ଗୋଡ଼ ହାତରେ ଅଧିକ ବାଳଥିଲେ କେଉଁ ସଙ୍କେତ ମିଳିଥାଏ । ଆଜିର ଅନୁଚିନ୍ତା

ajira anuchinta

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ଲୋକଙ୍କ ନଖରେ ଅର୍ଦ୍ଧଚନ୍ଦ୍ର ବଡ ହୋଇଥାଏ ତେବେ ଶୁଭ ହୋଇଥାଏ ଏବଂ ସେମାନଙ୍କ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ । ଯେଉଁ ଲୋକଙ୍କ ନଖ ତେଢା ମେଢା ହୋଇଥାଏ ତେବେ ଅଶୁଭ ଲକ୍ଷଣ ହୋଇଥାଏ ଏବଂ ସେମାନଙ୍କୁ ଜୀବନରେ ଅଧିକ ସଂଘର୍ଷ କରିବାକୁ ପଡିଥାଏ । ଯେଉଁ ଲୋକଙ୍କ ହାତର ନଖ ଲମ୍ବା ଏବଂ ସୁନ୍ଦର ହୋଇଥାଏ ତେବେ ଶୁଭ ହୋଇଥାଏ ତା ସହିତ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

ଯେଉଁ ଲୋକଙ୍କ କାନରେ ବାଳ ରହିଥାଏ ତେବେ ଶୁଭ ହୋଇଥାଏ ଏବଂ ସେମାନେ ଜୀବନରେ ବହୁତ ତଳସ୍ତରରୁ ଉପରକୁ ଯାଇଥାନ୍ତି ତାସହିତ ଅଧିକ ଆୟୁଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି । ଯେଉଁ ଲୋକ ମାନଙ୍କର କାନ ଛୋଟ ହୋଇଥାଏ ତେବେ ଅଶୁଭ ହୋଇଥାଏ ଏବଂ ସେମାନଙ୍କ ଆୟୁଷ କମ ହେବା ସହିତ କୌଣସି ଦୁର୍ଘଟଣା ହେବାର ସଂଙ୍କେତ ହୋଇଥାଏ ।

jitu das

ଯେଉଁ ଲୋକ ମାନଙ୍କର କାନ ବଡ ହୋଇଥାଏ ତେବେ ଅଶୁଭ ହୋଇଥାଏ ଏବଂ ବଡ କାନଯୁକ୍ତ ଲୋକଙ୍କ ର ଆୟୁଷ ଅଧିକ ହୋଇଥାଏ । ହାତର ଆଙ୍ଗୁଠି ଯଦି ଗଣ୍ଠିଦାର ହୋଇଥାଏ ତେବେ ଲୋକଙ୍କ ସ୍ୱଭାବ ଅଧିକ ସ୍ୱାର୍ଥପର ହୋଇଥାଏ ଏବଂ ସେମାନେ କେବଳ ଧନର ଅନ୍ୱେଷଣରେ ଲାଗିଥାନ୍ତି । ଯେଉଁ ଲୋକଙ୍କ ହାତର ଆଙ୍ଗୁଠି ତେଢା ମେଢା ହୋଇଥାଏ ସେମାନଙ୍କୁ ଖବ୍ ଧନପ୍ରାପ୍ତି ହୋଇଥାଏ ଏବଂ ସେମାନଙ୍କୁ ବହୁତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଯେଉଁ ଲୋକଙ୍କ ହାତର ଆଙ୍ଗୁଠି ମୋଟା ଏବଂ ଟାଣ ହୋଇଥାଏ ସେମାନଙ୍କ ଜୀବନ ସଂଘର୍ଷମୟ ହୋଇଥାଏ ଏବଂ ସେମାନେ କୋଠର ବାଣୀଯୁକ୍ତ ହୋଇଥାନ୍ତି । ଯେଉଁ ଲୋକଙ୍କ ହାତର ଆଙ୍ଗୁଠି ଲମ୍ବା ଏବଂ ପତଳା ହୋଇଥାଏ ସେମାନେ କଳାକାର ଏବଂ ସରଳ ହୋଇଥାନ୍ତି ତା ସହିତ ସମସ୍ୟା ଠାରୁ ଦୂରରେ ରହିବାକୁ ପସନ୍ଦ କରିଥାନ୍ତି । ଯଦି ପାଦର ବୁଢା ଆଙ୍ଗୁଠି ଅଧିକ ଛୋଟ ହୋଇଥାଏ ତେବେ ସେପରି ଲୋକଙ୍କ ଧନର ଚିନ୍ତା ରହିଥାଏ ଏବଂ ଲୋକଙ୍କୁ ଅସୁବିଧାରେ ପକାଇବା ପାଇଁ ପଛାଇନଥାନ୍ତି ।

ଯଦି ପାଦର ବୁଢା ଆଙ୍ଗୁଠି ଅଧିକ ବଡ ହୋଇଥାଏ ଏବଂ ଲମ୍ବା ହୋଇଥାଏ ତେବେ ଶୁଭ ହୋଇଥାଏ ଧର୍ମକର୍ମ ପରାୟଣ ହୋଇଥାଏ । ଯେଉଁ ଲୋକ ଙ୍କ ହାତର ମଝିଅଂଶ ଟିକେ ଫୁଲିକି ରହିଥାଏ ଏହା ଶୁଭଲକ୍ଷଣ ହୋଇଥାଏ ଏବଂ ସେମାନେ ଜୀବନରେ ଦାନି ହେବା ସହିତ ସୁଖୀ ହୋଇଥାନ୍ତି । ଯେଉଁ ଲୋକଙ୍କ ର ବେକ ଛୋଟ କିମ୍ବା ସାମାନ୍ୟଥାଏ ତେବେ ଶୁଭ ହୋଇଥାଏ ଏବଂ ସେମାନେ ଜୀବନରେ ଧନବାନ ହେବାସହିତ ବହୁତ ଉପଲବଧି ହାସିଲ କରିଥାନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ