ମହାଦେବଙ୍କ ୩ ନେତ୍ରର କଣ ରହିଛି ରହସ୍ୟ, ସତରେ କଣ ଏକା ଖୋଲିଲେ ପ୍ରଳୟ ଆସିବ !

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହାଦେବ ଙ୍କ ର ତ୍ରି ନେତ୍ର ବିଷୟ ରେ କିଛି ବିଶେଷ କଥା ଜଣାଇବୁ ତେବେ ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ମହାଦେବ ଙ୍କ ର ତ୍ରି ନେତ୍ର ରହିଛି ବୋଲି ବିଭିନ୍ନ ଫୋଟ ମାଧ୍ୟମ ରେ ଦେଖିବାକୁ ପାଇଥିବେ ।

ତେବେ ଆପଣ ମାନେ କଣ ଜାଣିଛନ୍ତି କି ଏହି ତ୍ରି ନେତ୍ର କାହିଁକି ରହିଛି ଏବଂ କଣ ସତରେ ଏହି ତ୍ରି ନେତ୍ର ଖୋଲିବା ଦ୍ୱାରା ଭୟଙ୍କର ପ୍ରଳୟ ଆସିବ । ତେବେ ସମ୍ପୁର୍ଣ୍ଣ ବିବରଣି ଆମେ ଆଜି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମ ରେ ଜଣାଇହବୁ । ତେବେ ବନ୍ଧୁଗଣ ଇଶ୍ୱର ଙ୍କ ତ୍ରି ମୃର୍ତ୍ତୀ ମଧ୍ୟ ରେ ଜଣେ ହେଉଛନ୍ତି ମହାଦେବ ତାଙ୍କୁ ଆଦି ଦେବ ମଧ୍ୟ କୁହାଯାଏ , ଭକ୍ତ ମାନେ ମହାଦେବ ଙ୍କୁ ତାଙ୍କ ନାମ ରେ ଡାକିଥାନ୍ତି ମହାଦେବ ଙ୍କ ର ଭେଶ ଭୁଷା ରେ ମଧ୍ୟ ରହିଛି ରହସ୍ୟ ।

mahadev

ପୁରାଣ ରେ ଲେଖା ରହିଛି ଭଗବାନ ଶିବ ଶ୍ମଶାନ ରେ ବି ବାସ କରନ୍ତି । ଶିବ ଙ୍କ ର ପ୍ରତି ଟି ଫୋଟ ରେ ଆମେ ଦେଖିଥିବା କି ଶିବ ଙ୍କ ର ବେକ ରେ ନାଗ ମସ୍ତକ ରେ ଅର୍ଦ୍ଧ ଚନ୍ଦ୍ରମା ଏବଂ ଜଟ ରୁ ଗଙ୍ଗା ବାହାରୁ ଥିବାର ଅନେକ ଭକ୍ତ ମାନେ ଏହା ମଧ୍ୟ କହନ୍ତି କି ମହାଦେବ ଭାଙ୍ଗ ଏବଂ ଗଞେଇ ସେବନ କରନ୍ତି ବୋଲି ଏମିତି ଅନେକ ରହସ୍ୟ ରହିଛି ଶିବ ଙ୍କୁ ନେଇ ଯାହା ଶିବ ଙ୍କୁ ସବୁ ଦେବ ଙ୍କ ଠାରୁ କିଛି ଅନନ୍ୟ କରି ରଖିଥାଏ ।

ହେଲେ ଆପଣ ମାନେ କଣ ଜାଣନ୍ତି କି ଶିବ ଙ୍କ ର ତୃତୀୟ ନେତ୍ର କଣ ପାଇଁ ରହିଛି ଏହି ତ୍ରି ନେତ୍ର ର ଆବଶ୍ୟକତା କଣ । କଣ ପାଇଁ ତାଙ୍କୁ ତ୍ରି ନେତ୍ର ଧାରୀ ବୋଲି କୁହାଯାଇଥାଏ । ତେବେ ଶିବ ପୁରାଣ ରେ ଭଗବାନ ଶିବ ଙ୍କ ର ତୃତୀୟ ଆଖି କୁ ନେଇ ଉଲ୍ଲେଖ କରାଯାଇଛି ଶିବ ଙ୍କ ର ତୃତୀୟ ଆଖି କୁ ନେଇ ମଥୁରା ର ଜଣେ ପ୍ରବକ୍ତା ଦେବକୀ ନନ୍ଦନ ଠାକୁର ଜି କହିଛନ୍ତି କି ଦେବ ଙ୍କ ମଧ୍ୟ ରେ ଶିବ ହେଉଛନ୍ତି ଜଣେ ଯାହାଙ୍କ ର ତ୍ରି ନେତ୍ର ରହିଛି ଯେଉଁ ଆଖି କେବଳ କ୍ରୋଦ୍ଧ ସମୟ ରେ ହିଁ ଖୋଲିଥାଏ ।

mahadev

କ୍ରୋଦ୍ଧ ହିଁ ଭଗବାନ ଙ୍କ ର ତୃତୀୟ ନେତ୍ର କୁ ଖୋଲିଥାଏ ଆଉ ଏହା ମଧ୍ୟ କୁହାଯାଇଛି କି ଏହି ନେତ୍ର ସେତେବେଳେ ଖୋଲି ଥାଏ ଯେତେବେଳେ ସାରା ବିଶ୍ୱ ଉପରେ ବିପଦ ଆସିଥାଏ ସବୁ ବିପଦକୁ ଏହି ତ୍ରି ନେତ୍ର ଖୋଲିବା ପରେ ତାଙ୍କ କ୍ରୋଦ୍ଧ ସହ ଏହା ମଧ୍ୟ ସମାହିତ ହୋଇଯାଇଥାଏ କିନ୍ତୁ ଏହା ଶିବ ଙ୍କ ର ଜନ୍ମ ହେବା ଠାରୁ ରହିଛି ନା ତାଙ୍କୁ ଏହା ଜନ୍ମ ହେବା ପରେ ବରଦାନ ରେ ମିଳିଛି ତାହା କହିବା ଅସମ୍ଭବ କିନ୍ତୁ ଏହା ସ୍ପଷ୍ଟ ଯେ କେବଳ କ୍ରୋଦ୍ଧ ସମୟ ରେ ହିଁ ଶିବ ଙ୍କ ର ତୃତୀୟ ନେତ୍ର ଖୋଲିଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ