କଣ ନିଜର ଗର୍ବ ପାଇଁ ପିଣ୍ଟୁଙ୍କୁ ଦେଖିଲେନି ଅନୁଭବ । ଜାଣନ୍ତୁ ପୁରା କାରଣ

pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କ ଦେହ ଖାରର ହେବା ମଧ୍ୟରେ ଭୁବନେଶ୍ୱର ଠାରୁ ଦିଲ୍ଲୀ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ କେନ୍ଦ୍ରାପଡା ର ସାଂସଦ ଅନୂୁଭବ ମହାନ୍ତି । ହେଲେ କେବେ ଅନୁଭବ ମହାନ୍ତି କ୍ୟମେରା ସାମ୍ନାରେ ବାଇଟ୍ ଦେଇ ନାହାଁନ୍ତି । କେବେ ଅନୁଭବ ମହାନ୍ତି ଙ୍କ ପ୍ରତିକ୍ରିୟା ଲୋକ ମାନେ ସୁଣିବାକୁ ପାଇ ନାହାଁନ୍ତି । ତଥାପି ଚର୍ଚ୍ଚା ହେଉଥିଲା କି ଅନୁଭବ ମହାନ୍ତି ଦିଲ୍ଲୀରେ ଅଛନ୍ତି । ସେ ପିଣ୍ଟୁ ନନ୍ଦ ଙ୍କ ପାଖରେ ରହିଛନ୍ତି ସେହି ସବୁ ସୁଣିବାକୁ ମିଳୁ ଥିଲା ।

ଏମିତି ବେଳେ ସେ କୁଆଡେ ଡାକ୍ତର ଙ୍କ ସହିତ କଥା ବର୍ତ୍ତା ହେଉଛନ୍ତି । ଏବଂ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଠିକ୍ ହେବାକୁ ନେଇ ସେ କିଛି ଦାୟୁତ୍ୱ ନିଭାଉଛନ୍ତି । ହେଲେ ଚର୍ଚ୍ଚା ହେଉଥିବା ଏହି କଥାଟି କେତେ ସତ ଆଉ କେତେ ମିଛ ତାହା ସ୍ପଷ୍ଟ ହୋଇ ନାହିଁ । ହେଲେ ଯେତେ ବେଳେ ପିଣ୍ଟୁ ନନ୍ଦ ଙ୍କ ଦେହାନ୍ତ ହେଲା ସେତେ ବେଳେ ଅନୁଭବ ମହାନ୍ତି ଙ୍କୁ ଦେଖିବାକୁ ମିଳି ନଥିଲା ।

Pintu

ଅଭିମନ୍ୟୁ ଚଳଚିତ୍ର ରେ ପିଣ୍ଟୁ ନନ୍ଦ ଏବଂ ଅନୁଭବ ମହାନ୍ତି ଙ୍କ ନିକ୍ଷୁଣ ଅଭିନୟ ଦର୍ଶକ ମାନଙ୍କୁ ମତୁଆଲା କରିଥିଲା । ଆଉ ଏହି ଚଳଚିତ୍ର ଦେଖିବା ପରେ ସମସ୍ତେ କହିଥିଲେ କି କେବଳ ରିଲ୍ ରେ ନୁହେଁ ବରଂ ରିଏଲ ରେ ମଧ୍ୟ ପିଣ୍ଟୁ ନନ୍ଦ ଏବଂ ଅନୁଭବ ମହାନ୍ତି ଭାଇ ଭାଇ । ହେଲେ ପିଣ୍ଟୁ ନନ୍ଦ ଙ୍କୁ ଶେଷ ଥର ପାଇଁ ଦେଖିବାକୁ ଆସିଲେ ନାହିଁ ଅନୁଭବ ମହାନ୍ତି ।

ଏହା ପଛର କାରଣ କଣ ଏହାକୁ ନେଇ କିଛି ଗଣ ମାଧ୍ୟମ ପ୍ରତିନିଧି ଅନୁଭବ ମହାନ୍ତି ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ଆଉ ତା ପରେ ଅନୁଭବ ମହାନ୍ତି କହିଥିଲେ କି ସେ ପାରିବାରିକ ବିବାଦ ହେଉ କି ଅନ୍ୟ କୈଣସି ଘଟଣା ମତେ କହିବାକୁ ମନା । ବନ୍ଧୁଗଣ ଯେଉଁ ଭଳି ଭାବେ ଚର୍ଚ୍ଚା ହେଉଥିଲା ପିଣ୍ଟୁ ନନ୍ଦ ଦିଲ୍ଲୀ ଗଲା ପରେ କିଛି ଦାୟୁତ୍ୱ ଅନୁଭବ ବୁଝା ବୁଝି କରୁଥିଲେ ।

ଆଉ ଏମିତି ର ସବୁ କଳାକାର ମାନେ ବି ଦୈଡି ଆସିଥିଲେ ପିଣ୍ଟୁ ନନ୍ଦ ଙ୍କ ପାଇଁ । ହେଲେ ସର୍ବ ପ୍ରଥମେ ଯେଉଁ ଲିଭର ଜରୁରୀ ଥିଲା ତାହା ମିଳି ପାରିଲା ନାହିଁ । ଆଉ ଏବେ ଚର୍ଚ୍ଚା ହେଉଛି ଜାହା ଯଥା ଶୀଘ୍ର କରିବାର ଥିଲା ତାହା ବିଳମ୍ଭ ହେଉଥିଲା । ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ପାରିଥାନ୍ତେ ହେଲେ ତାଙ୍କର ବିୟୋଗ ହୋଇଗଲା । ଯାହାକୁ ସହଜ ରେ ଗ୍ରହଣ କରିପାରୁ ନାହିଁ ଓଡିଶା ବାସୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *