ଦେଖନ୍ତୁ Video: କହୁ କହୁ ସବୁ କହିଦେଲେ ।life ର କିଛି ଅକୁହା କଥା କହିଦେଲେ ଯାତ୍ରା ଅଭିନେତା Sudarshan…

Sudarshan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ଯାତ୍ରା ଜଗତ ରେ କାମ କରୁଥିବା ସବୁ କଳାକାର ମାନଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଏହି ଯାତ୍ରା ଅଭିନେତା ମାନେ ନିଜର ପର୍ସିନାଲ ଲାଇଫ ରେ ନିଜର ଦମଦାର ଅଭିନୟ ପାଇଁ ସବୁ ସମୟ ରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯେଉଁ ଅଭିନେତା ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ସେ ଆଉ କେହି ନୁହଁନ୍ତି ସେ ସୁଦର୍ଶନ ଜେନା । ଆପଣ ମାନେ ନିଶ୍ଚିତ ଭାବେ ସୁଦର୍ଶନ ଜେନା ଙ୍କ ଅଭିନୟ ଦେଖିଥିବେ ।

ତେବେ ଗତ କିଛି ସମୟ ହେବ ସୁଦର୍ଶନ ଜେନା ଙ୍କ ଏକ ସାକ୍ଷାତ କାର ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ଆମେ ଆପଣ ମାନଙ୍କୁ ସୁଦର୍ଶନ ଜେନା ଙ୍କ ସେହି ସାକ୍ଷାତ୍ୟକାର ଭିଡ଼ିଓ ବିଷୟ ରେ କହିବା ପାଇଁ ଯାଉଛୁ । ତେବେ ତାଙ୍କ ଘର ଚାନ୍ଦବାଲୀ ଠାରେ ଅବସ୍ଥିତ ସେ ସଂମ୍ପର୍ଣ୍ଣ 15 ବର୍ଷ ଧରି ଯାତ୍ରା ଦୁନିଆଁ ରେ ରହିଛନ୍ତି । ସେ ନିଜର କେରିଅର ର ଆରମ୍ଭ ସାହାଣୀ ଅପେରା ରୁ ଆରମ୍ଭ କରିଥିବା ବେଳେ ସେ ମୋ ଜାଇ ଯିବ ଶାଶୁ, ଦ୍ୱିତୀୟ ପର୍ଶୁରାମ, ଭଙ୍ଗା ଫରୁଆ, ବାହାଘର ନୁହେଁ ବାଲି ଘର ପରି ଯାତ୍ରା ମାନଙ୍କରେ ଖଳନାୟକ ଭୂମିକା ରେ କାର୍ଯ୍ୟ କରିଥିଲେ ।

Sudarshan

ସେମିତି ରେ ବିଦ୍ୟାଳୟ ଠାରୁ କଲେଜ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ରେ ଡ୍ରାମାଟିକ୍ ସେକ୍ରେଟେରୀ ଭାବେ କାମ କରିଛନ୍ତି । ଏମିତିକି ସେ କହଛନ୍ତି କି ସେ ଗାଁ ରେ ନିଜର ଏକ ଯାତ୍ରା ପରିଚାଳନା କରୁଥିଲେ । ନିଜର 15 ବର୍ଷ ଯାତ୍ରା ରେ କାମ କରିବା ମଧ୍ୟରେ ସେ ନିଜର ଜିବନ ସାଥି ଙ୍କୁ ପସନ୍ଦ କରିଛନ୍ତି । ତେବେ ସେ ତାଙ୍କର ବିବାହ କୁ 12 ବର୍ଷ ପୂରଣ ହୋଇସାରିଛି ବୋଲି ସେ କହିଛନ୍ତି । ସୁଖର ସଂସାର ଚାଲିଛି । ବିଶେଷ କରି ପ୍ରେମ ବେବିନାଙ୍କ ତରଫରୁ ହେଇଥିଲା । ମୁଁ ବି ତାକୁ ପାଇବା ପାଇଁ ଇଛା କରିଥିଲି ଆଉ ଆମ ସଂସାର ଚାଲିଛି ।

ତେବେ ବର୍ତମାନ ସମୟ ରେ ସେ ନିଜର ସୁଖ ସଂସାଗ ଗଢିବାରେ ଲାଗିଛନ୍ତି । ତାଙ୍କର ପରିବାର ରେ ତାଙ୍କର ସ୍ତ୍ରୀ ତାଙ୍କର ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ସେମିତି ରେ ତାଙ୍କର ପୁଅ ମଧ୍ୟ କଳା ପ୍ରତି ବହୁତ ଆଗ୍ରହୀ ରହିଛନ୍ତି ବୋଲି କହିଛନ୍ତି । ତେବେ ଆଗାମୀ ଦିନ ରେ ସେ କଣ ହୋଇ ପାରେ ମଧ୍ୟ ସେହି ବିଷୟ ରେ ମଧ୍ୟ କହିହେବ ନାହିଁ ।

ତେବେ ବନ୍ଧୁଗଣ ମୋ ଜାଇ ଯିବ ଶାଶୁ, ଦ୍ୱିତୀୟ ପର୍ଶୁରାମ, ଭଙ୍ଗା ଫରୁଆ, ବାହାଘର ନୁହେଁ ବାଲି ଘର । ଖଳନାୟକ ଚରିତ୍ର ପାଇଁ ବହୁତ ଲୋକ ମାନେ ତାଙ୍କୁ ପସନ୍ଦ କରୁଥିବା ବେଳେ ସୁଦର୍ଶନ ଜେନା ଙ୍କର କଳା ପ୍ରତି ବହୁତ ପ୍ରେମ ରହିଛି ବୋଲି ସେ କହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୁଦର୍ଶନ ଜେନା ଙ୍କ ଅଭିନୟ ଯାତ୍ରା ରେ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ