ଗର୍ଭରେ ଛୁଆ ରଖିବାକୁ ସ୍ତ୍ରୀ ପାଇଁ, କେଉଁ ସମୟ ସବୁଠାରୁ ଉତ୍କୃଷ୍ଟ ?

Pregnancy

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ଗୋଟେ କୋପଲ ଲଭ ମେକିଂ କିମ୍ବା ଇଣ୍ଟର କୋର୍ସ କରୁଛନ୍ତି ତେବେ ସେମାନଙ୍କୁ କେଉଁ ସମୟ ରେ ଇଣ୍ଟର କୋର୍ସ କରିବେ ତେବେ ସେମାନଙ୍କର ଛୁଆ ରହିବାର ଅଧିକ ଚାନ୍ସ ରହିଥାଏ । ନିଶ୍ଚିତ ଭାବେ ଆମେ ଆପଣ ମାନଙ୍କୁ କହି ପାରିବୁ କି ଯେଉଁ କୋପୁଲ ମାନେ ପ୍ରେଗନ୍ସି ପ୍ଲାନ କରୁଛନ୍ତି । ତେବେ ସେମାନଙ୍କ ପାଇଁ ଏକ କୋନସେପ୍ଟ ରହିଛି ଟାଇମ୍ ଇଣ୍ଟର କୋର୍ସ ସେହି ବିଷୟ ରେ ଜାଣିବା ଜରୁରୀ କାରଣ ଦେଖନ୍ତୁ ।

ତେବେ ଦେଖନ୍ତୁ ଯେତେ ବେଳେ ଗୋଟିଏ ସ୍ତ୍ରୀ ର ଅଣ୍ଡାଟି ଫୁଟେ ସେତେ ବେଳେ ଏହି ଅଣ୍ଡାଟି ସାଧାରଣତଃ ଗର୍ଭନଳୀ କିମ୍ବା ଫଲିଫିଆନ ଟ୍ୟୁବ୍ ଭିତର କୁ ପ୍ରବେଶ କରିଥାଏ । ପ୍ରେବଶ କରିବା ପରେ ସେଠାରେ 12 ଘଣ୍ଟା ରୁ 24 ଘଣ୍ଟା ପର୍ଯ୍ୟନ୍ତ ରହେ । ତା ପରେ ସେହିଠାରେ ନଷ୍ଟ ହୋଇଯାଏ । ଏବଂ ପରେ ହୋଜବେଣ୍ଡ ର ଯେଉଁ ସ୍ପର୍ମ ଭାଇଜନାରୀ ଜିପୋଜିତ ହେବା ପରେ ସ୍ପର୍ମ ଗୁଡିଏ ମାଇଗ୍ରେଡ କରନ୍ତି ଇଟ୍ରସ୍ ମଧ୍ୟକୁ ଏବଂ ସେହି ଗୁଡିକ ଆଗକୁ ବଢନ୍ତି । ଏହା ପରେ ତାହା ପୁଣି ଜାଇ ଗର୍ଭ ନଳୀ ମଧ୍ୟକୁ ଜାଇ ପ୍ରବେଶ କରନ୍ତି ।

ପୁରୁଷ ଙ୍କ ଠାରେ ଯେଉଁ ଲକ୍ଷାଧିକ ପରିମାଣ ରେ ସ୍ପର୍ମ ଥାଏ ଏବଂ ସେହି ମଧ୍ୟରୁ କେବଳ ଗୋଚିଏ ହିଁ ଅଣ୍ଡ ମଧ୍ୟରେ ପ୍ରବେଶ କରି ପାରେ । ତେବେ ସେହି ଟାଇମ୍ ମଧ୍ୟରେ ଯଦି ଅଣ୍ଡ ଟା ଫୁଟୁଛି କିମ୍ବା ସେହି ସମୟ ରେ ପୁରୁଷ ଙ୍କ ସିମେନ ଟା ପାଖରେ ରହିଛି । ତାହାଲେ ଫର୍ଟିଲାଇଜେସନ ର ଚାନ୍ସ ବଢିଯିବ ଏବଂ ପ୍ରେଗନ୍ସସି ର ଚାନ୍ସ ବି ବଢିଯିବ । ସେହି କୋନସେପ୍ଟ କୁ ଆମେ ମାନେ ଟାଇମ୍ ଇଣ୍ଟର୍କୋର୍ସ ହୋଇଥାଏ ।

Pregnancy

ସେହି ପରି ଅଣ୍ଡା କେଉଁ ସମୟ ରେ ଫୁଟେ ସେହି ବିଷୟ ରେ ବି ଜାଣିବା ଜରୁରୀ ଅଟେ ସାଧାରଣତଃ ସ୍ତ୍ରୀ ଲୋକ ମାନଙ୍କର ମାସିକ ପିରିୟଡ ରହିଥାଏ । ତାହାର ପ୍ରଥମ ଦିନକୁ ଆମେ ମାନେ ଡେ ୱାନ୍ କହୁ । ଆଉ ମେନ୍ସ ର 14 ବା 15 ଦିନ ପରେ ଅଣ୍ଡ ଟା ଫୁଟି ଥାଏ । ଯେଉଁ ମାନଙ୍କର ନର୍ମାଲ ସାଇକୋଲୋଜି 30 କିମ୍ବା 28 ଦିନର ସାଇକୋଲ ସେମାନଙ୍କର ଡେ 14 କିମ୍ବା 15 ରେ ଅଣ୍ଡା ଫୁଟିଥାଏ ।

ତେବେ ଯେଉଁ ମାନଙ୍କର ପ୍ରେଗନେନ୍ସି ପ୍ଲାନ୍ କରିବାର ରହିଥାଏ ସେମାନଙ୍କୁ ଆମେ ମାନେ ସଜେଷ୍ଟ କରିବୁ କି ଆପଣ ମାନେ ସେହି ଅଣ୍ଡ ଫୁଟିବାର 4 ଦିନ ଆଗରୁ କିମ୍ବା 4 ଦିନ ମଧ୍ୟରେ ହିଁ ସେମାନେ ସଂ-ମ୍ପର୍କ ରଖି ପାରିଲେ ସେମାନଙ୍କର ପ୍ରେଗ୍ନେଣ୍ଟ ହେବାର ଚାନ୍ସ ବହୁତ ଅଧିକ ବଢିଯାଏ ।

ତେବେ ସବୁବେଳେ ମନେ ରଖିବେ କି ମେନ୍ସ ହେବାର 10 ରୁ 20 ଦିନ ମଧ୍ୟରେ ସାଙ୍ଗରେ ରହୁଛନ୍ତି କିମ୍ବା ମିଶୁଛନ୍ତି ତେବେ ମଧ୍ୟ ସେମାନଙ୍କର ପ୍ରେଗନ୍ସସି ହେବାର ଚାନ୍ସ ବହୁତ ଅଧିକ ରହିଥାଏ । ତେବେ ବନ୍ଧୁଗଣ ଏହି କୋନସେପ୍ଟ କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣିବା ଦରକାର ଯେଉଁ ମାନେ ପ୍ରେଗନ୍ସସି ପାଇଁ ପ୍ଲାନିଂ କରୁଛନ୍ତି ସେମାନଙ୍କ ପାଇଁ ଏହାହିଁ ସଠିକ୍ ଉପାୟ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *