ଦୁନିଆର ସବୁଠାରୁ ବଡ ପାପ କଣ ? ଜାଣିଲେ ଚମକି ପଡିବେ ଆପଣ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଦୁନିଆଁ ବହୁତ ଗୁଡିଏ ପାପ ବିଷୟ ରେ ଜାଣିଥିବେ ତେବେ ସେହି ମଧ୍ୟ ରୁ ଦୁନିଆଁ ରେ ଏମିତି ବି କିଛି ପାପ ରହିଛି ଜାହାକୁ ଜାଣି ରଖିବା ନିହାତି ଭାବେ ଆବଶ୍ୟକ ଅଟେ । ସେହି ପରି ଆମ ମାନଙ୍କ ପ୍ରତେକ ପଶୁ ପକ୍ଷୀ ମାନଙ୍କ ଠାରୁ ବିଭିନ୍ନ ପ୍ରକାରର ଶୀଖଣୀ ରହିଛି । ତେବେ ଆମେ ମାନେ ମଣିଷ ସିହଂ ମାନଙ୍କ ଠାରୁ 1 ଟି ବଗ ମାନଙ୍କ ଠାରୁ 4 ଗୋଟି ସେହି ପରି କାଉ ମାନଙ୍କ ଠାରୁ 5 ଗୋଟି ଏବଂ ଶେଷ ରେ କୁକୁର ମାନଙ୍କ ଠାରୁ 6 ଗୋଟି ଗୁଣ ର ଶିକ୍ଷା କକିବା ଉଚିତ ଅଟେ । ତେବେ ମଣିଷ ଜିବନ ରେ ଯେକୈଣସି କାମ ହେଉ ତାହା ଛୋଟ ହେଉ କିମ୍ବା ବଡ ହେଉ ତାହାକୁ ସବୁ ବେଳେ ମନ ଲଗେଇ କରି କରିବା ବହୁତ ଜରୁରୀ ହୋଇଥାଏ ।

ତେବେ ପ୍ରଥମେ ସମୟ ର ସଦୁପୋଯୋଗ ରେ କେମିତି ସଠିକ୍ ସମୟ ରେ ଲଢିବା , ଶୋଇବା , ଭୋଜନ କରିବା , ସେହି ପରି ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ହରିଣ ଠାରୁ ଆମେ ମାନେ ସମୟ ର ସଂଗ୍ରହ କରିବା , ଅନ୍ୟ ପ୍ରତି ବିଶ୍ୱାସ ନକରିବା ସେହି ପରି କାଉ ଠାରୁ ଶିଖିବା ଜରୁରୀ ଅଟେ । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଦୁନିଆଁ ର କେଉଁ ପାପ ସବୁଠାରୁ ବଡ ଅଟେ ସେହି ବିଷୟ ରେ ଏଠାରେ ନିଶ୍ଚିତ ଭାବେ ଜଣେଇବା ପାଇଁ ଚେଷ୍ଟା କରିବୁ ।

Chanakya

ତେବେ ବନ୍ଧୁଗଣ ଆପଣ ମାନେ ଜାଣନ୍ତି କି ଯେଉଁ ବ୍ୟକ୍ତି ମାନେ ନିଜର ଆୟ ଠାରୁ ଅଧିକ ବ୍ୟୟ କରିବା ପାଇଁ ପସନ୍ଦ କରନ୍ତି । ଅନ୍ୟ ସହିତ ଝଗଡା କରିଥାଏ । ସେହି ବ୍ୟକ୍ତି ମାନେ କେବେ ବି ସୁଖ ରେ ରୁହନ୍ତି ନାହିଁ । ଯେମିତି ଧରତ୍ରୀ ଖୋଳିଲେ ପାଣି ବାହାରେ ସେହି ପରି ବେଳେ ଗୁରୁ ଙ୍କ ସେବା କରିବା ଦ୍ୱାରା ଆମକୁ ଜ୍ଞ୍ୟାନ ପ୍ରାପ୍ତି ହୋଇଥାଏ । ଏହା ମନେ ରଖିବା ଜରୁରୀ ଅଟେ କି ଗୁରୁ ସେବା ବିନା କେବେବି ମଣିଷ ଭଲ ଶିକ୍ଷା ପାଇ ପାରେ ନାହିଁ ।

ସେହି ପରି ଯେଉଁ ନାରୀ ନିଜ ସ୍ୱାମୀ ଙ୍କ କଥା ସୁଣେ ନାହିଁ । ହେଲେ ସ୍ୱାମୀ ଙ୍କ ପାଇଁ ବ୍ରତ ରଖେ ସେହି ସ୍ତ୍ରୀ ମାନେ ନିଜର ସ୍ୱାମୀ ଙ୍କ ଆୟ କୁ କମ୍ କରନ୍ତି । ଏବଂ ବନ୍ଧୁଗଣ ଏହି ପରି ନାରୀ ମାନେ ବୃଦ୍ଧ ହେବା ପୂର୍ବରୁ ହିଁ ଏମାନେ ମୃ-ତ୍ୟୁ ଲୋକା ଗମନ କରନ୍ତି । ସବୁ ମହିଳା ମାନଙ୍କ ପାଇଁ ପୁରୁଷ ସେବା କରିବା ଦ୍ୱାରା ସେମାନଙ୍କୁ ସ୍ୱର୍ଗ ପ୍ରାପ୍ତି ହୁଏ ।

ଏବଂ ମଣିଷ ଜିବନର ଅର୍ଥ ହେଲା ସବୁ ବେଳେ ଭଲ କାମ କରିବା । ତେବେ ବନ୍ଧୁଗଣ ପୁରଷ ଭଲ କାମ କରି ମହାନ ହୋଇଥାଏ । ଏହି କଥା ଜାଣିଥିବେ ଜିବନ କ୍ଷେଣ ସ୍ଥାୟୀ ଅଟେ ସେହିଥି ପାଇଁ ଜିବନ ର ପ୍ରତ୍ୟୋକ ମୂହୁର୍ତ୍ୱ ଆମକୁ ଭଲ କାମରେ ଲଗେଇବା ଜରୁରୀ ଅଟେ । ଯେତେ ବେଳ ଯାଏ ଜିବନ ଥାଏ ସେତେବେଳ ଯାଏ ଜିବନ ଆନନ୍ଦ ପୂର୍ଣ୍ଣ ରହେ । ହେଲେ ମୃ-ତ୍ୟୁ ଆସିଲେ ବନ୍ଧୁଗଣ ସବୁ ଖୁସୀ ସରିଯାଏ । ଏହି ସଂସାର ରେ ଭଗବାନ ଙ୍କୁ ଛାଡି ଦେଲେ ସବୁ କିଛି ଅସ୍ଥାୟୀ ଅଟେ ।

Chanakya

ଧର୍ମ ହିଁ ଅଟଳ ସତ୍ୟ ହେବା ସହିତ ମଣିଷ ନିଜର କର୍ମ ଦ୍ୱାରା ହିଁ ଛୋଟ ବା ବଡ ସାବ୍ୟସ୍ତ ହୋଇଥାଏ । ଭଲ କାମ କରିଲେ ଜିବନ ରେ ସୁଖ ସମୃଦ୍ଧି ମିଳେ । ମାନବ ଶରୀର ରେ ତାର ଆତ୍ମା କୁ ଅଲଗା କରିବା ପରେ ତାର ବ୍ୟକ୍ତିତ୍ୱ କୁ କେବେ ବି ଜାଣି ହୁଏ ନାହିଁ । କେବଳ ହିଁ କେବଳ ବିଚାର ମାଧ୍ୟମ ରେ ହିଁ ଏହାର ପରଖ କରାଜାଇ ପାରିବ ।

ସେମିତି ରେ ଏପରି ମଣିଷ ଜିବନ ରେ ପ୍ରତ୍ୟୋକ ସ୍ଥିତି ରେ ପ୍ରଭାବ ପଡେ । ସେ ନିଜର ଭାବନା ଅନୁସାରେ ହିଁ ଫଳ ପ୍ରାପ୍ତି କରେ । ଯେଉଁ ପୂଜକ ଫଳ ମୂଳ ଖାଇ ସଂସାର ରୁ ଦୂରେଇ ରହି ଜଙ୍ଗଲ ମଧ୍ୟରେ ପୂଜା ଅର୍ଚ୍ଚାନା କରେ ସେ ହିଁ ସଚ୍ଚା ପୂଜକ ଭାବେ ପରିଗଣିତ ହୋଇଥାଏ । ସେହିଥି ପାଇଁ ସବୁ ମଣିଷ ମାନଙ୍କୁ ବହୁତ ଭଲ କାମ କରି ବହୁତ ଭଲ ଫଳ ଅର୍ଜନ କରିବା ଜରୁରୀ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ