ଅଜାଣତରେ ଏମିତି କିଛି କାର୍ଯ୍ୟ କରି ଚଲୁଛନ୍ତି ଯାହା କାରଣ ରୁ ଆପଣ ଙ୍କୁ ଏକ ଅଭାବୀ ଜୀଵନ କାଟିବାକୁ ପଡୁଛି । ତେବେ ଆସନ୍ତୁ ଜାଣିବା ଏହିପରି କେତେକ ନିୟମ ବିଷୟରେ ଯାହାକୁ ମାନି ଚଳିଲେ ଘରେ ଧନ ସଂମ୍ପତ୍ତୀ ର ଅଭାବ ହେବ ନାହିଁ ।

jitu das

1. ଯେବେ ଆପଣ ମାନେ ଘରେ ଠାକୁର ଘର କରୁଛନ୍ତି ସେହି ସମୟରେ ଦେଖିବେ କି ଠାକୁର ଙ୍କ ମୁଁହ ପୂର୍ବ କୁ ହେବ ଏବଂ ଆପଣ ଙ୍କର ମୁଁହ ଏହାର ବିପରୀତ ଦିଗରେ ତଥା ପଶ୍ଚିମ ଦିଗ କୁ ରହିବ । ଏହା ଆପଣ ଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ ।

2. ଯେତେବେଳେ ଆପଣ ସକାଳେ ଉଠିଛନ୍ତି ସେତେବେଳେ କେବେ ବି ଆଇନା ରେ ବିନା ମୁଁହ ଧୋଇ ମୁଁହ କୁ ଦେଖନ୍ତୁ ନାହିଁ । ପ୍ରଥମେ ଉଠିବା ପରେ ନିଜ ବାପା ମାଆ କିମ୍ବା କୌଣସି ଦେବୀ ଦେବତା ଙ୍କୁ ଦର୍ଶନ କରିବା ବହୁତ ଶୁଭ ହୋଇଥାଏ । ନଚେତ ଆପଣ ସକାଳେ ଉଠିବା ପରେ କେବଳ ନିଜର ଦୁଇ ହାତ ର ପାପୁଲି କୁ ଏକା ସାଙ୍ଗରେ ମିଶେଇ ଦେଖନ୍ତୁ ତାହା ମଧ୍ୟ ଶୁଭ ହୋଇଥାଏ ।

3. ଅଧିକାଂଶ ସମୟ ରେ ଦେଖିବାକୁ ମିଳିଥାଏ ଯେ । ଲୋକମାନେ ଗାଧେଇବା ସମୟ ରେ ଉଲ-ଗ୍ନ ହୋଇ ଗାଧେଇ ନିଅନ୍ତି । ହେଲେ ଏହିପରି ଗାଧେଇବା ବହୁତ ଅଶୁଭ ହୋଇଥାଏ । କାରଣ ଆମେ ଗାଧେଇବା ସମୟ ରେ ଆପଣ ଆଖ ପାଖରେ ପୂର୍ବ ପୁରୁଷ ମାନେ ରହିଥାନ୍ତି ।

4. ସେହିଭଳି ଘରର ମହିଳା ମାନେ କେବେବି ପାଦ ରେ ଘର ର ଝାଡୁ କୁ ଆଡେଇ ଦିଅନ୍ତୁ ନାହିଁ ହେଲେ ଏହାକୁ କେବେବି ଖୋଲାଖୋଲି ସ୍ଥାନ ରେ ରଖନ୍ତୁ ନାହିଁ । ଏହାକୁ ଲୁଚେଇ କରି ରଖିବା ଶୁଭଫଳ ଦିଏ ।

5. ଆପଣ ମାନେ କୈଣସି ଦିନ ମଧ୍ୟ ସକାଳେ ବିଳମ୍ବ ରେ ଉଠନ୍ତୁ ନାହିଁ । ସକାଳେ ଶୀଘ୍ର ଉଠିବା ଏକ ଭଲ ଅଭ୍ୟାସ ଅଟେ ଯାହା ଆପଣ ଙ୍କୁ ଉଭୟ ଶାରୀରିକ ଓ ମାନିସିକ ସ୍ତର ରେ ଉନ୍ନତି ଆଣିବାର ରାସ୍ତା ଦେଖାଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ