ଓଡିଶାର ସବୁଠୁ ଲୋକପ୍ରିୟ ହୀରୋଇନ Archita Sahu ଙ୍କ ମୋଟ ସମ୍ପତ୍ତି କେତେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

Archita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଆମ ଓଲିଉଡ ଜଗତ ର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ଙ୍କ ବିଷୟରେ କିଛି ଅଜଣା କଥା ଜାଣିବା ଯେମିତି କି ତାଙ୍କର ଘର ପରିବାର ଏବଂ ତାଙ୍କ ସଂମ୍ପତୀ ବିଷୟ ରେ ଏମିତି ସବୁ କିଛି ତଥ୍ୟ ଜାଣିବା ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଅର୍ଚ୍ଚିତା ସାହୁ ଓଲିଉଡ କୁ ଆସିବା ପୂର୍ବ ରୁ ସେ ଓଡ଼ିଶା ର ଜଣେ ବହୁତ ଭଲ କ୍ଲାସିକାଲ ଡେନ୍ସର ଥିଲେ ।

ଆପଣ ମାନେ ଜାଣି ଥିବେ ନା ନାହିଁ ଆମେ ଜାଣିନାହୁଁ । ହେଲେ ସେ ଓଡ଼ିଶୀ ରେ ନଂ ୱାନ୍ ଡେନ୍ସର ରହିଥିଲେ କାହିଁକି ନା ସେ 6 ବର୍ଷ ବୟୟସ ରୁ ହିଁ ଓଡ଼ିଶୀ ଡେନ୍ସ କରୁଛନ୍ତି ଆଉ ସେ 2005 ମସିହା ରେ ହିଁ ଓଲିଉଡ ରେ ପାଦ ଦେଇ ଥିଲେ । ତାଙ୍କର ପ୍ରଥମ ଫିଲ୍ମ ହେଲା ଓ ମାଇ ଲଭ୍ । ତାଙ୍କର ତିନୋଟି ଫିଲ୍ମ ଆକାଶେ କି ରଙ୍ଗ ଲାଗିଲା , ବାବୁ ଆଇ ଲଭ୍ ୟୁ ,ଏବଂ ମୁଁ ଏକା ତୁମର ବହୁତ ହିଟ୍ ହୋଇଥିଲା ।

Archita Sahu

କେବଳ ଏତିକି ନୁହେଁ ସେ ଆମ ଓଡ଼ିଶା ପାଇଁ ବହୁତ ସୁନାମ ଅର୍ଜନ କରିଛନ୍ତି । ଯେ୍ମିତି କି 2013 ମସିହା ରେ ମିଶ୍ ଫେମନା ଆୱାର୍ଡ ସହିତ ମିଶ୍ ଟେଲେଣ୍ଟେଡ୍ ମିସ୍ ଷ୍ଟାଇଲିସ୍ ହେୟାର ର ପଦବୀ ଜିତି ଥିଲେ । ବର୍ତମାନ ର ବୟସ ହେଲା 27 ବର୍ଷ ତାଙ୍କର ଓଜନ 55 କିଲୋ ଏବଂ ତାଙ୍କର ହାଇଟ୍ ହେଲା 5 ଫୁଟ୍ 9 ଇଞ୍ଚ୍ ।

ଅର୍ଚ୍ଚିତା ସାହୁ ଙ୍କ ପାଖରେ 55 ଲକ୍ଷ ଟଙ୍କାର ର ଗୋଟିଏ BMW କାର୍ ରହିଛି । ଏହା ସହିତ ତାଙ୍କ ପାଖରେ ଗୋଟିଏ ଭଲ ଆଲିସାନ୍ ଘର ରହିଛି । ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 10 ରୁ 15 ଲକ୍ଷ ଟଙ୍କା ନେଇଥାନ୍ତି ।

Archita

ସେ 2005 ରୁ ଆଜି ଯାଏ ମୋଟ୍ 35 ଟି ଫିଲ୍ମ କରି ସାରିଛନ୍ତି । ଆଉ ଓଡ଼ିଶା ରେ ତାଙ୍କର ଫେନ୍ ସବୁଠୁ ଅଧିକ ରହିଛନ୍ତି । ସେ ଓଡ଼ିଶା ର ସବୁଠୁ ଚର୍ଚିତ ଅଟନ୍ତି । ଅର୍ଚ୍ଚିତା ସାହୁ ଗୋଟିଏ ଫିଲ୍ମ ପାଇଁ ଯେତେ ଟଙ୍କା ନିଅନ୍ତି ଏମିତି କେହି ହିରୋଇନ୍ ନିଅନ୍ତି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ