ଦେହ ଦେଖିଲୁ ,ମଜା ନେଲୁ ..ଏବେ ଟଙ୍କା ଦେ ..ନହେଲେ ଦେଖିବୁ

call

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରେ କିଛି ନା କିଛି ଭାଇରାଲ ଖବର ଆପଣ ମାନେ ଜାଣିବାକୁ ପାଉଥିବେ ।

ତେବେ ଆଜି ପୁଣି ଥରେ ଏଖ ଖବର କୁ ନେଇ ସୋସିଆଲ ମିଡିଆରେ ଏବେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଯାହାକି ଲୋକ ମାନେ ବ୍ୟବହାର କରୁଥିବା ୱାଟ୍ସ ଆପ କୁ ଆସୁଛି ସୁନ୍ଦରୀ ଯିବତୀ ଙ୍କ ର ଭିଡିଓ କଲ ଆଉ ତାପରେ ଆଦାୟ ହେଉଛି ମୋଟ ରକମ ର ଟଙ୍କା । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବାକୁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

call

ତେବେ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରେ ଏମିତି ସବୁ କଥା ବିଷୟ ରେ ଜାଣିବାକୁ ପାଉଥିବେ ଯାହାକି ଲୋକ ମାନଙ୍କୁ ଠାରୁ ଲୋକ ମାନେ ଟଙ୍କା ଲୁଟିବା ର ବିଭିନ୍ନ ଉପାୟ ବିଷୟ ରେ ସବୁ ଜାଣିବାକୁ ପାଇଥିବେ । ତେବେ ସୋସିଆଲ ମିଡିଆ ରେ ଏବେ ଏଭଳି ଟଙ୍କା ଲୁଟିବାର ଉପାୟ ଆସିଛି ଯାହା ଆପଣ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏବେ ଯେଉଁ ଲୁଟିବାର ନୂଆ ତରିକା ଲୁଟେରା ମାନେ ଆପଣାଇଛନ୍ତି ତାହା ହେଉଛି , ୱାଟ୍ସ ଆପ ରେ ଭିଡିଏ କଲ କରି ଟଙ୍କା ଲୁଟିବାର ନୂଆ ତରିକା । ତେବେ ଏଥିରେ ସୁନ୍ଦରୀ ଝିଅ ମାନେ ଭିନ୍ନ ଭିନ୍ନ ଲୋକ ମାନଙ୍କ ପାଖକୁ ରାତି ଅଧରେ ଭିଡିଓ କଲ କରି ତାଙ୍କୁ ତାଙ୍କର ଉ-ଲ-ଗ୍ନ ଶରୀର ଦେଖାଉଛନ୍ତି । ତେବେ ଏହି ଭିଡିଓ କଲ ଯିଏ ରିସିଭ କରୁଛି ସେ ଏହି ଜାଲ ରେ ଫସି ଯାଉଛି କାରଣ ଏହି ଭିଡିଓ କଲ ରେ ରହିଥିବା ବ୍ୟକ୍ତି ଙ୍କର ସ୍କ୍ରିନ ସୋଟ ମାରି ଭିଡିଓ କଲ ଶେଷ ହେବା ପରେ ଅପରାଧୀ ମାନଙ୍କ ର ବ୍ଲାକ ମେଲ ହୋଇଯାଉଛି ।

ଆମକୁ ଟଙ୍କା ପଠାଓ ନହେଲେ ଆମେ ଏହି ଫୋଟ ସୋସିଆଲ ମିଡିଆ ରେ ଭାଇରାଲ କରେଇବୁ । ତେଣୁ ଏହି ଭଳି ଜାଲ ରେ ଭଦ୍ର ଲୋକ ମାନେ ଫସିଯାଇ ତାଙ୍କର କଥା ରେ ସହମତ ହୋଇ ଟଙ୍କା ସେମାନଙ୍କୁ ଦେଉଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମେ ଏତିକି କହିବୁ କି ଆପଣ ମାନେ ଏଭଳି ଅପରାଧ ର ସ୍ୱୀକାର ହୁଅନ୍ତୁ ନାହିଁ । ନଚେତ ଆପଣ ମାନଙ୍କୁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *