
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଦୁନିଆଁ ର ସବୁଠୁ ବଡ ପାପ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଆସିଛୁ । ଆମେ ମାନେ ପ୍ରତ୍ୟେକ ଦିନ କିଛି ନା କିଛି କାମ କରି ଥାନ୍ତି । ଏଥି ମଧ୍ୟ ରେ କିଛି କାର୍ଯ୍ୟ ପାପ ହୋଇ ଥିବା ବେଳେ କିଛି କାର୍ଯ୍ୟ ପପ କୀର୍ଯ୍ୟ ରେ ପରିଗିତ ହୋଇ ନ ଥୀାଏ । ହେଲେ ଏହି ଦୁନିଆଁ ରେ ଏମିତି ବି କିଛି ପାପ ରହିଛି ଯେଉଁ ପାପ କରିଲେ କେବେ ବି କ୍ଷେମା ମିଳେ ନାହିଁ ଏବଂ ଏମିତି ମଧ୍ୟ ରେ ଏଙାକୁ ଦୁନିଆଁ ର ବହୁତ ବଡ ପାପ ବୋଲି ବି କୁହା ଜାଇ ଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ମହାଭାରତ ରେ ଭଗବାନ ଶ୍ରୀ କୃଷ୍ଣ କହି ଥିଲେ କି ଏହି ଦୁନିଆଁ ରେ ସେହି ବ୍ୟକ୍ତି ହିଁଁ ସବୁଠୁ ଅଧିକ ପାପୀ ହୋଇ ଥାଏ ଯେଉଁ ମାନେ ମହିଳା ମାନଙ୍କ ଇଜ୍ଜତ୍ ସହିତ ଖେଳି ଥାନ୍ତି । ସେହିପରି ଜ୍ୟତିଷ ବିଜ୍ଞ୍ୟାନି ମାନଙ୍କ ମତ ରେ ନାରୀ ଶକ୍ତି ଗୋଟିଏ ଏମିତି ଶକ୍ତି ହୋଇ ଥାଏ କି ଜାହାର ତୁଳନା କରିବା ଅସମ୍ଭବ ହୋଇ ଥାଏ ।
ସେହି ପରି ଭାବେ ନାରୀ ଙ୍କୁ ସଂସାର ର ପୂଜନିୟ ବୋଲି କୁହା ଜାଇ ଥିବା ବେଳେ ସେମାନଙ୍କ ଅପମାନ ବି ସଂସାର କୁ ଅପମାନୀତ କରିବା ର ସମାନ ଅଟେ । ସେମିତି ରେ ଯେଉଁ ମାନେ ନାରୀ ଙ୍କୁ କଷ୍ଟ ଦେଇ ଥାନ୍ତି ଏବଂ ଯେଉଁ ମାନେ ନାରୀ ଙ୍କ ଧର୍ଷଣ କରି ଥାନ୍ତି ସେମିତି ବେଳେ ଏହି ସଂସାର ସଂମ୍ପର୍ଣ୍ଣ ଭାବେ ପାପ ର ଭାଗୀ ଦାରୀ ହୋଇ ଥାଏ । ତେବେ ସେମିତି ରେ ଆପଣ ମାନେ କେବେ ବି ନାରୀ କୁ ଅସମ୍ମାନ କରନ୍ତୁ ନାହିଁ ଏହା ଦ୍ୱାରା ଆପଣ ମାନେ ବି ଏହାର ଭାଗୀ ଦାରୀ ହୋଇ ପାରନ୍ତି ।
ସେମିତି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି । ଯଦି ଆପଣ ମାନେ ନାରୀ ଙ୍କୁ ସମ୍ମାନ କରିବେ ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ସହେ ଜନ୍ମ ର ପୂର୍ଣ୍ୟ ଅର୍ଜନ କରିବା ପାଇଁ ମିଳିଥାଏ । ସେହି ପରି ଭାବେ ପାପ ରୁ ମୁକ୍ତି ପାଇବାର ସରଳ ଉପାୟ ହେଲା ଆପଣ ମାନେ ପ୍ରତ୍ୟେକ ଦିନ ନିଜ ମାଆ ଙ୍କ ସେବା କରନ୍ତୁ ଆପଣ ମାନେ ଜିବନ ରେ କରି ଥିବା ପାପ ରୁ ମୁକ୍ତି ପାଇବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।