ଝିଅରେ ତୁ କଣ କଲୁ…ଆମେ ସବୁ କାନ୍ଦୁଛୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଟିକିଏ ଖୁସୀ ପାଇଁ ଜିବନ ଚାଲିଗଲା ଜଣେ ପରେ ଜଣଙ୍କର ଜିବନ ଯାଉଛି ତଥାପି କଣ ପାଇଁ ଅମାନିଆ । ଏଇ ତ ଜିବନ ଆରମ୍ଭ କରିଥିଲେ ଆଉ ଜଣେ ମେଧାବି ଛାତ୍ରୀ ବି ଥିଲେ । ତେବେ ଟ୍ରେନ ଉପରେ ଚଢି ଗୋଟେ ସେଲ୍ଫି ନେବେ ଏବଂ ସୋସିଆଲ ମିଡିଆ ରେ ଆପଲୋର୍ଡ କରିବେ । ଏହା ଭାବି ଟ୍ରେନ ଉପରେ ଚଢିଗଲେ ହେଲେ ତା ପରେ ଜାହା ହେଲା ତାହା ଆପଣ ମାନଙ୍କ ସାମ୍ନାରେ ତେବେ ତାଙ୍କ ଶରୀର ର ସଂମ୍ପର୍ଣ୍ଣ ଅଂଶ ଦେଖିଲେ ଆପଣ ମାନଙ୍କ ଲୋମ ଟାଙ୍କୁରୀ ଉଠିବ ।

ସୋସିଆଲ ମିଡିଆ ରେ ତାଙ୍କ ଶରୀର ସଂମ୍ପର୍ଣ୍ଣ ଦୃଶ୍ୟ ଦେଖେଇବା ପାଇଁ ବି କିଛି ପ୍ରତିବଦ୍ଧକ ରହିଛି । ହେଲେ ପାରିପାର୍ଶ୍ୱିକ ସ୍ଥିତି ଏବଂ ହୋ ହାଲ୍ଲା ସୁଣି ଆପଣ ମାନେ ଅନୁମାନ କରି ପାରୁଥିବେ । ଖୋର୍ଦ୍ଧା ଜିଲ୍ଲା ରାଉତ ପଡା ଅଞ୍ଚଳ ର ବନିତା ସାହୁ । +3 ପ୍ରଥମ ବର୍ଷର ଜଣେ ମେଧାବି ଛାତ୍ରୀ ରହିଥିଲେ । ସକାଳୁ ସକାଳୁ ସାଙ୍ଗ ମାନଙ୍କ ସହିତ ମୋନିଂ ୱାର୍କ ରେ ବାହାରିଥିଲେ ବନିତା ଘର ଠାରୁ ତିନି କିଲୋମିଟର ଦୂରରେ ରହିଥିବା ତାପଙ୍ଗ ଷ୍ଟେସନ ରେ ପହଁଚି ଥିଲେ ଟ୍ରେନଟି ଟ୍ରାକ ଉପରେ ଥିବା ଦେଖି ଲୁହା ସିଢି ରେ ସେ ଟ୍ରେନ ଉପକୁ ଚଢିଥିଲେ ।

banita

ଟ୍ରେନ ଉପରେ ଥିବା ହାଇ ଭୋଲ୍ଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ବନିତା ଙ୍କ ଶରୀରର 85 ପ୍ରତିଶତ ଜଳି ପୋଡି ଜାଇ ଥିଲା ଗୁରୁତ୍ୱର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ପରେ ଏଏମ୍ସ । ଏବଂ ଶେଷରେ କଟକ ବଡ ମେଡିକାଲ ରେ ଭର୍ତ୍ତି କରାଜାଇ ଥିଲା । ହେଲେ ଜିବନ ସହିତ ସଂଘର୍ଷ କରୁ କରୁ ବନିତା ଶେଷରେ ଆଖି ବୁଜିଦେଲେ ।

ଏବେ ଦୁଖଃରେ ସଂମ୍ପର୍ଣ୍ଣ ଭାଙ୍ଗ ପଡିଛନ୍ତି ପରିବାର ଲୋକେ । ତେବେ ଆୟୁଷ ପୁରିଲେ ମଣିଷ ମରେ ହେଲେ ଅବଳା ରେ କଞ୍ଚା ବୟସ ରେ ଜଣେ ବଢିଲା ଝିଅର ଜିବନ ଚାଲିଗଲା । କେତେ ସ୍ୱପ୍ନ ଦେଖିଥିବେ ବନିତା ପାଠ ପଢିବେ ଚାକିରୀ କରିବେ । ଏମିତି କତେ କଣ ହେଲେ ସବୁ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ରହିଗଲା । କେବଳ ଜିବନ ଆରମ୍ଭ ହେଉ ହେଉ ବନିତା ସମାଧି ନେଇଗଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ