18ବର୍ଷରୁ କମ ପିଲାଙ୍କୁ ଆମେ କେବେ ବି ରୁମ ଦେଉନୁ ,ରୁମ ଦେବା ପୂର୍ବରୁ ଆଇଡି ଚେକ କରୁଛୁ

oyo 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଦେଖା ଦେଇଛି ଯେ ବାନାମୀ ହୋଟେଲ ଗୁଡିକ ବୟସ ର ପରିସୀମା ନଦେଖି ପିଲା ମାନଙ୍କୁ ହୋଟେଲ ରେ ପ୍ରବେଶ କରିଦେଉଛନ୍ତି । ଯେମିତି କି 17 ବର୍ଷ ର ଜଣେ ଝିଅ ବଲାଙ୍ଗିର ରେ ହୋଟେଲ ରେ ତାଙ୍କର ମୃ-ତ୍ୟୁ ହୋଇଛି । ତେବେ 23 ବର୍ଷିୟ ବୟଫ୍ରେଣ୍ଡ ସହିତ ଜାଇଥିବା ବେଳେ ହୋଟେଲ ରେ ତାଙ୍କର ମୃ-ତ୍ୟୁ ହୋଇଛି । ତେବେ ଏହି ଭଳି ସିଚ୍ୟୂଏସନ ରେ ସମସ୍ତେ ଅୟୋ କୁ ପ୍ରଶ୍ନ ଚିହ୍ନ ଲଗାଉଛନ୍ତି ।

ତେବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଗୋଟିଏ ଅୟୋ ହୋଟେଲ ର ପ୍ରାବଧାନ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜଣେଇବା ପାଇଁ ଚାହିଁବୁ । ତେବେ ଜଣେ ଅୟୋ ର ମେନେଜର ଙ୍କ କହିବା ଅନୁସାରେ କୈଣସି ଯୁବକ ଯୁବତୀ ଏଠାକୁ ଆସିବା ପରେ ସେମାନଙ୍କ ଆଇଡି , ଆଧାର , ଭୋଟର , ବା ଡ୍ରାଇଭିଂ ଲାଇସେନ୍ସ , ଏବଂ ପାସପୋର୍ଟ ଭଳି ଜିନିଷ ସେମାନଙ୍କ ଠାରୁ ନିଆଯାଉଛି ।

OYO

ତେବେ ଏହା ସହିତ ଯେତେ ବେଳେ ସେମାନେ କମ୍ ବୟସ ର ପିଲା ମାନେ ଆସୁଛନ୍ତି ତେବେ ସେହି ସମୟ ରେ ସେମାନଙ୍କୁ ମନା କରିଦେଉଛନ୍ତି । କେବଳ ସେମାନେ 21 ବର୍ଷ ର ଉପର ର ପିଲା ମାନଙ୍କୁ ସେଠାରେ ଏଲାଓ କରୁଛନ୍ତି । ସେହି ପରି ଗ୍ରାହାକ ମାନେ କେବେବି କୈଣସି ଅସୁବିଧା କରନ୍ତି ନାହିଁ ।

ତେବେ ପ୍ରପୋର ଭାବେ ଯେକୈଣସି ଲୋକ ଅୟୋ ଆସିବା ପରେ ସେମାନଙ୍କୁ ରିସିଭ କରିବା ମାତ୍ରେ ସେମାନଙ୍କର ପ୍ରପୋର ଚେକ୍ କରି ଆମେ ମାନେ ସେମାନଙ୍କ ସାଇନ ନେଇଥାଉ ଏହା ସହିତ ସିସିଟିଭି ସିକ୍ୟୁରିଟି ରହିଛି ।

ଏଥି ବ୍ୟତିତି ଆମେ ମାନେ ପ୍ରତି ଦିନ ପ୍ରତ୍ୟୋକ ଗ୍ରାହାକ ମାନଙ୍କ ଖବର ସରାଇ ଆପ୍ଲିକେସନ ମାଧ୍ୟମ ରେ ଦେଇଥାଉ ଯେଉଁଥିରେ ଗୋଟିଏ ଅଫଲାଇନ ମାଧ୍ୟମରେ ରିପୋର୍ଟ ଜାଇଥାଏ । ତଥା ଗ୍ରାହାକ ମାନେ ଏଠାକୁ କଣ ପାଇଁ ଭିଜିଟ କରୁଛନ୍ତି ସେହି ବିଷୟ ରେ ବି ସେଠାରେ ସମିଟ୍ ରହୁଛି ବୋଲି ସୂଚନା ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

actor
ଖେଳ ଖବର

ସିନେମା ଜଗତ କୁ ପୁଣି ଏକ ଝଟକା ରାଜେଶ୍ୱରୀ ଙ୍କ ମୃ-ତ୍ୟୁ ପରେ ଏବେ ଏହି ଅଭିନେତା ପରଲୋକ ! ଦୁଃଖ ରେ ଭାଙ୍ଗିପଡିଛି Film ଇଣ୍ଡଷ୍ଟ୍ରି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଥରେ ସିନେମା ଜଗତ ପାଇଁ ବହୁତ ବଡ ଦୁଖଃଦ ଖବର ଆସି ପହଁଚିଛି । ଏହି ପ୍ରସିଦ୍ଧ କଳାକାର ଙ୍କ ମୃ-ତ୍ୟୁ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ତେବେ ବର୍ତମାନ ସମୟ ରେ ସିନେମା ଦୁନିଆଁ ରେ ଶୋକ ର ଛାୟା ଖେଳିଜାଇଛି । ତେବେ ଟିଭି ଇଣ୍ଡଷ୍ଟ୍ରୀ କୁ ଆଜି ବଡ ଝଟ୍କା ଲାଗିଛି । […]

ଅଧିକ ପଢ
ran 1
ଖେଳ ଖବର

ଓଡିଶାକୁ ଆସୁଛି ଭୟଙ୍କର ଝଡବାତ୍ୟ । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପ୍ରଭାରେ ଅନେକ ରାଜ୍ୟ ବର୍ଷା। ଉତ୍ତର ଓଡିଶା ଓ ସଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି। ଏବେ ସୂଚନା ଅନୁଯାୟୀ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ବିଶେଷଙ୍କ ଏଥି ଯୋଗୁଁ ୧୫ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଜାରି ରହିବ […]

ଅଧିକ ପଢ