ବିବାହ ପୂର୍ବରୁ ସେ-କ୍ସ କଲେ କଣ ହୁଏ ?

marriage

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ପୂର୍ବ ରୁ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା କେତେ ପରିମାଣ ରେ ଠିକ୍ ହୋଇଥାଏ ଏବଂ କେତେ ପରିମାଣ ରେ ଭୁଲ ହୋଇଥାଏ । ଏମିତି ରେ ଏହା କାହା ପାଇଁ ଠିକ୍ ଏବଂ କାହା ପାଇଁ ଭୁଲ ହୋଇଥାଏ । ହେଲେ ଏହା କଲେ କଣ ଭଲ ଏବଂ କଣ ଖରାପ୍ ହେବ ସେହି ବିଷୟ ରେ ଆପଣ ମାନଙ୍କ ସହିିତ କଥା ହେବା ପାଇଁ ଆସିଛୁ ।

ସେମିତି ରେ ଯଦି ଆପଣ ମାନେ ଚାହାଁନ୍ତି କି ଆପଣ ଙ୍କ ପାର୍ଟନର ଙ୍କ ଭଲ ପାଇବା ଆପଣ ଙ୍କ ପାଇଁ ବଢି ଯାଉ ତେବେ ଏହାକୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ । ପ୍ରଥମ ପୟେଣ୍ଟ ହେଉଛି ଆପଣ ମାନେ ନିଜର ପାର୍ଟନର ସହିତ ଶା-ରୀ-ରିକ ସ-ମ୍ୱ-ଦ୍ଧ ପାଇଁ ଚେଷ୍ଟା କରନ୍ତୁ ନାହିଁ । କି ଆପଣ ଙ୍କ ସହିତ ସେହି କାମ କରିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ । ଏମିତି ବି ହୋଇ ପାରେ ଆପଣ ମାନେ ଜାହା ସହିତ ହିଁ ସଂ-ମ୍ପ-ର୍କ ରଖୁଛନ୍ତି ସେମାନେ ଭବିଷ୍ୟତ ରେ ନିଶ୍ଚତ ଭାବେ ଆପଣ ମାନଙ୍କ ର ଗୋଟିଏ ବଡ ଶତୃ ହୋଇ ପାରନ୍ତି । ଆଉ ସେମିତି ରେ ଏହା ପାଇଁ ତୁମ ପରିବାର ମଧ୍ୟ ଅସୁବିଧା ରେ ପଡି ପାରେ ।

loves

ସେହିପରି ବେଳେ ଝିଅ କୁ ଘରର ଇଜ୍ଜତ ହୋଇଥାନ୍ତି ତେବେ ପରେ ଏମାନଙ୍କ ପାଇଁ ଏହା ବହୁତ ଅସୁବିଧା ରେ ପଡି ପାରନ୍ତି । ଯଦି ସଂମ୍ପର୍କ କୁ ବିବାହ ପର୍ଯ୍ୟନ୍ତ ମଜବୁତ କରିବା ପାଇଁ ଚାହାଁନ୍ତି । ତେବେ ଏମିତି କରିବା ପାଇଁ ପଡିବ । ହେଲେ ଯଦି ଆପଣ ମାନେ ପ୍ରଥମ ରୁ ଏମିତି ଭାବେ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା ଆରମ୍ଭ କରିବେ । ତେବେ ସେ ଆପଣଙ୍କ ଠାରୁ ଦୂରେଇ ଯିବା ଆରମ୍ଭ କରିବ । କାରଣ ସେ ଜାହା ଚାହୁଁ ଥିଲା ତାହା ହୋଇଗଲା । ଅବସ୍ୟ ହଠାତ୍ ଦୂରେଇ ଯିବନାହିଁ । ହେଲେ ତା ମନ ହେଲେ ଆପଣଙ୍କ ଉପରେ ସେ ରାଗିବ ।

ଦୁଇରେ ହେଉଛି ତା ଅପେକ୍ଷା ନିଜକୁ ଅଧକ ଧ୍ୟନ ଦେବା ପାଇଁ ପଡିବ । ଅଧିକ ସମୟ ନିଜ ପାଇଁ ପାର୍ଟନର ପାଇଁ କମ୍ ସମୟ ଦେଲେ ସେ ଆପଣଙ୍କୁ ଝୁରିବ । ବହୁତ ସମୟ ରେ ଆମେ ମାନେ ନିଜର ସମୟ କେରିଅର ଉପରେ ନ ଦେଇ ପାର୍ଟନର ଉପରେ ଦିଅନ୍ତୁ । ତେବେ ସେମିତି ବେଲେ ଆପଣ ମାନେ ସେହି ପାର୍ଟନର ଙ୍କୁ କେବେ ବି ଖୁସି ରେ ରଖି ପାରନ୍ତି ନାହିଁ । ଏବଂ ନହେଲେ ସେ ବିବାହ ପୂର୍ବ ରୁ ହିଁ ଅଲଗା ହୋଇଯାଏ । ବିବାହ ପୂର୍ବ ରୁ ନିଜର ପାର୍ଟନର ସହିତ ଶା-ରୀ-ରିକ ସ-ମ୍ଭ-ଗ ପାଇଁ ଚେଷ୍ଟା କରନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ