ସାଂସଦ ଅନୁଭବ ଏମିତି ପୋଷ୍ଟର କାରଣ କଣ ? କିଏ ଏହି ସୌମ୍ୟ

anubhav 3

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାବୁ ଅନୁଭବ ଛାଡପତ୍ର ବିବାଦ ରେ ଫସିଛନ୍ତି । ସ୍ତ୍ରୀ ବର୍ଷା ଙ୍କ ସାଙ୍ଗରେ ତାଙ୍କର ପଡୁନି କିଏ କାହାକୁ କେଉଁ ବାଗରେ ଅପମାନିତ କରିବ ତାହା କରିବାକୁ ଦୁଇଜଣ ଜମାରୁ ହେଳା କରୁ ନହାଁନ୍ତି । ଏମିତି ଅନେକ ସେଲିବ୍ରେଟି ଙ୍କ ବିବାଦ ରହିଥିବା ବେଳେ ହେଲେ ଅନୁଭବ ଏବଂ ବର୍ଷା ଙ୍କ ବିବାଦ ଯେମିତି ରାସ୍ତାରେ ପଡି ହାଟରେ ଗଡୁଛି ।

ଆଉ କାହାର ସେମିତି କେବେବି ହୋଇନଥିବ ଅଭିନୟ ଅପେକ୍ଷା ସେମାନଙ୍କ ବିବାଦ ଏବେ ଭାରି ଚର୍ଚ୍ଚାରେ ଲୋକେ ବି ଭାରି କୁତୁକୁତୁ ହେଉଛନ୍ତି । ଅନୁଭବ ଶଙ୍ଖ ମାର୍କେଟ ରୁ ଆଉଟ ତାଙ୍କୁ ଆଉ ମୂଖିଆ ଭଲ ପାଉନାହାଁନ୍ତି । ପାଖ ପୁରେଇ ଦେଉନାହାଁନ୍ତି ତାରକା ପ୍ରଚାରକ ତାଲିକା ରେ ତାଙ୍କ ନାମ ନାହିଁ । ବରଂ ବର୍ଷା ଙ୍କୁ ଲୋଡିଲାଣି ଶଙ୍କ ଦଳ ସିଏ ଏବେ ଶଙ୍ଖ ବାର୍ତ୍ତା ଦେଇ ପ୍ରଚାର କୁ ଗଲେଣି ।

anubhav

ତେବେ ଅନୁଭବ ଯେତେ ବେଳେ କ୍ଷେମତା ରେ ଥିଲେ ସେତେ ପ୍ରତିଦ୍ୱନ୍ଦୀ ଜୟ ପଣ୍ଡାଙ୍କୁ ଅପମାନିତ କରି ବହୁତ ଆନନ୍ଦ ପାଉଥିଲେ । ଏବେ ତାଙ୍କ ସ୍ତ୍ରୀ ରାସ୍ତା ଘାଟ ରେ ତାଙ୍କୁ ନିର୍ଧୁମ ଅପମାନିତ କରୁଛନ୍ତି । ଏହାକୁ କୁହାଯାଏ କାବ୍ୟକ ନ୍ୟାୟ । ସେହି ପରି ଏବେ ସାମାଜିକ ଗଣମାଧ୍ୟମ ରେ ଅନୁଭବ ଙ୍କ ଗୋଟିଏ ଲେଖା କୁ ନେଇ ଭାରି ଚର୍ଚ୍ଚା ସାମ୍ବାଦିକ ମାନଙ୍କ ଭିତରେ ଏବଂ ନେତା ମହଲ ରେ ମଧ୍ୟ ସମସ୍ତେ ପ୍ରଶ୍ନ କରୁଛନ୍ତି ଇଏ ସୈମ୍ୟ ବାବୁ କିଏ ?

ଦେଖନ୍ତୁ କଣ ଲେଖିଛନ୍ତି ସିଏ ପ୍ରିୟ ସୈମ୍ୟ ତୁମେ ତାଙ୍କୁ ବାହା ହେବକି ? କଥା ଦେଉଛି ସବୁ ଖର୍ଚ୍ଚ ମୁଁ ବହନ କରିବି । ତା ପରେ ଲେଖିଛନ୍ତି ସୈମ୍ୟ କିଏ ଜାଣିଥିଲେ ଜଣେଇବେ । ଏଇଠି ମାଡ ଖାଇଗଲା ଓଡିଆ ବାବୁ ଅନୁଭବ ରାଜ୍ୟ ସଭା ଏବଂ ଲୋକସଭା ର ସଦସ୍ୟ ରହିଛନ୍ତି ।

ପ୍ରଥମେ ସେ ସୈମ୍ୟ ଙ୍କୁ ସମନ୍ଧନ କରି ବାହା ହେବେ ବୋଲି ପଚାରୁଥିଲେ ହେଲେ ପୁଣି ସେ ସୈମ୍ୟ କିଏ ପଚାରୁଛନ୍ତି । ତେବେ ପ୍ରଥମେ ,ସାସଂଦ ବାବୁ କୁହନ୍ତୁ କିଏ ସେହି ସୈମ୍ୟ ଜାହାଙ୍କ ବାହାଘର ରେ ସେ ସବୁ ଖର୍ଚ୍ଚ ବହନ କରିବା ପାଇଁ ରାଜି ଅଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *