ପୁଅ ମାନଙ୍କର କେଉଁ ଜିନିଷ ଝିଅ ମାନଙ୍କୁ ଅଧିକ ପସନ୍ଦ ଥାଏ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ପୁଅ ମାନେ ଦାୟିତ୍ୱ ସଂମ୍ପର୍ଣ୍ଣ ସେମାନଙ୍କୁ ଝିଅ ମାନେ ମୋଟ ବି ପସନ୍ଦ କରି ନ ଥାନ୍ତି । ଅର୍ଥାତ ଯେଉଁ ପୁଅ ମାନେ ନିଜର ଦାୟିତ୍ୱ ନିଜେ ତୁଲେଇ ପାରନ୍ତି ନାହିଁ ତଥା ନିଜର ଭାର ନିଜେ ଉଠେଇ ଥାନ୍ତି । ସେହି ପରି ପୁଅ ମାନଙ୍କୁ ଝିଅ ମାନେ ଜମା ବି ପସନ୍ଦ କରନ୍ତି ନାହିଁ। ତେଣୁ ଆପଣ ଯଦି ନିଜର ସମୟ ନଷ୍ଟ କରୁଛନ୍ତି । ଦିନ ରାତି ମୋବାଇଲ ରେ ଖେଳୁଛନ୍ତି ଅଥବା ସାଙ୍ଗ ସାଥି ଙ୍କ ସହିତ ସମୟ ବର୍ବାଦ କରୁଛନ୍ତି ତ ଆପଣଙ୍କୁ ଝିଅ ଜମା ବି ପସନ୍ଦ କରିବେ ନାହିଁ।

ଝିଅ ଙ୍କ ପଛରେ ପଡିବା: ଅଧିକାଂଶ ପୁଅ ଭାବନ୍ତି ଯେ ଝିଅ ଙ୍କର ପଛରେ ପଡିବା ଦ୍ୱାରା ଅଥବା ତାଙ୍କ ସାମ୍ନା ରେ ନିଜର ଭଲ ପାଇବା ଦେଖେଇବା ଦ୍ୱାରା ଝିଅ ମାନେ ଶୀଘ୍ର ମାନି ଯିବେ ଏବଂ ତାଙ୍କ ଉପରେ ଏହାର ପ୍ରଭାବ ପଡିବ। ମାତ୍ର ଏହା କେବେ ବି ହୁଏ ନାହିଁ । ଝିଅ ମାନେ ସେହି ପୁଅ ଠାରୁ ଆହୁରି ଦୂରକୁ ଦୂରକୁ ଯାଆନ୍ତି ଯେଉଁ ପୁଅ ତାଙ୍କ ପଛରେ ଲାଗି ଥାଏ। ତ ଆପଣ ଯଦି ଝିଅ ଙ୍କୁ ଖୁସି କରିବାକୁ ଚାହାଁନ୍ତି ତ ଆଗେ ନିଜେ ଖୁସିରେ ରୁହନ୍ତୁ ଏବଂ ନିଜର ଜୀବନ କୁ ଖୁସି ରେ ଭରି ଦିଅନ୍ତୁ। ଝିଅ ଆପେ ଆପେ ଆପଣଙ୍କର ହେଇଯିବ।

love 2

ଆପଣଙ୍କର କଥା କହିବା ଶୈଳୀ: ବେଳେବେଳେ ବହୁତ ପୁଅ ମାନେ ନିଜର କଥା ମାଧ୍ୟମରେ ଦୁନିଆ କୁ ଇଂପ୍ରେସ କରିଥାନ୍ତି । ଏପରି ଲୋକ ନିଜର କଥା ଦ୍ୱାରା ମୁସ୍କିଲ ରୁ ମୁସ୍କିଲ କଥା କୁ ବି ସହଜ ରେ ବୁଝେଇ ଥାନ୍ତି । ଏପରି ବ୍ୟକ୍ତିତ୍ୱ ଥିବା ବ୍ୟକ୍ତି ଙ୍କୁ ଝିଅ ମାନେ ବହୁତ ଭଲ ଭାବେ ପସନ୍ଦ କରନ୍ତି। ତ ଏହାଦ୍ୱାରା ଆପଣ କାହାକୁ ବି ଇଂପ୍ରେସ କରି ପାରିବେ।

ସମ୍ମାନ ଦେବା: ଆପଣ ଯଦି ନିଜ ମନ ରେ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ଯାଏ କାହାକୁ ବି ସମ୍ମାନ ଦେଇପାରିବେ ତ କେହି ବି ଝିଅ ନଜର ରେ ଆପଣ ଉପରକୁ ଯିବେ। କାରଣ ସମସ୍ତ ଝିଅ ଚାହିଁଥାନ୍ତି କି ତାର ପାର୍ଟନର ତାଙ୍କୁ ସମ୍ମାନ ଦେଉ। ତ ଆପଣ ଛଳନା ନ କରି ଯଦି ସତରେ ସମ୍ମାନ ଦେବେ ତେବେ ଆପଣ ଝିଅ ମାନଙ୍କ ନଜର ରେ ବଡ ହୋଇଯିବେ ।

love

ସ୍ୱତନ୍ତ୍ର ପରିଚୟ : ଆପଣ ଯେଉଁ ସହର ଅଥବା ଅଞ୍ଚଳ ମାନଙ୍କରେ ରହୁଛନ୍ତି ସେଠାରେ ଆପଣଙ୍କର ଭଲ ପରିଚୟ ଥିବା ଜରୁରୀ ଅଟେ । ଯଦି ଲୋକ ଆପଣଙ୍କ ବାବଦରେ ଭଲ କହିବେ ତେବେ କେହି ବି ଆପଣଙ୍କୁ ଜଲ୍ଦି ପସନ୍ଦ କରିବ ଏବଂ ଖାସ କରି ଝିଅ ମାନେ ଆପଣଙ୍କୁ ବହୁତ ଜଲ୍ଦି ପସନ୍ଦ କରିବେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *