ଧନ ସମ୍ପତ୍ତି ନୁହେଁ, ଅନନ୍ତ ଅମ୍ବାନୀଙ୍କ ବା** ଦେଖି ଭଲ ପାଇଲେ ରାଧିକା |

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନନ୍ତ ଅମ୍ବାନି କିଛିଦିନ ପୂର୍ବରୁ ରାଧିକାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ଲୋକ ତାଙ୍କର ବଢୁଥିବା ଓଜନ ଉପରେ ଟ୍ରୋଲ କରିଛନ୍ତି । ଆଉ ଯାହାକୁ ନେଇ ତାଙ୍କ ନିତା ଅମ୍ବାନି ରାଗି ଯାଇଛନ୍ତି । ଲୋକମାନେ ଚିନ୍ତିତ ହେବାର କାରଣ ଅନନ୍ତ ଅମ୍ବାନି କିଭଳି ଭାବେ ମୋଟା ହୋଇ ଯାଉଛନ୍ତି । କେହି କେହି ମଧ୍ୟ ଅନନ୍ତଙ୍କୁ ଟ୍ରୋଲ କରି ଏପରି କୁହାଯାଉଛି ଯେ ଯଦି ଜଣେ ବ୍ୟକ୍ତି ପାଖରେ ଟଙ୍କା ଥାଏ ତେବେ ସେ ସବୁକିଛି କରିବା ସମ୍ଭବ ହୋଇଯାଏ ।

ଲୋକଙ୍କ ଏପରି କହିବାର କାରଣ ହେଉଛି ଅନନ୍ତଙ୍କ ସ୍ତ୍ରୀ ରାଧିକାଙ୍କ ଅପେକ୍ଷା ଅନନ୍ତଙ୍କ ମୋଟାପଣ ଖୁବ୍ ଅଧିକା । ବିବାହ ପରଠାରୁ ନିୟମିତ ଭାବେ ଟ୍ରୋଲ ହୋଇ ଚାଲିଛନ୍ତି ଅନନ୍ତ ଅମ୍ବାନି । ଅନନ୍ତ ଓ ରାଧିକାଙ୍କ ମଧ୍ୟରେ ପ୍ରେମ ଥିବାରୁ ଦୁଇ ଜଣ ପରସ୍ପର ପରସ୍ପରକୁ ପସନ୍ଦ କରନ୍ତି । ତେଣୁ ଶାରିରୀକ ରୂପ ସେମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ନୁହଁ ।

Ananta

ତେବେ ଏହାକୁ ନେଇ ନିତା ଅମ୍ବାନି କହିଛନ୍ତି ଅନନ୍ତ ଏବଂ ରାଧିକା ପରସ୍ପର ପରସ୍ପରକୁ ଖୁବ୍ ପସନ୍ଦ କରନ୍ତି । ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ମଧ୍ୟରେ ବହୁତ ଭଲ ବନ୍ଧନ ଅଛି । ଆଉ ଦୁହେଁ ଦୁହିଁଙ୍କ ମଧ୍ୟରେ ବହୁତ କମ୍ପଫଟେବୁଲ ମଧ୍ୟ । ସେପଟେ ରାଧିକାଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି । କୁହାଯାଉଛି ରାଧିକା ଟଙ୍କା ପାଇଁ ଅନନ୍ତ ଅମ୍ବାନିଙ୍କୁ ବିବାହ କରିଛନ୍ତି । ରାଧିକା ହେଉଛନ୍ତି କୋଟି କୋଟି ଟଙ୍କାର ମାଲିକାଣି ।

ସେ ବ୍ୟବସାୟୀ ବିଲା ମୋର୍ଚ୍ଚନ ଏବଂ ସିଲା ମୋର୍ଚ୍ଚନଙ୍କ ଝିଅ । ଅନନ୍ତ ଏବଂ ରାଧିକା ପିଲା ଦିନର ବନ୍ଧୁ । ତେଣୁ ରାଧିକା ଅନନ୍ତଙ୍କ ଧନ ସମ୍ପତ୍ତି କୁ ଦେଖି ନୁହଁ ବରଂ ତାଙ୍କ ମନ ଦେଖି ତାଙ୍କୁ ବିବାହ କରିଛନ୍ତି ବୋଲି କହିଛନ୍ତି ନିତା ଅମ୍ବାନି ।

Anant Ambani

ତେବେ ଅନନ୍ତ ଅମ୍ବାନିଙ୍କ ମୋଟାପଣ ର କାରଣ ହେଉଛି ତାଙ୍କର ଅସୁସ୍ଥତା । ୨୦୧୬ ମସିହାରେ ସେ ବହୁତ ଚେଷ୍ଟା ପରେ ସେ ତାଙ୍କର ଓଜନ ୧୦୮ କିଲୋ ହ୍ରାସ କରିଥିଲେ କିନ୍ତୁ ବର୍ତ୍ତମାନ ପୁଣିଥରେ ତାଙ୍କର ଓଜନ ବଢିବାରେ ଲାଗିଛି । ଅନନ୍ତଙ୍କ ର ଆଜମା ରୋଗ ଅଛି । ଏହି କାରଣରୁ ସେ ନିୟମିତ ଭାବେ ଷ୍ଟେରିୟଟ ନେବାକୁ ବାଧ୍ୟ ହୋଇଥାନ୍ତି ଏବଂ ଏହି କାରଣରୁ ଅନନ୍ତ ଅମ୍ବାନିଙ୍କ ଓଜନ ବଢିଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *