ଧରା ପଡ଼ିଲୁ ଥାନାରେ ଜାଇ ବାହା ହେଲୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନାଁ ଥିଲା ପଣ୍ଡିତ ର ମନ୍ତ୍ର ପାଠ ନାଁ ଥିଲା ବରଯାତ୍ରୀ ଙ୍କ ଶୋଭା ଯାତ୍ରା । ନିଆରା ବାହାଘର , ପୋଲିସ ଲେଖିଲେ ନିଆରା ପ୍ରେମ କାହାଣୀ । ଲୋକ ମାନେ ଏହି ଭିଡ଼ିଓ ଦେଖିବା ପରେ ପୋଲିସ କୁ ଧନ୍ୟବାଦ ଦେବେ ନିଶ୍ଚିତ । ପୋଲିସ ଏହି କେଶ କୁ ଏମିତି ଭାବେ ହେଣ୍ଡେଲ କଲା ଯେ ଗୋଟିଏ ପ୍ରେମି ଯୁଗଳ ଙ୍କ ନୂଆ କାହାଣୀ ଲେଖି ହୋଇଗଲା ।

ଯୁବକ ଯୁବତୀ ଦିର୍ଘ ଦିନ ଉଭୟ ଙ୍କୁ ପ୍ରେମ କରୁଥିଲେ । ନିଜର ପ୍ରେମ କୁ ସଫଳ କରିବା ପାଇଁ ଉଭୟ ଘରୁ ଫେରାର ମାରିଥିଲେ । ପରେ ଶିଲ୍ପା ଙ୍କ ପରିବାର ପକ୍ଷ ରୁ ବିନିକା ଥାନାରେ ଅଭିଯୋଗ କରାଜାଇ ଥିଲା ଯାହା କୁ ଭିତ୍ତି କରି ପୋଲିସ ତଦନ୍ତ କରୁଥିଲା । ତାହା ପରେ ଉଭୟ ପରିବାର କୁ ଡାକି ଆପସ ବୁଝାମଣା କରି ସେହି ଥାନା ପରିଶର ରେ ଉଭୟ ପ୍ରେମିକ ଏବଂ ପ୍ରେମିକ ଙ୍କୁ ବିବାହ ମଧ୍ୟ କରିଦେଇଥିଲେ । ଏମିତି କି ଆଶ୍ରୀବାଦ ଦେଇ ଗାଡିରେ ବିଦାବି କଲା ପୋଲିସ ।

WEDDING

ତେବେ ପୋଲିସ କହିବା ଅନୁସାରେ ଗୋଟିଏ ଝିଅ କୁ ଗୋଟେ ପୁଅ ନେଇ ଜାଇ ଥିଲା ଏବଂ ତାଙ୍କର ପରିବାର ମଧ୍ୟରେ ଏହି ଘଟଣା ଘଟିଥିଲା । ଏବଂ ସେମାନଙ୍କ ସହମତି ପ୍ରମାଣ କରିବାର କେବଳ ଥିଲା ଆଉ ମାନେ ତାଙ୍କର ସହମତି କୁ ପ୍ରମାଣ କରିଲୁ । ଏବଂ ଏବେ ଦୁହିଁଙ୍କ ବିବାହ ମଧ୍ୟ କରେଇଲୁ ।

ହଁ ବନ୍ଧୁଗଣ ସମୟ ଏବଂ ପରିସ୍ଥିତି ଯାହା ହେଲାଣି ଏହି ପରି ନିସ୍ପତି ନେବା ଉଚିତ । ଏହି ପରି ଭାବେ ନିଜ ନିଜ ମଧ୍ୟରେ ଆପସ ବୁଝାମଣା ହେଲେ ହିଁ ସଂସାର ଏବଂ ସଂମ୍ପର୍କ ସୁଦୃଢ ହୋଇ ପାରିବ । ଆପଣ ମାନେ ବି ନିଜ ନିଜ ମଧ୍ୟରେ ମତାନ୍ତର ଏବଂ ମନାନ୍ତର ବୁଝାମଣା କରି ନିଅନ୍ତୁ । ନହେଲେ ଆପଣ ମାନେ ସେହି ଠାରେ ରହି ଆପଣ ମାନେ ଏହି ପ୍ରେମି ଯୁଗଳ ଙ୍କୁ ଆଶ୍ରୀବାଦ ଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *