କାହିଁକି ହୁଏ ପରିସ୍ରାପୋଡା ବା ୟୁରିନ୍ ଇନ୍‌ଫେକ୍ସନ? ଏହାର ଲକ୍ଷଣ ଓ ନିରାକରଣ ।

Infections

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ପରିସ୍ରା ପୋଡା ବିଷୟ ରେ ଆଲୋଚନା କରିବୁ । ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ପରିସ୍ରା ପୋଡା ଏକ ରୋଗ ନୁହେଁ ବରଂ କୈଣସି ଏକ ରୋଗ ହେବାର ଲକ୍ଷଣ ଅଟେ । ତେବେ ବାରମ୍ଭାବର ପରିସ୍ରାପୋଡା କଣ ପାଇଁ ହୋଇଥାଏ ? ସାଧାରଣ ଭାବେ ଇୟୁରିନ ଇନଫେକ୍ସନ ହେଲେ ପରିସ୍ରାପୋଡା ର ଲକ୍ଷଣ ଦେଖିବା ପାଇଁ ମିଳେ ।

ଏହା ସହିତ ବାରମ୍ବାର ପରିସ୍ରା ହେବା , ଜଳାପୋଡା ହେବା , ପରିସ୍ରା ରେ ରକ୍ତ ପଡିବା , ଏବଂ ଏହା ସହିତ ଜ୍ୱର ମଧ୍ୟ ହେବା । ଏହାର ଲକ୍ଷଣ ହୋଇପାରେ । ସେହି ପରି କ୍ଷେତ୍ର ରେ ଯଦି ଇୟୁରିନାଲ ପାଇପ୍ ର ଇନଫେକ୍ସନ ହେଲେ ପରିସ୍ରାପୋଡା ଭଳି ସମସ୍ୟା ଦେଖିବା ପାଇଁ ମିଳେ । ଏମିତି ହୋଇଥିଲେ ମହିଳା ମାନଙ୍କ କ୍ଷେତ୍ର ରେ ସେମାନ ଙ୍କ ଋତୁ ଶ୍ରାବ ବନ୍ଦ ହୋଇଯିବ ।

ତେବେ ଏହି ପରି ସମସ୍ୟା ସାଧାରଣ ଭାବେ ମହିଳା ଏବଂ ପୁୁରୁଷ ଙ୍କ ପାଖରେ ଦେଖିବା ପାଇଁ ମିଳେ । ଖାସ କରି ଏହି ସମସ୍ୟା ମହିଳା ମାନଙ୍କ ପାଖରେ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳେ । ଯଦି ଆପଣ ମାନଙ୍କର ପରିସ୍ରାପୋଡା ହେଉଛି ତେବେ ଏହାକୁ କ୍ୟନସର ର କାରଣ ବୋଲି ମଧ୍ୟ ଆମେ କହିପାରିବା । ଏହି ସମସ୍ୟା ବହୁତ କମ୍ ଲୋକ ମାନଙ୍କ ପାଖରେ ଦେଖିବା ପାଇଁ ମିଳେ । ପରିସ୍ରାପୋଡା ହେବା ପାଣି କମ୍ ପିଇବା ଏହା ସହିତ ପ୍ରତି ଦିନ ଆପଣ ମାନଙ୍କର ପରିସ୍ରାପୋଡା ହେଉଥିଲେ ଆପଣ ମାନେ ଡାକ୍ତର ଙ୍କୁ ଦେଖେଇବା ଜରୁରୀ ଅଟେ ।

Doctor

ସେହି ପରି ଯଦି ଆପଣ ମାନଙ୍କର ବାରମ୍ବାର ପରିସ୍ରା ହେବା , ଜଳାପୋଡା ହେବା , ପରିସ୍ରା ରେ ରକ୍ତ ପଡିବା ତଥା ଧଳା ସ୍ରାବ ଭଳି ଘଟଣା ଦେଖିବା ପାଇଁ ମିଳୁଥିଲେ ଏକ ଭଲ ସ୍ପେସାଲିଷ୍ଟ କୁ ଦେଖାନ୍ତୁ । ସାଧାରଣତଃ ପୁରୁଷ କିମ୍ବା ମହିଳା ପରିସ୍ରା ପୋଡା , ପେଟ କାଟୁଛି , ଭୋକ ଲାଗୁ ନାହିଁ , ଜ୍ୱର ଆସୁଛି , ଜଳାପୋଡା ହେବା , ପରିସ୍ରା ରେ ରକ୍ତ ପଡିବା ଆଦି ଦେଖା ଦେଲେ ଆପଣ ମାନଙ୍କୁ ମାଇକ୍ରୋସ୍କପି କରିବା ନିହାତି ଜରୁରୀ । ଏହାର ସହିତ ନିଜର ଲକ୍ଷଣ ଅନୁସାରେ ଆପଣ ମାନେ ଔଷଧ ର ସେବନ କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *